October 17, 2024

Odia Express

Leading Odia News Portal of Odisha

ଘର ଘରକୁ ପିଜା ପହଞ୍ଚାଉଥିବା ପିଜା ଡେଲିଭରି ପିଲା ହେଲା ପୋଲିସ୍ ଅଫିସର୍ , ଏହି ବ୍ୟକ୍ତିଙ୍କ ରହିଲା ଏକ ମହତ୍ତ୍ୱପୂର୍ଣ୍ଣ ଭୁମିକା – ଜାଣିଲେ ଆପଣ ମଧ୍ୟ କହିବେ ସବାସ..

ସ୍ୱପ୍ନ ସେମାନଙ୍କ ପୁରା ହୋଇଥାଏ ଯିଏକି ସ୍ୱପ୍ନ ଦେଖିଥାନ୍ତି , ହଁ ଆଜ୍ଞା ଏହି ଲାଇନ୍ ଏକ ପିଜା ଡେଲିଭରି ବୟ ସତ କରିଦେଖାଇଛନ୍ତି , ଯାହାକି ଏକ ପୋଲିସ୍ ଅଫିସର୍ ହୋଇଯାଈଛନ୍ତି , ଏବେ ପିଜା ଡେଲିଭରି ବୟ ଲୋକଙ୍କ ଘରେ ପିଜା ପହଞ୍ଚାଉ ନାହିଁ , ବରଂ ଅପରାଧୀଙ୍କୁ ଜେଲର ହାଜତ ଭିତରେ ପହଞ୍ଚାଉଛି , ଏତିକି ନୁହେଁ ଏହି ପିଜା ଡେଲିଭରି ବୟ ପୋଲିସ୍ ଅଫିସର ହେବାପରେ ଏକ ବଡ କାହାଣୀ ଲୁକ୍କାୟିତ ହୋଇରହିଛି , ଯାହାକୁ ଜାଣିଲେ ଆପଣ ତାଙ୍କୁ ସଲାମ କରିବେ, ଏହି ପିଜା ଡେଲିଭରି ବୟ ନାମ ମୋଇନ୍ ଖାଁ ଅଟେ , ଯିଏକି ଜାମ୍ମୁ କାଶ୍ମୀରର ବାସିନ୍ଧା ଅଟେ , ତେବେ ଆସନ୍ତୁ ଜାଣିବା ଏହି ଲେଖାରେ କଣ ଖାସ୍ ଅଛି ତାଙ୍କ ବିଷୟରେ ।

 

ଜାମ୍ମୁ କାଶ୍ମୀରର ରହୁଥିବା ମୋଇନ୍ ଖାଁ ପିଜ୍ଜା ଡେଲିଭରି ବୟ କାମ କରୁଥିବା ବେଲେ ପୋଲିସ୍ ଅଫିସର୍ ହେବା ସ୍ୱପ୍ନ ଭାବିନେଇଥିଲେ, ମୋଇନ୍ ଖାନ୍ କେବଳ ସ୍ୱପ୍ନ ଦେଖିନଥିଲେ ତାହାକୁ ପୁରା କରିବାକୁ ଯାଇ ସେ ଦିନ ରାତି ପରିଶ୍ରମ ବି କରିଛନ୍ତି , ମୋଇନ୍ ଖାଁ ଏପରି ଏକ ବ୍ୟକ୍ତିତ୍ୱ ହୋଇସାରିଛନ୍ତି ଯିଏକି ଆତଙ୍କବାଦ ଓ ପଥରବାଜି କରୁଥିବା ଲୋକଙ୍କ ପାଇଁ ଏକ ମିଶାଲ୍ ହୋଇପାରିଛନ୍ତି , ସେ ଏହା ପ୍ରମାଣିତ କରିଦେଖାଇଛନ୍ତି  କି ଯଦି ଆପଣଙ୍କ ସ୍ୱପ୍ନ ଦେଖିବାର ଅଛି ,ତେବେ ଦେଖନ୍ତୁ ଓ ତାହା ପୁରା କରିବାର ଶକ୍ତି ବି ରଖନ୍ତୁ , ଏଥିପାଇଁ ସ୍ୱପ୍ନ ଦେଖିବା ଜରୁରୀ ଅଟେ ।

 

ପୋଲିସ୍ ଅଫିସର୍ ହୋଇଥିବା ମୋଇନ୍ ଖାଁ ସବୁ ଘରକୁ ପିଜା ଡେଲିଭରି କରୁଥିଲେ , କିନ୍ତୁ ନିଜ ସ୍ୱପ୍ନକୁ କେବେ ଦୁର୍ବଳ କରିବାକୁ ଦେଲେ ନାହିଁ , ପିଜା ପହଞ୍ଚାଉଥିବା ମୋଇନ୍ ନା କେବେ ବି ବେଇଜ୍ଜତ ହେବାର ଅନୁଭବ କଲେ ନାହିଁ , ପିଜା ଡେଲିଭରି କରୁଥିବା ସମୟରେ ମୋଇନ୍ ବହୁତ ଗାଡି ଧୋଇଛନ୍ତି , ଯାହା ଦ୍ୱାରା ଜଣା ପଡେ କି ତାଙ୍କ ଜୀବନରେ କେତେ ସଂଘର୍ଷ କରିବାକୁ ପଡିଥିବ , ସେ ଏହି ସଂଘର୍ଷ ସତ୍ତ୍ୱେ ବି ନିଜ ସ୍ୱପ୍ନକୁ ଜୀବିତ ରଖିଲେ , ଓ ଏବେ ଯାଇ ତାହା ସାକାର କରିଛନ୍ତି , କହିଦେବୁ କି ମୋଇନ୍ ଖାଁ ଟ୍ରେନିଙ୍ଗ୍ ରେ ଅଛନ୍ତି , ଯାହାପରେ ତାଙ୍କର ପଦରେ ନିଯୁକ୍ତି ହେବ ।

 

ପୋଲିସ୍ ଅଫିସର୍ ହେବାପରେ ମୋଇନ୍ ଖାଁ କହିଲେ କି ମୁଁ ନଗରୋଟାର ଥଣ୍ତା ପାଣି ଗାଁର ବାସିନ୍ଦା ଅଟେ , ମୋର ବାପା ମା ଅଶିକ୍ଷିତ ଅଟନ୍ତି, ନିଜ ଘରୁ ଗ୍ରାଜୁଏସନ୍ କରିବାପରେ ମୁଁ ପ୍ରଥମ ପରିବାରର ଶିକ୍ଷିତ ବ୍ୟକ୍ତି ଅଟେ , ତାହା ସହ ମୋର ଭାଇର ଚିକିତ୍ସା ଚାଲୁଛି , ସେ ଏବେ ମେଡିକାଲ୍ ରେ ଅଛି , କହିଦେବୁ କି ମୋଇନ୍ ଖାଁ ଗତ ସାତ ବର୍ଷରୁ ନିଜ ଘରର ଦାୟିତ୍ୱ ନିର୍ବାହ କରୁଛନ୍ତି , ଯାହାପାଇଁ ସେ ସଉଦା ଦୋକାନରେ ଘଣ୍ଟା ଘଣ୍ଟା ବସିଥିଲେ , ଯାହା ଦ୍ୱାରା ଦୁଇ ପଇସା କମାଇପାରିବେ ,

 

ମୋଇନ୍ ଖାଁ ସେମିତି ବି ସ୍ୱପ୍ନ ଦେଖିଥିବେ କିନ୍ତୁ ତାହା ପୁରା କରିବାର ଇଚ୍ଛା ଶକ୍ତି ତାଙ୍କୁ ବହୁତ ପ୍ରେରଣା ଯୋଗାଇଛି, କିନ୍ତୁ ତାଙ୍କର ଏହି ସଫଳତାର ଶ୍ରେୟ ଆଇପିଏସ୍ ଅଫିସର ସନ୍ଦିପ୍ ଚୌଧୁରୀଙ୍କୁ ଦେଇଛନ୍ତି , ଯିଏକି ଜାମ୍ମୁ ରେ ବିନା କିଛି ଫିସ୍ ନେଇ ଅପରେସନ୍ ଡ୍ରିମ୍ସ ଚଲାଉଛନ୍ତି , ଅପରେସନ୍ ଡ୍ରିମ୍ସ ସାହାରାରେ ଆଜି ମୋଇନ୍ ଖାଁ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇପାରିଛନ୍ତି , ସନ୍ଦିପ ଚୌଧୁରୀ ସମୟ ସମୟରେ ମୋଇନ୍ ଖାନ୍ ଙ୍କୁ ସଠିକ୍ ମାର୍ଗ ଦର୍ଶନ ଦିଅନ୍ତି , ଏହା ବି କୁହାଯାଏ କି ପୋଲିସ୍ ଏକ୍ଜାମ୍ କ୍ରାକ୍ କରିପାରିବେ , ଯାହାର କାରଣରୁ ମୋଇନ୍ ଖାଁ ଆଜି ଏକ ସଫଳ ପୋଲିସ୍ ଅଫିସର୍ ହୋଇପାରିଛନ୍ତି ,

Leave a Reply

Your email address will not be published. Required fields are marked *