October 17, 2024

Odia Express

Leading Odia News Portal of Odisha

ଯଦି କମ୍ ସମୟ ମଧ୍ୟରେ ଜାଣିବାକୁ ଚାହୁଁଛନ୍ତି କି ଗ୍ୟାସର ସିଲିଣ୍ତରରେ କେତେ ଗ୍ୟାସ୍ ଅଛି , ତେବେ ଏମିତି କରନ୍ତୁ ଓଦା କପଡାର ବ୍ୟବହାର …

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜି କାଲିର ଲୋକେ ଅଧିକା ନିଜ ଘରେ ଖାଇବା ତିଆରି କରିବା ପାଇଁ ଗ୍ୟାସ ସିଲିଣ୍ତରର ବ୍ୟବହାର କରୁଛନ୍ତି , ବୋଧେ କେହି ମଣିଷ ଥିବ , ଯିଏକି ଗ୍ୟାସ୍ ସିଲିଣ୍ତର ଛାଡି ମାଟିର ଚୁଲ୍ଲା ବ୍ୟବହାର କରୁଥିବ , ଏମିତି ସମସ୍ତେ ଜାଣିଥିବେ କି ଆଗରୁ ଖାଇବା ତିଆରି କରିବା ପାଇଁ ମାଟିର ଚୁଲ୍ଲା ବ୍ୟବହାର କରୁଥିଲେ , କିନ୍ତୁ ତାହା ଏବେ ବଦଳିଯାଇଛି , ଏବେ ମଣିଷ ଏତେ ବଦଳିଯାଇଛି କି ଏବେ ସେ ଖାଇବା ତିଆରି କରିବା ପାଇଁ ସହଜ ମାଧ୍ୟମ ବ୍ୟବହାର କରୁଛି । ଏମିତିରେ ଲୋକଙ୍କ ମନରେ ଡର ଥାଏ କି ଯଦି ସିଲିଣ୍ତରରେ ଟିକେ ହେଲେ ବି ଗ୍ୟାସ୍ ରହିଯାଏ ତେବେ ସେହି ସିଲିଣ୍ତରକୁ ଖାଲି ଭାବିକରି ବାହାରେ ରଖିଦିଅନ୍ତି , ଏହି କାରଣରୁ ସିଲିଣ୍ତର ଖାଲ୍ ହେବା ପରେ ତାକୁ ଭଲ ଭାବରେ ଚେକ୍ କରିଥାନ୍ତି ,

 

ଯଦି ସିଲିଣ୍ତରରେ ମାମୁଲି ଗ୍ୟାସ୍ ରହିଯାଏ ତେବେ ତାହାର ବ୍ୟବହାର କରାଯାଈପାରିବ , ଏବେ ସିଲିଣ୍ତର ଗୁଡିକ ମହଙ୍ଗା ହୋଇସାଇଛି , ଏଥିରେ ସମସ୍ତେ ଚେକ୍ କରନ୍ତି କି ସିଲିଣ୍ତରରେ କେତେ ଗ୍ୟାସ୍ ଅଛି , ଏହି ଜିନିଷକୁ ନେଇ ବହୁତ ଲୋକ ଦ୍ୱନ୍ଦରେ ରୁହନ୍ତି | ଏମିତିରେ ଗ୍ୟାସ୍ ସିଲିଣ୍ତରକୁ ହଲାଇ କେତେ ଗ୍ୟାସ୍ ଅଛି ତାହାର ଆକଳନ କରାଯାଈପାରିବ , କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ସହଜ ତରିକା କହିବୁ ଯାହା ଦ୍ୱାରା କି ଆପଣଙ୍କୁ ଜଣା ପଡିଯିବ କି କେତେ ଗ୍ୟାସ ଅଛି , ହଁ ଆଜ୍ଞା ଆପଣ ମିନିଟ୍ ରେ କହିପାରିବେ କି କେତେ ଗ୍ୟାସ୍ ଅଛି , ଯଦି ଆପଣ ଭାବୁ ଛନ୍ତି , କିପରି ସମ୍ଭବ , ତେବେ କହିଦେବୁ କି ଏକ ଓଦା କପଡା ଦ୍ୱାରା ଆପଣ ଜାଣିପାରିବେ କି ସିଲିଣ୍ତରରେ କେତେ ଗ୍ୟାସ୍ ଅଛି , ଏଥିପାଇଁ ସର୍ବ ପ୍ରଥମେ ଏକ ଓଦା କପଡା ସିଲିଣ୍ତରର ପଛପଟେ ରଖନ୍ତୁ , ଓ ଦେଖନ୍ତୁ ପୁରା ସିଲିଣ୍ତରକୁ ଆପଣଙ୍କୁ ପୋଛିବାର ଅଛି , ଯାହା ଦ୍ୱାରା ପୁରା ସିଲିଣ୍ତର ଓଦା ହୋଇଯିବ

 

ଏହା ପରେ ସିଲିଣ୍ତରକୁ ସୁଖିବା ପାଈଁ ଅପେକ୍ଷା କରନ୍ତୁ , ଆପଣଙ୍କୁ ତିନି ମିନିଟ୍ ମଧ୍ୟରେ ନଜର ଆସିଯିବ କି ସିଲିଣ୍ତରର କିଛି ଭାଗ ଓଦା ଓ କିଛି ଭାଗ ସୁଖିଲା ଅଛି , ଏମିତିରେ ଆପଣ ଜାଣିପାରିବେ କି ସିଲିଣ୍ତରରେ କେତେ ଗ୍ୟାସ୍ ଲେବଲ୍ ଅଛି , କହି ଦେବୁ କି କିଛି ସମୟ ମଧ୍ୟରେ ସେହି ଓଦା ଅଂଶ ଶୁଖିଯିବ , ଏହା ଦ୍ୱାରା ଆପଣ ଆରାମରେ ଗ୍ୟାସ୍ ସିଲିଣ୍ତରରେ ଥିବା ଗ୍ୟାସକୁ ପରୀକ୍ଷା କରିପାରିବେ , ଏହି କଥାକୁ ନେଇ ବିଶେଷଜ୍ଞ ମାନେ କହନ୍ତି କି ଯେଉଁଠି ଲିକ୍ୟୁଡ୍ ରହିଥାଏ , ସେଠାରେ ତାପମାତ୍ରା ଖାଲି ଭାଗରେ କମ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *