October 22, 2024

Odia Express

Leading Odia News Portal of Odisha

ଭାରତ ନ୍ୟୁଜିଲାଣ୍ତ ମ୍ୟାଚ୍ – କଣ ଅଟେ ସେମିଫାଇନାଲ୍ ରିଜର୍ଭ ଡେ ର ଗଣିତ ଓ ଏବେ କିପରି ହେବ ମ୍ୟାଚ୍ – ଆଜି କିପରି ଆରମ୍ଭ ହେବ ଖେଳ..

ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ବିଶ୍ୱକପ୍ ୨୦୧୯ ର ସେମିଫାଇନାଲ୍ ମୁକାବଲାର ପ୍ରଥମ ଦିନ ବର୍ଷାର କାରଣରୁ ଧୁଳିସାତ ହୋଇଗଲା। ଏହାକୁ ନେଇ ଏବେ ଏହି ମ୍ୟାଚ ରିଜର୍ଭ ଡେ ରେ ଆରମ୍ଭ ହେବ , ଯେଉଁଠି ବର୍ଷାର କାରଣରୁ ଅଟକାଇଥିଲେ , ଯେବେ ଏହି ମ୍ୟାଚ୍ ରୋକାଯାଇଥିଲା ତ ନ୍ୟୁଜିଲାଣ୍ତ ୪୬,୧ ଓଭରରେ ୫ ୱିକେଟ୍ କ୍ଷତିରେ ୨୧୧ ରନ୍ କରିନେଇଥିଲା,  ଏହାର ମତଲବ ଏହା କି ୧୦ ଜୁଲାଇଦିନ ନ୍ୟୁଜିଲାଣ୍ତ ଦଳ ନିଜର ବାକି ୩,୫ ଓଭର ଖେଳିବାପାଇଁ ମଇଦାନରେ ଆଉଥରେ ବାହାରିବେ , ଓ ତାହା ପରେ ଭାରତ ପୁରା ୫୦ ଓଭର ନ୍ୟୁଜିଲାଣ୍ତ ଦେଇଥିବା ଲକ୍ଷ୍ୟକୁ ପିଛା କରିବ ।

 

କାଲିଆ ମାନେ ୧୦ ଜୁଲାଇକୁ ମ୍ୟାଞ୍ଜେଷ୍ଟର ଓଲଡ୍ ଟ୍ରଫର୍ଡ ସଫା ମୌସୁମ କୁହାଯାଇଛି, କିନ୍ତୁ ଇଂଲଣ୍ତର ପାଗର ଅନିଶ୍ଚିନତାକୁ ଦେଖିକରି ଯଦି ଭାରତୀୟ ପାରି ପୁରା ୫୦ ଓଭର ଯାଏଁ ଚାଲିବ ନାହିଁ , ତେବେ ଡକଓର୍ଥ ଲୁଇସ୍ ନିୟମ ଲାଗୁ ହେବ , ଏହି ମ୍ୟାଚର ଫଳାଫଳ ପାଇଁ ଭାରତକୁ କମ୍ ସେ କମ୍ ୨୦ ଓଭର୍ ଖେଳିବାକୁ ହେବ , ଯଦି ବର୍ଷା ଏତେ ଓଭର ଖେଳିହେବ ନାହିଁ । ତେବେ ଏହି ମ୍ୟାଚ୍ ରଦ୍ଧ କରିଦିଆଯିବ ।

 

କିନ୍ତୁ ଭାରତ ପାଇଁ ଚିନ୍ତାର ବିଷୟ କିଛି ନାହିଁ, କାରଣ ଏମିତି ସ୍ଥିତିରେ ଭାରତ ବିନା ମ୍ୟାଚ୍ ଜିତି ଫାଇନାଲ୍ ରେ ପ୍ରବେଶ କରିଯିବ , କାରଣ ଭାରତ ପାଖରେ ଗ୍ରୁପ୍ ଷ୍ଟେଜ୍ ରେ ନ୍ୟୁଜିଲାଣ୍ତ୍ ଠାରୁ ଭଲ ପୋଜିସନ୍ ଅଛି, ତେବେ ନ୍ୟୁଜିଲାଣ୍ତ ଟିମ୍ ଚତୁର୍ଥ ସ୍ଥାନରେ ଅଛି, ଯଦି ବର୍ଷା କାରଣରୁ ଆଜି ବି ରଦ୍ଧ ହେବ , ତେବେ ଗ୍ରୁପ୍ ଷ୍ଟେଜ୍ ଲଚର ପ୍ରଦର୍ଶନ ନ୍ୟୁଜିଲାଣ୍ତକୁ ଏଠାରେ ଭାରି ହୋଇପାରେ ।

ଏହି ମୁକାବଲାରେ ଟସ୍ ଜିତିକରି ନ୍ୟୁଜିଲାଣ୍ତ ପ୍ରଥମ ବ୍ୟାଟିଙ୍ଗ୍ କରିବାର ଫଇସଲା ନେଇଥିଲା , ଭାରତ ନିଜ କଡା ବୋଲିଙ୍ଗ୍ ନ୍ୟୁଜିଲାଣ୍ତ ବ୍ୟାଟିଙ୍ଗ୍ କୁ ଅନ୍ତ ପର୍ଯ୍ୟନ୍ତ ବାନ୍ଧିକରି ରଖିଥିଲେ, ଜଶପ୍ରୀତ ବୁମରାହ ମାର୍ଟିନ୍ ଗୁପଟିଲ୍ ୧ ରନ୍ ସ୍କୋରରେ ତାଙ୍କୁ ପାଭଲିୟନ୍ ପଠାଇଦେଇଥିଲେ,  ତାପରେ ନ୍ୟୁଜିଲାଣ୍ତ ଟିମ୍ ବହୁତ ଧୀମା ବ୍ୟାଟିଙ୍ଗ୍ କରିଥିଲେ , ମାର୍ଟିନ୍ ଗୁଫଟିଲ୍ ଯେଉଁଠି ୧ ରନ୍ କରିବାପାଇଁ ୧୪ ରନ୍ ଖେଳିଥିଲେ , ସେଠାରେ ନିକୋଲସ ବି ୫୧ ରନ୍ ୨୮ ରନ୍ ଧିମା ପାରି ଖେଳିଥିଲେ,  ଅଧିନାୟକ କେନ୍ ୱିଲିମସନ୍  ୯୫ ବଲରୁ ୬୭ ରନ୍ କରିଥିଲେ । ଏବେ ରସ୍ ଟେଲର୍ ଓ ଟମ୍ ଲଥମ କ୍ରମଶଃ ୬୭ ଓ ୩ ରନ୍ ହୋଇକରି ଖେଳୀଥିଲେ ।

Leave a Reply

Your email address will not be published. Required fields are marked *