October 22, 2024

Odia Express

Leading Odia News Portal of Odisha

ବିଶ୍ୱକପ୍ ରୁ ବାହାରିବା ପରେ ପାକିସ୍ଥାନୀ ଦଳ ପହଞ୍ଚିଲେ ନିଜ ଘରେ – ଏୟାରପୋର୍ଟରେ ସେମାନଙ୍କ ସହ ଏପରି ବ୍ୟବହାର କଲେ ପାକିସ୍ତାନ ଲୋକ..

ଆଇସିସି ୱାର୍ଲଡ୍ କପ୍ ସିଜିନ୍ ଚାଲୁଛି, ଏବେ ବହୁତ ସାରା ଦେଶ ବାହାରି ସାରିଛନ୍ତି , ଏବେ ସେମିଫାଇନାଲ୍ ଟିମ୍ ବି ସିଲେକ୍ଟ ହୋଇସାରିଛି, ଭାରତ ଓ ନ୍ୟୁଜିଲାଣ୍ତ ସେମି ଫାଇନାଲ୍ ଖେଳିବ ଏହାପରେ ଡିସାଇଡ୍ ହେବ ଫାଇନାଲ୍ କିଏ ଖେଳିବ , କିନ୍ତୁ ଏବେ ପାକିସ୍ଥାନର ୱାର୍ଲଡ କପ୍ ସ୍ୱପ୍ନ ଅଧୁରା ରହିଗଲା , ପାକିସ୍ଥାନୀ କ୍ରିକେଟ୍ ଟିମ୍ ସହ କୋଟିଏ ପାକିସ୍ଥାନୀ ଜନତାଙ୍କ ହୃଦୟ ଏବେ ଭାଙ୍ଗିଯାଇଛି, ଏବେ ଟିମ୍ ପୁଣି ଫେରିଯାଇଛି , ଓ ଏବେ ପାକିସ୍ଥାନ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛି, ଓ ଯେବେ ଘରେ ପହଞ୍ଚିଲେ , ତେବେ କଣ ହେଲା ଏହା ନିଶ୍ଚିତ ଜାଣିନିଅନ୍ତୁ ।ଟିମ୍ ଇଣ୍ତିଆ ଠାରୁ ଦୁର୍ଭାଗ୍ୟଜନକ ହାର୍ ପରେ ପାକିସ୍ଥାନୀ କ୍ରିକେଟ୍ ଟିମ୍ ଆଶା ଥିଲା କି ସେମାନେ ସେମିଫାଇନାଲ୍ ଖେଳିବେ , କିନ୍ତୁ ତାଙ୍କର ସ୍ୱପ୍ନ ପୁରା ହୋଇପାରିଲା ନାହିଁ , ପାକିସ୍ଥାନ କ୍ରିକେଟ୍ ଟିମ୍ ର ଫ୍ୟାନ୍ସ ସୋସିଆଲ୍ ମିଡିଆରେ ବହୁତ ଆଲୋଚନା କରୁଛନ୍ତି । ଏବେ ସେମାନେ ନିଜ ଦେଶକୁ ଫେରିବେ ତ କିଛି କ୍ଷତି ନ ହେଉ ।

 

ରବିବାରକୁ ସରଫରାଜ୍ ଅହମ୍ମଦ ନିଜ ଟିମ୍ ସହ କରାଚୀ ଏୟାରପୋର୍ଟରେ ପହଞ୍ଚିଥିଲେ , ତାଙ୍କର ସ୍ୱାଗତ ହୋଇଥିଲା , ଖେଳାଳୀଙ୍କ ସହ କିଛି ଦୁବ୍ୟବହାର ନ ହେଉ ଏଥିପାଇଁ କରାଚୀ ପୋଲିସ୍ ଫୋର୍ସ ମୁତୟନ କରିଥିଲା , ଓ ପୁରା ଇଲାକାରେ ସୁରକ୍ଷାକୁ ନେଇକରି ସାବଧନତା ଅବଲମ୍ବନ କରାଯାଇଥିଲା । କିନ୍ତୁ ଖେଳାଳୀଙ୍କ ସହ ଏପରି କିଛି ହୋଇନଥିଲା,  ତାଙ୍କୁ ପୁରା ସୁରକ୍ଷା ସହ ଘରକୁ ପଠାଯାଇଥିଲା , ଏହି ବିଶ୍ୱକପ୍ ରେ ପାକିସ୍ଥାନ ପାଞ୍ଚଟି ମ୍ୟାଚ ଜିତିଥିଲେ କିନ୍ତୁ ନେଟ୍ ରନ୍ ରେଟ୍ ଆଧାରରେ ସେମିଫାଇନାଲ୍ ରୁ ବାହାରିଗଲେ । ପାକିସ୍ଥାନ ପହଞ୍ଚିବା ପରେ ପାକିସ୍ଥାନ କ୍ରିକେଟ୍ ଟିମ୍ ର ଅଧିନାୟକ ସରଫରାଜ୍ ଅହମ୍ମଦ ପ୍ରେସ୍ କନଫରରେନ୍ସ ରେ କହିଲେ କି ଆରମ୍ଭରୁ ହାରିବାପରେ ଜିତିବାର ଚେଷ୍ଟା କରିଥିଲୁ , କିନ୍ତୁ ପିଚ୍ ତାଙ୍କ ଟିମ୍ ଙ୍କୁ କିଛି ଖାସ୍ ସାହାଯ୍ୟ ମିଳିପାରିନଥିଲା ।

 

ସରଫରାଜ୍ କହିଲେ କି ଆମେ ବିଶ୍ୱକପ୍ ବାହାର ହେବାର ଦୁଃଖ ଅଛି ଯେତେ ପୁରା ଦେଶର କେଉଁ ଟୁର୍ଣ୍ଣାମେଣ୍ଟ ହାରିବାପାଈଁ ହୋଇନଥାଏ ,  ଆରମ୍ଭର ପାଞ୍ଚଟି ମ୍ୟାଚ୍ ଭଲ ଖେଳିନଥିଲୁ, ପ୍ରଥମ ମ୍ୟାଚ୍ ଜିତ୍ ପକ୍କା ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ବର୍ଷା ହେବା କାରଣରୁ ଆମେ ଖେଳିପାରିନଥିଲୁ । ଭାରତ ଅଷ୍ଟ୍ରେଲିଆରୁ ବି ହାରିଗଲେ । ଖରାପ ପ୍ରଦର୍ଶନ ପରେ ଆମେ ପରସ୍ପର କିଛି କଥା ହେଲୁ ,  ତାପର ମ୍ୟାଚ ରେ ଆମେ ଭଲ ଖେଳିଳୁ ,ଏକ ଅଧିନାୟକ ହିସାବରେ ଟିମ୍ ପ୍ରଦର୍ଶନରେ ଖୁସ୍ ଥିଲି , ଆମେ ଜିତିପାରିଲୁ ନାହିଁ । ଯାହା ଆମର ଭାଗ୍ୟରେ ନଥିଲା ।

 

ସେ ସାକ୍ଷାତକାରରେ କହିଲେ କି ଟିମ୍ ରେ ଯୁବା ଖେଳାଳୀ ଅଛନ୍ତି , ଟିମ୍ କୁ ଆଗାମୀ ଲେବଲ୍ ରେ ନେଇପାରିବୁ , ଯଦି କହିବୁ ସୋଏବ୍ ମଲ୍ଲିକ୍ ଙ୍କ ବିଷୟରେ ତେବେ ତାଙ୍କୁ ଫେୟାର୍ ୱେଲ୍ ମିଳିବା ଉଚିତ୍ , ଆମେ ଟିମ୍ ତରଫରୁ ଫେୟାର୍ ୱେଲ୍ ଦେଇଥିଲୁ , ଆମର ଦୁଆ ତାଙ୍କ ସହ ଅଛି, ଆଗାମୀ ଟୁର୍ଣ୍ଣାମେଣ୍ଟରେ ଗୋଟେ ମଜବୁତ୍ ଟିମ୍ ବନାଇବୁ , ଆଜି ଆମେ ହାରିଛୁ, ଜରୁରୀ ନୁହେଁ କି ଆମେ ସବୁବେଳେ ହାରିବୁ, ଅଧିନାୟକ ସରଫରାଜ୍ କହିଲେ କି ଏହା ବୋର୍ଡର ଫଇସଲା ହେବ , ଅଧିନାୟକତ୍ୱ ରହିବ କି ନାହଁ ।

Leave a Reply

Your email address will not be published. Required fields are marked *