ବିଶ୍ୱକପ୍ ମଧ୍ୟରେ ଆସିଲା ଏକ ବଡ ଦୁଃଖଦ ଖବର – ଏହି ମ୍ୟାଚ ପରେ ଧୋନୀ କ୍ରିକେଟ ରୁ ସନ୍ୟାସ ନେଇପାରନ୍ତି …
ଯେପରି ବିଶ୍ୱକପ୍ ୨୦୧୯ ର ସମାପ୍ତ ଦିନ ପାଖେଇ ଆସୁଛି ସେପରି ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେବା ଖବର ବହୁତ ଭାଇରାଲ୍ ହେଉଛି , ମିଡିଆ ରିପୋର୍ଟ ଏହି ପରି ସଙ୍କେତ ଦେଇଛନ୍ତି କି ଧୋନୀ ବିଶ୍ୱକପ୍ ୨୦୧୯ ରେ ଭାରତର୍ ଅନ୍ତିମ ମ୍ୟାଚ୍ ସହ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ନିଜ ସନ୍ୟାସ ଘୋଷଣା କରିପାରିବେ , ଏବେ ଧୋନୀ କିମ୍ବା ଭାରତୀୟ ଟିମ୍ ପ୍ରବନ୍ଧନ ତରଫରୁ କିଛି ଆଧିକାରିକ ସୁଚନା ମିଳିପାରିନାହିଁ , ନା ହିଁ ଏହା ପୃଷ୍ଟି ହୋଇଛି ।ଏହାପରେ ଏପରି ଲାଗୁଛି କି ଧୋନୀ ବିଶ୍ୱକପ୍ ପରେ ନିଜ କ୍ୟାରିୟରକୁ ନେଇକରି ଏକ ବଡ ଫଇସଲା ନେଇପାରନ୍ତି , ବିଶ୍ୱକପ୍ ୨୦୧୯ ସମୟରେ ଯୁବରାଜ ସିଂ ଓ ଅମ୍ବତି ରାଇଡୁ ପରି ଖେଳାଳୀ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ପୂର୍ବରୁ ଛାଡିଦେବାର ଘୋଷଣା କରିଥିଲେ ,
ଏହା ଛଡା ଧୋନୀ ଟ୍ରାକ୍ ରେକର୍ଡ ଅପ୍ରୟାଶିତ ଫଇସଲା ନେବାର ଅଛି , ସେ ୨୦୧୪ ରେ ଅଚାନକ ଟେଷ୍ଟ କ୍ରିକେଟ୍ ରୁ ତୁରନ୍ତ ସନ୍ୟାସ ନେଇଯାଇଥିଲେ , ସେ ଜାନୁୟାରୀ ୨୦୧୭ ରେ ସିମିତ ଓଭର ଖେଳରେ ଅଧିନାୟକତ୍ୱ ଛାଡିଦେଇଥିଲେ , ସମାଚାର ଏଜେନ୍ସି ପିଟିଆଇ ନିଜ ରିପୋର୍ଟରେ ସ୍ପଷ୍ଟ କହିଥିଲେ କି ଏହି ବିଶ୍ୱକପ୍ ରେ ଭାରତର ଅନ୍ତିମ ମ୍ୟାଚ ଧୋନୀଙ୍କ ଅନ୍ତିମ ମ୍ୟାଚ୍ ହେବ , ଆଉଥରେ କହିଦେବୁ କି ଏହି ଖବରର ପୃଷ୍ଟି ଏପର୍ଯ୍ୟନ୍ତ ହୋଇନାହିଁ ।
ପିଟିଆଇ ରିପୋର୍ଟରେ ବୁଧବାରକୁ କହିଲେ କି ଯଦି ଭାରତ ଫାଇନାଲ୍ ରେ କ୍ୱାଲିଫାଇ କରୁଛି ତେବେ ୧୪ ଜୁଲାଇ କୁ ଲର୍ଡସ୍ ମଇଦାନରେ ଧୋନୀଙ୍କୁ ବିଦାୟ ପାଇଁ ଆଦର୍ଶ ସ୍ଥିତି ପ୍ରଦାନ କରିବ , ବିସିସିଆଇ ଏକ ବରିଷ୍ଠ ଅଧିକାରୀ ଗୋପନିୟତା ସର୍ତ୍ତରେ ପିଟିଆଇ କୁ କହିଲେ କି ଆପଣ ଧୋନୀଙ୍କ ବିଷୟରେ କିଛି ବି ଆକଳନ କରିପାରିବେ ନାହିଁ , କିନ୍ତୁ ବିଶ୍ୱକପ୍ ପରେ ଧୋନୀ ଭାରତୀୟ ଟିମ୍ ପାଇଁ ଖେଳୀବା ବହୁତ ମୁସକିଲ୍ ନଜର ଆସୁଛି, ସେ କ୍ରିକେଟ୍ ରୁ ତିନୋଟି ଫର୍ମାଟରେ ନିଜ ଅଧିନାୟକତ୍ୱ ଛାଡିବାର ତୁରନ୍ତ ଫଇସଲା ନେଲେ , ଏଥିପାଇଁ ସମୟ ଧୋନୀଙ୍କ କେଉଁ ଫଇସଲା ଉପରେ ଭବିଷ୍ୟବାଣୀ କରିବା ବହୁତ ମୁସକିଲ୍ ଅଟେ । କୁହାଯାଊଛି କି ବିସିସିଆଇ ଓ ଟିମ୍ ପ୍ରବନ୍ଧନ ଏବେ କେଉଁ ସମ୍ବେଦନଶୀଳ ମୁଦ୍ଧାରେ କଥା ହେବାକୁ ଚାହୁଁନି , ଟିମ୍ ପୁରା ଧ୍ୟାନ ଏହି ସମୟରେ ସେମି ଫାଇନାଲ୍ ଉପରେ ଲାଗିଛି ।
ଏହି ସମୟରେ ଏକ ଅଧିକାରୀ ଏହା ବି କହିଲେ କି ଆଇସିସି ଚ୍ୟାମ୍ପିୟନ୍ ଟ୍ରଫି ୨୦୧୭ ପରେ ଟିମ୍ ମ୍ୟାନେଜ୍ ମେଣ୍ଟ ଧୋନୀଙ୍କ ଉପରେ ଫଇସଲା ନେବାର ଥିଲା , ସେହି ସମୟରେ ସମସ୍ତେ ଏହି ଫଇସଲା କଲେ କି ଧୋନୀ ବିଶ୍ୱକପ୍ ୨୦୧୯ ପର୍ଯ୍ୟନ୍ତ ଟିମ୍ ରେ ରହିବେ , ଅଧିକାରୀ କହିଲେ କି ଧୋନୀ ସେହି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିନଥିଲେ , କିନ୍ତୁ ଭାରତ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ, ଏଥିପାଇଁ ଏହି ସବୁ ଜିନିଷ ଚୁପ୍ ହୋଇଯାଈଥିଲା,
ଏହି ସମୟରେ ପିଟିଆଇ ଏକ ଭାରତୀୟ ଖେଳାଳୀଙ୍କୁ ଏହା ବି କହିଥିଲେ କି କେହି ବି ଧୋନୀଙ୍କୁ ସନ୍ୟାସ ନେବାପାଇଁ ବାଧ୍ୟ କରିପାରିବେ ନାହିଁ , ଧୋନୀଙ୍କୁ ବି ଜଣା ଅଛି କି ବିଶ୍ୱକପ୍ ପରେ ଏହି ସବୁ ଜିନିଷ ଆଗଭଳି ରହିବ ନାହିଁ , ଆପଣଙ୍କୁ କହିଦେବୁ କି ଧୋନୀ ଏବେ ପର୍ଯ୍ୟନ୍ତ ବିଶ୍ୱକପ୍ ୨୦୧୯ ର ୮ ଟି ମ୍ୟାଚରୁ ୭ ଟି ପାରି ଖେଳିକରି ୨୨୩ ରନ୍ କରିଛନ୍ତି , ଓ ଷ୍ଟ୍ରାଇକ୍ ରେଟ୍ ତାଙ୍କର ୯୩ ଅଟେ ।