September 19, 2024

Odia Express

Leading Odia News Portal of Odisha

ନିଦ ବଟିକାରୁ ବେଶୀ ପ୍ରଭାବଶାଳୀ ହୋଇଥାଏ ଏହି ପ୍ରକିୟା , ମାତ୍ର ୫ ମିନିଟ୍ ରେ ହୋଇଯାଏ ଗଭୀର ନିଦ୍ରା – ଦେଖନ୍ତୁ ଏହାର ଉପାୟ..

ଆଜି କାଲି କର୍ମବ୍ୟସ୍ତ ଜୀବନ ଭିତରେ ଲୋକେ ସଠିକ୍ ଭାବେ ଚଳିପାରନ୍ତି ନାହିଁ , କିମ୍ବା ଅଧିକା ଷ୍ଟ୍ରେସ୍ ନେବା କାରଣରୁ ସେମାନେ ଭଲ ଭାବେ ଶୋଇପାରନ୍ତି ନାହିଁ , ଓ ସେମାନେ ଶୋଇବା ବେଳକୁ ନିଦର ବଟିକା ସେବନ କରିଥାନ୍ତି , ଅନିଦ୍ରା ଏକ ନିଦ ସମସ୍ୟା ଅଟେ , ଯାହା ଦୁନିଆଁରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥାନ୍ତି , ସେମିତି କହିଦେବୁ କି ଅନିଦ୍ରା କାରଣରୁ ପୀଡିତ ବ୍ୟକ୍ତିର ନିଦ ଆସିବା ମୁସକିଲ୍ ହୋଇଯାଏ , ଅନିଦ୍ରା ସାଧାରଣତଃ ଦିନରେ ସମୟରେ ନିଦ ଓ ସୁସ୍ତି ଓ ମାନସିକ ଓ ଶାରରୀକ ରୁପରେ ରୋଗାଗ୍ରସ୍ତ ହେବାର ସାମାନ୍ୟ ଅନୁଭୁତି ଅଟେ , ମନୋସ୍ଥିତି ହେବାର୍ ପରିବର୍ତ୍ତନ ଓ ଚିଡଚିଡା ପଣ କିମ୍ବା ଚିନ୍ତାର ସାମାନ୍ୟ ଲକ୍ଷଣ ସହ ଯୋଡି ହୋଇଥିବା କାରଣରୁ ହୋଇଥାଏ,

 

ଅନିଦ୍ରା ରୋଗ ଯେଉଁ କୌଣସି ବୟସର ବ୍ୟକ୍ତିର ଶରୀରକୁ ବେଶୀ ପ୍ରଭାବ ପକାଇଥାଏ,  ଏହା ବୟସ୍କ ପୁରୁଷଙ୍କ ତୁଳନାରେ ବୟସ୍କ ମହିଳାଙ୍କୁ ଅଧିକା ହୁଏ , ନିଦର ବିକାର ସ୍କୁଲ୍ ଓ କାମ ପ୍ରଦର୍ଶନ ପାଇଁ ଦୂର୍ବଳ କରିଦେଇଥାଏ,  ତାହା ସହ ମୋଟାପା, ଚିନ୍ତା , ଅବସାଦ, ଚିଡଚିଡାପଣ, ଏକାଗ୍ରତା ସମସ୍ୟା , ସ୍ମୃତି ଶକ୍ତି ସହ ସମସ୍ୟା, ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟକ୍ଷମତା ଦୁର୍ବଳତା , ଓ ପ୍ରତିକ୍ରିୟା ସମୟ କମ୍ କରିବା କାରଣରୁ ହୋଇଥାଏ । ସେମିତି ଏହି କଥା ସତ କି ଲୋକେ ଏହି ସମସ୍ୟାରୁ ମୁକ୍ତି ପାଇବାପାଇଁ ନିଦର ବଟିକା ବ୍ୟବହାର କରନ୍ତି ।

 

ନିଦର ବଟିକା ସେବନ କଲେ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ବହୁତ ଶୋଧରୁ ଏହି କଥା ପ୍ରମାଣିତ ହୋଇଛି କି ସବୁଦିନ କମ୍ ସେ କମ୍ ୭-୦ ଘଣ୍ଟା ଶୋଇବା ଉଚିତ୍ , ଏଥିପାଈଁ ଭରପୁର ଆନନ୍ଦଦାୟକ ନିଦ ଜରୁରୀ ହୋଇଥାଏ,  ଭରପୁର୍ ନିଦ୍ରା ନେଲେ ଶରୀର ଉର୍ଜାବାନ ହୋଇଥାଏ।  ଓ ଆପଣଙ୍କ ମସ୍ତିଷ୍କ ସକ୍ରିୟ ହୋଇଥାଏ , ଆପଣଙ୍କୁ ଆଜି ଏକ ଘରୋଇ ତରିକା କହିବାକୁ ଯାଊଛୁ , ଯାହା ଦ୍ୱାରା ଆପଣଙ୍କୁ ଭଲ ନିଦ୍ଆସିବ । ଆସନ୍ତୁ ଜାଣିବା ସେ ଘରୋଇ ପ୍ରକିୟା ବିଷୟରେ ।

 

୧) ଡାକ୍ତରଙ୍କ ମୁତାବିକ ଶୋଇବା ପୂର୍ବରୁ ଏକ କଦଳି ଖାଇ ଶୋଇବା ଉଚିତ୍ , ଯାହା ଦ୍ୱାରା ନିଦ ଭଲରେ ଆସିଥାଏ, ଅନିଦ୍ରା ପରି ରୋଗଦୂର ହୋଇଯାଏ ।

୨) ଦୁଇ ଚାମଚ ଧନିଆଁ କୁ ଗୋଟେ ଗିଲାସ ପାଣିରେ ସିଝାଇଦିଅନ୍ତୁ , ଓ ପାଣି ଅଧା ହେଲା ପରେ ସେହି ନଖ ଉଷୁମ ପାଣିକୁ କ୍ଷୀରରେ ମିଶାଇଦିଅନ୍ତୁ , ଓ ସେହି ମିଶ୍ରଣକୁ ପିଇଦିଅନ୍ତୁ , ଏମିତି କରିଲେ ନିଦ ଭଲ ନିଦ ଆସିଥାଏ ।

୩) ଏହା ଛଡା ତ୍ରିଫଳା ଚୁର୍ଣ୍ଣ ବି ବ୍ୟବହାର କରିପାରିବେ , ଆପଣ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣ ହାଲକା ଗର୍ମ ପାଣିରେ ପିଇକରି ଶୋଇପଡନ୍ତୁ ,

 

୪) ଏହା ସବୁ ଛଡା ଆପଣ ଚାରୋଟି ଗୋଲାପର ପାଖୁଡା , ଏକ ଚାମଚ ଭାଙ୍ଗ ର ମଞ୍ଜି ଓ ଏକ ମିଶ୍ରୀନେଇକରି ତିନୋଟିର ଚୁର୍ଣ୍ନ ବନାଇଦିଅନ୍ତୁ , ଓ ଏହାକୁ ଗୋଟେ ଗିଲାସ ଗରମ ପାଣିରେ ମିଶାଇକରି ପିଇ ଶୋଇପଡନ୍ତୁ , ଏହାର ସେବନରେ ଆପଣଙ୍କ ଅନିଦ୍ରା ଭଲ ହୋଇଯିବ । ଓ ଭଲ ନିଦ ଆସିବ ।

Leave a Reply

Your email address will not be published. Required fields are marked *