February 6, 2025

Odia Express

Leading Odia News Portal of Odisha

୧୯ ବର୍ଷ ପରେ ନିଜ ହିରୋଇନ୍ ଙ୍କ ସହ ଦେଖା ହେଲା ବଲିଉଡ୍ ର ଷ୍ଟାର୍ ହ୍ରିତିକ୍ ରୋସନ୍ ଙ୍କର, ଦେଖିବା ମାତ୍ରେ ଏପରି କାମ କରିଥିଲେ ..

ଭାରତରେ ବଲିଉଡ୍ ଫିଲ୍ମକୁ ବହୁତ ପସନ୍ଦ କରାଯାଏ , ଏହି ଫିଲ୍ମଗୁଡିକରୁ ଜଣେ ଅଭିନେତା ଓ ଅଭିନେତ୍ରୀ ହୋଇଥାନ୍ତି , ଯେଉଁମାନେ ସେହି ଫିଲ୍ମର ଭୁମିକା ନିଭାଇଥାନ୍ତି , ଏମିତିରେ ଏହି ଦୁହିଁଙ୍କର କେମେଷ୍ଟ୍ରି ଓ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଯାଏ , ସେମିତି ଦେଖିବାକୁ ଗଲେ ବଲିଉଡ୍ ରେ ବହୁତ ଏମିତି ଫିଲ୍ମ ଅଛି , ଯାହା ହୃଦୟକୁ ଛୁଇଁ ଯାଇଛି, ଏହି ଫିଲ୍ମର କାହାଣୀ ଲୋକଙ୍କ ମନକୁ ଏମିତି ପ୍ରଭାବିତ କରିଛି କି ସେମାନେ ସେହି କାହାଣୀକୁ ନିଜ ଜୀବନରେ ସାମିଲ୍ କଲାଭଳି ମନେ କରନ୍ତି ।

 

ବଲିଉଡ୍ ଫିଲ୍ମ ମଧ୍ୟରୁ ୨୦୦୦ ମସିହାରେ ଆସିଥିବା ଫିଲ୍ମ କହୋ ନା ପ୍ୟାର୍ ହୈ ଥିଲା , ଯାହା ଏକ ଲଭ ଷ୍ଟୋରି ଫିଲ୍ମ ଥିଲା , ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା , ସେମିତି ଏହି ଫିଲ୍ମର ଲିଡ୍ ରୋଲ ରେ କ୍ୟାରିୟର ହ୍ରିତିକ୍ ରୋଶନ୍ ଆରମ୍ଭ କରିଥିଲେ , ଓ ବଲିଉଡ୍ ରେ ସବୁଠାରୁ ଲୋକପ୍ରିୟ ଓ ଖ୍ୟାତାନାମା କଳାକାର ହୋଇସାରିଥିଲେ , ସେମାନେ ନିଜ ହିଟ୍ ଫିଲ୍ମ ଦେଇକରି ସଫଳତା ହାସିଲ୍ କଲେ , ସେମିତି ଅମୀଶା ଆକ୍ଟିଙ୍ଗ୍ ଦୁନିଆଁରୁ ଦୁରେଇ ଗଲେ , ଏହି ଦୁହିଁ ଯୋଡିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି , ଏମିତିରେ ୧୯ ବର୍ଷ ପରେ ଦୁହେଁ ବଲିଉଡ୍ ର ସୁପରହିଟ୍ ଯୋଡି ଏକ ଇଭେଣ୍ଟରେ ସାକ୍ଷାତ ହୋଇଥିଲା ।

 

ହଁ ଆଜ୍ଞା, ପୁରା ୧୯ ବର୍ଷ ପରେ ବିକ୍ରମ ଫର୍ଣ୍ଣାଡିସ୍ ଙ୍କ ଫିଲ୍ମ ସ୍ମାଇଲ୍ ପ୍ଲିଜ୍ ସ୍କ୍ରିନିଙ୍ଗ୍ ପାଇଁ ଦୁହେଁ ଦେଖାହେଲେ , ସେଠାରେ ବହୁତ ଅନ୍ୟ ସୁପରଷ୍ଟାର୍ ଥିଲେ , ଏମିତିରେ ଅଚାନକ ଅମୀଶା ପଟେଲଙ୍କୁ ଦେଖି ହ୍ରିତିକ୍ ବହୁତ୍ ଖୁସି ହୋଇଯାଇଥିଲେ , ଓ ପାଖକୁ ଯାଇ କୁଣ୍ତାଈଥିଲେ , ଏମିତିରେ ତାଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଳ୍ ହୋଇଥିଲା ।

 

ଏହି ଫଟୋରେ ଅମିଶା ପଟେଲ୍ ଏକ ବ୍ଲାକ୍ କଲର୍ ଟପ୍ ଓ ବ୍ଲ୍ୟ୍ ସର୍ଟସରେ ଦେଖାଯାଉଥିବେ , ଯେଉଁଠି ସେ ବହୁତ ସୁନ୍ଦର ଲାଗୁଛନ୍ତି , ଏହା ସହ ହ୍ରିତିକ୍ ରୋଶନ ଏକ ବ୍ଲୁ ଟି ସର୍ଟରେ ବହୁତ ହ୍ୟାଣ୍ତସମ୍ ଦେଖାଯାଊଛନ୍ତି , କହିଦେବୁ କି ସୋସିଆଲ୍ ମିଡୀଆରେ ନିଜେ ଅମୀଶା ପଟେଲ ନିଜ ଇନଷ୍ଟ୍ରାଗ୍ରାମ ଏକାଉଣ୍ଟରୁ ଲଗ୍ ଇନ୍ କରି ଏହି ଫଟୋକୁ ସେୟାର୍ କରିଥିଲେ , ଏହି ଦୁହେଁ ଫ୍ୟାନ୍ସ ଏହି ଦିନ ଯୋଡିଙ୍କ ଅଧିକା ପସନ୍ଦ କରୁଛନ୍ତି , ୧୯ ବର୍ଷ ପରେ ପୁଣି ଏହି ହିଟ୍ ଯୋଡି ମିଡିଆରେ ହଇଚଇ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *