September 20, 2024

Odia Express

Leading Odia News Portal of Odisha

ବାପାଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା, ସେତେବେଳେ ପୁଅ ପ୍ରାର୍ଥନା କଲେ ମହାକାଳଙ୍କୁ , ତାପରେ ଫେରି ଆସିଲା ବାପାଙ୍କ ଜୀବନ – ଦେଖନ୍ତୁ ତାପରେ କଣ ହେଲା..

ଇନ୍ଦୋରର ଏକ ମେଡିକାଲ୍ ରେ ଭର୍ତ୍ତୀ ଖଣ୍ତବା ଏକ ବିଜନେସ୍ ମ୍ୟାନ୍ ଙ୍କୁ ଡାକ୍ତର ମାନେ ମୃତ ବୋଲି ଘୋଷଣା କରିଦେଲେ | ଭେଣ୍ଟିଲେଟରରେ ପଲସ୍ ନଜର ଆସୁନଥିଲା , ଏଥିରେ ଅନ୍ତିମ ସଂସ୍କାର ପାଇଁ ଘର ଲୋକେ ତାଙ୍କର ବଡି ଖଣ୍ତବା ନେଇଯାଉଥିଲେ , ରାସ୍ତାରେ ପୁଅ ମହାକାଳଙ୍କୁ ପ୍ରାର୍ଥନା କଲେ , ଓ ବିଜନେସ୍ ମ୍ୟାନ ବ୍ୟକ୍ତିଙ୍କର ଜୀବନ ଫେରିଆସିଲା । ପରିଜନ ତୁରନ୍ତ ଡ୍ରାଇଭରକୁ କହିଲେ କି ଗାଡି ବୁଲାଇ ଦିଅ , ଓ ଖେଣ୍ତିଘାଟ ସ୍ଥିତ ଶ୍ରୀ ଦାଦାଜୀ ହସ୍ପିଟାଲ୍ ଚାଲ , ଯେଉଁଠି ଡାକ୍ତର ତାଙ୍କୁ ଜୀବିତ କହିକରି ଆଇସିୟୁରେ ଭର୍ତ୍ତି କରାଇଥିଲେ , ସଂନ୍ଧ୍ୟା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଆସିଲା , ଦ୍ୱିପହରର ସମୟରେ ଯେଉଁ ଘରେ ଶୋକର ଛାୟା ଥିଲା ,

 

ଏବେ ସେହି ଜାଗାରେ ଖୁସି ପଳେଇଆସିଲା , ଲଙ୍ଗ୍ସରେ ଇନଫେକ୍ସନ୍ ଯୋଗୁଁ ଉଦ୍ୟୋଗପତି ଅଶୋକ ଅଗ୍ରୱାଲଙ୍କୁ ଏକ ପାଖ ମେଡିକାଲ୍ ରେ ଭର୍ତ୍ତି କରାଇଥିଲେ , ସେଠାରେ ସେ ୧୫ ଦିନ ଯାଏଁ ଭର୍ତ୍ତି ଥିଲେ , ଦୁଇ ଦିନ ଭେଣ୍ଟିଲେଟରରେ ଥିଲେ , ବାରମ୍ବାର ପଲ୍ସ ଯାଉଥିଲା , ଶନିବାର ସକାଳୁ ପଲ୍ସ ଯିବାପରେ ପରିଜନ ମାନେ ତାଙ୍କୁ ମୃତ ଭାବିକରି ଖଣ୍ତବା ନେଇକରିଯାଉଥିଲେ ।

ଅଶୋକ ଅଗ୍ରୱାଲ ଅଗ୍ରସେନ ଭବନ ସମିତି ଖଣ୍ତବାର ଅଧ୍ୟକ୍ଷ୍ୟ ଓ ଖଣ୍ତବା ମଣ୍ତି କ୍ରେତା ବିକ୍ରେତା ସଂଘର ଅଧ୍ୟକ୍ଷ୍ୟ ତଥା ନୟନ ଏଗ୍ରୋ ସଂଞ୍ଚାଳକ ଅଛନ୍ତି , ତାଙ୍କର ନିଧନ ଖବର ମିଳିବା ପରେ ପରିଜନ ଓ ବନ୍ଧୁମାନେ ଦ୍ୱିପହରରେ ଶବଯାତ୍ରା କରିବା ପାଇଁ ଆରମ୍ଭ କରିବାକୁ ସୂଚନା ଦେଇଥିଲେ , ତାପରେ ଏକ ଖବର ଆସିଲା , ଯେଉଁଥିରେ ଅନ୍ତିମ ଯାତ୍ରା ୧୩ ଜାନୁୟାରୀ ରବିବାର ପ୍ରାତଃ ୧୦ ଟା ବେଳେ ନିବାସ ସ୍ଥାନ ଶାନ୍ତି ନିକେତନ କଲୋନି , ଇନ୍ଦୋର ରୋଡ ରାଜା ହରିଶଚନ୍ଦ୍ର ମୁକ୍ତିଧାମ ଯିବାର ଲେଖାହୋଇଥିଲା , ତାପରେ ସଂନ୍ଧ୍ୟାକୁ ଦୋକାନୀ ମାନଙ୍କୁ ଜୀବନ ଫେରିଆସିଛି ବୋଲି ଖବର ଦିଆଗଲା , ପୁଅ କହିଲେ କି ମୋର ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି , ସୋସିଆଲ୍ ମିଡିଆରେ କିଛି ଅଜ୍ଞାତ୍ ଲୋକ ଭ୍ରମକ ସୂଚନା ଦେଉଛନ୍ତି , ତାଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି କି ଏହି ପରି ଭୁଲ୍ ଖବର ପ୍ରଚାର କରନ୍ତୁ ନାହିଁ , ଅମିତ ଅଗ୍ରୱାଲ୍ ଅଶୋକ ଅଗ୍ରୱାଲଙ୍କ ପୁଅ ।

Leave a Reply

Your email address will not be published. Required fields are marked *