October 22, 2024

Odia Express

Leading Odia News Portal of Odisha

ରୋଗରେ ପଡିଗଲେ ବାପା ତେବେ ଚିକିତ୍ସା ଓ ଘର ଚଳାଇବାକୁ ଏମିତି କାମ କରିବାକୁ ଲାଗିଲେ ୨୧ ବର୍ଷୀୟ ଝିଅ , ଜାଣିଲେ ଆପଣ ଚକିତ ହୋଇଯିବେ ..

ଜାପାନରେ ରହୁଥିବା ଜଣେ ମହିଳା ଟ୍ରକ୍ ଡ୍ରାଇଭର୍ ଏହି ଦିନରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏଠାକାର ଲୋକେ ଦୁନିଆଁର ସବୁଠାରୁ ସୁନ୍ଦର ଟ୍ରକ୍ ଡ୍ରାଇଭର୍ କହନ୍ତି । ଏହି ଝିଅଟି ନିଜ ବାପାଙ୍କର ସ୍ୱାସ୍ଥ୍ୟ ଖରାପ ହେବାପରେ ଟ୍ରକ୍ ଚଲାଇବା ଆରମ୍ଭ କରିଥିଲେ , ଏବେ ସେ ନିଜ ଘର ଅପେକ୍ଷା ୧୨ ଚକିଆ ଯାନ ଚଳାଇବାରେ କଟାଉଛନ୍ତି , ତାଙ୍କର ମାନିବା କଥା କି ଆସୁଥିବା ସମୟରେ ପୁରୁଷ ମାନେ ପାଇଁ କେବଳ ଟ୍ରକ୍ ଚଲାଇବା ରହିବ ନାହିଁ । ମହିଳା ମାନେ ବି ଚଳାଇପାରିବେ ।ଏହି କାହାଣୀ ଜାପାନରେ ରହୁଥିବା ଏକ ଝିଅ ରିନୋ ସାସାକିଙ୍କର ଅଟେ ଯିଏକି ମାତ୍ର ୨୧ ବର୍ଷୀୟ ଅଟନ୍ତି । ଯାହାଙ୍କୁ ଲୋକେ ଦୁନିଆଁର ସବୁଠାରୁ ସୁନ୍ଦର ଟ୍ରକ୍ ଡ୍ରାଇଭର୍ ହିସାବରେ ଜାଣିଛନ୍ତି । ରିନୋ ୧୨ ଚକିଆ ଟ୍ରକ୍ ଚଲାନ୍ତି ଓ ଗୋଟେ ବର୍ଷରେ ପ୍ରାୟ ସାଢେ ୩ ଲକ୍ଷ କିଲୋମିଟର ଡ୍ରାଇଭ୍ କରିନିଅନ୍ତି , ସେ ନିଜ ଘର ଅପେକ୍ଷା ଟ୍ରକ୍ ଚଲାଇବାରେ ସମୟ୍ ଦିଅନ୍ତି ।

 

କିଛି ବର୍ଷ ପୂର୍ବରୁ ରିନୋ ଜାପାନରେ ପରମ୍ପରାଗତ ନୃତ୍ୟ କିମୋନୋ ସିଖାଇବାରେ କାମ କରୁଥିଲେ,  ଓ ସେ ନିଜ କାମରେ ବହୁତ ଖୁସିରେ ଥିଲେ , କିନ୍ତୁ ତାଙ୍କ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ସେ ଘରର ଅବସ୍ଥା ସୁଧାରିବାକୁ ଯାଇ ସେ ଡ୍ୟାନ୍ସ ଟିଚିଙ୍ଗ୍ କାମ ଛାଡିବାକୁ ପଡିଥିଲା , ଓ ସେ ଟ୍ରକ୍ ଡ୍ରାଇଭର୍ ହୋଇଗଲେ , କିନ୍ତୁ ସେ ନିଜର ଫଇସଲା ବଦଳାଇନଥିଲେ,  ଏବେ ସେ ନିଜ ବାପାଙ୍କ ଭଲବୋ କମ୍ପାନୀର ୧୨ ଚକିଆ ଟ୍ରକ୍ ଚଲାଉଛନ୍ତି , ଓ ଏହାର ଜରିଆରେ ଫଳ ପରିବା ନେବା ଆଣିବା କାମ କରୁଛନ୍ତି , ରିନୋ ବହୁତ ସୁନ୍ଦର ଅଟନ୍ତି । ସେ ନିଜ ପ୍ରଶଂସାକୁ ନେଇ କହନ୍ତି କି ଏହା ଦ୍ୱାରା ମୋତେ ବହୁତ ଖୁସି ଲାଗେ , କିନ୍ତୁ ଲୋକେ ଏହା ଜାଣିନାହାନ୍ତି କି ମୁଁ ବହୁତ ଶକ୍ତ ଅଟେ  ରିନୋଙ୍କ କହିବାକଥା କି ଏବେ ପୁରୁଷମାନେ ଏହି ଫିଲ୍ଡ ରେ ଟ୍ରକ୍ ଡ୍ରାଇଭିଙ୍ଗ୍ କରି ମୋତେ ପରିହାସ କରିଥିଲେ , କିନ୍ତୁ ମୋର ବାପାଙ୍କର ମୋ ଉପରେ ବହୁତ ଗର୍ବ ଥିଲା , ସବୁଠାରୁ ଖାସ୍ କଥା ଏହି କି ଯେ ଟ୍ରକରେ କିଛି ଯାନ୍ତ୍ରିକ ତ୍ରୁଟି ହେଲେ ସେ ନିଜେ ଠିକ୍ କରିପାରନ୍ତି ।

 

ରିନୋଙ୍କୁ ଲାଗିଥାଏ କି ତାଙ୍କର ଏହି ଷ୍ଟୋରି ସମସ୍ତ ଜାପାନୀ ମହିଳାଙ୍କ ବି ଟ୍ରାନ୍ସପୋର୍ଟ ଇଣ୍ତଷ୍ଟ୍ରିରେ ଆଣିବାରେ ପ୍ରେରଣା ଦେବ , ସେ ନିଜ ଭବିଷ୍ୟତ ପ୍ଲାନ୍ ବିଷୟରେ କହିଲେ କି ସେ ଆଗକୁ ଟ୍ରକ୍ ଚଲାଇକରି ମହିଳା ଟ୍ରକ୍ ଡ୍ରାଇଭର୍ସ ପାଇଁ କ୍ଲୋଦିଙ୍ଗ୍ ବ୍ରାଣ୍ତ ଲଞ୍ଚ କରିବାକୁ ଆଶା ରଖିଛନ୍ତି । କ୍ଲୋଦିଙ୍ଗ୍ ବ୍ରାଣ୍ତ ପଛରେ ତାଙ୍କର କହିବା କଥା କି ମୁଁ ଯେପରି କମ୍ ଉଚ୍ଚତା ବାଲା ଝିଅ ଡ୍ରାଇଭିଙ୍ଗ୍ ସମୟରେ ପିନ୍ଧିବାକୁ କପଡା ମିଳେ ନାହିଁ  ,ଏଥିପାଇଁ ସେ ନିଜର ବ୍ରାଣ୍ତ ଲଞ୍ଚ କରିବେ , ତାଙ୍କର ମାନିବା କଥା କି ଆଗକୁ ଯାଇ ଏହି ଫିଲ୍ଡ କେବଳ ପୁରୁଷଙ୍କ ପାଇଁ ରହିବ ନାହିଁ । ମହିଳାମାନେ ବି ପୁରୁଷଙ୍କ ସହ ତାଳରେ ତାଳ ମିଶାଇ ଟ୍ରକ୍ ଡ୍ରାଇଭିଙ୍ଗ୍ କରିବେ ।

Leave a Reply

Your email address will not be published. Required fields are marked *