September 20, 2024

Odia Express

Leading Odia News Portal of Odisha

ଲକ୍ଷ୍ମୀପୁରାଣ – ମଣିଷର ଭଲ ସମୟ ଆସିବା ପୂର୍ବରୁ ମହାଲକ୍ଷ୍ମୀ ମଣିଷକୁ ଏହି ୭ ପ୍ରକାରର ସଙ୍କେତ ଦେଇଥାନ୍ତି..

ଭଗବାନଙ୍କ ଦ୍ୱାରା ବନା ହୋଇଥିବା ପ୍ରକୃତି ବହୁତ କିଛି ଲୁକ୍କାୟିତ ଅଛି , ଓ ଏହି ଥିରେ କିଛି ଭଲ ସମୟ ଓ ଖରାପ ସମୟ ଅଛି , ଯେବେ କି ବ୍ୟକ୍ତି ଭଲ ସମୟ ଆରମ୍ଭ ହୋଇଯାଏ , ତେବେ ଭଗବାନ ଆମକୁ ନାନା ପ୍ରକାରର ସଙ୍କେତ ଦେଇଥାନ୍ତି , ଏହି ୭ ଟି ସଙ୍କେତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ,

୧) ଯେବେ ଆପଣ ସକାଳୁ ଉଠିକରି କାଚକୁ ଦେଖନ୍ତି ତେବେ ଆପଣଙ୍କ ଚେହେରାରେ କିଛି ପରିବର୍ତ୍ତନ ଓ ଚମକ ଦେଖିବାକୁ ମିଳେ । ନଜର ଆସିଲେ ଏହା ବୁଝିଯିବେ କି ଆପଣଙ୍କ ଭଲ ଦିନ ଆରମ୍ଭ ହୋଇସାରିଛି , ୨) ଯଦି ଅଚାନକ ସକାଳୁ ସକାଳୁ ନିଜ ସଂମ୍ପର୍କୀୟଙ୍କ ଠାରୁ ପଇସା ନେବାର ଅଛି ତେବେ ସେ ମିଳିବାକୁ ଲାଗେ , ତେବେ ବୁଝିବେ କି ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇସାରିଛି , ୩) ପଶୁ ପକ୍ଷୀଙ୍କ ଦ୍ୱାରା ଆମେ ଶୁଭ ସଙ୍କେତ ପ୍ରତି ହୋଇଥାଏ , ଯେପରି ମାଙ୍କଡ ଯେପରି ଆମ୍ବର ଟାକୁଆ ଛାତରେ ପକାଇଦେଇଥାଏ , ବିଲେଇ ଘରେ ଛୁଆକୁ ଜନ୍ମ ଦେଇଥାଏ , କିମ୍ବା କେଉଁ ପକ୍ଷୀ ଚାନ୍ଦୀର ଜିନିଷ ଆପଣଙ୍କ ଘରର ଛାତ ଉପରେ ଛାଡିଦିଏ । ତେବେ ଏହା ବହୁତ ହିଁ ଶୁଭ ସଙ୍କେତ ହୋଇଥାଏ । ଯାହା ଆପଣଙ୍କ ଘରର ସୁଖ ସମୃଦ୍ଧି ଓ ଧନ୍ୟ ଧ୍ୟାନ୍ୟ ବୃଦ୍ଧି ହୋଇଥାଏ ।

 

୪) ଯଦି ଅଚାନକ ଅନ୍ୟାବଶ୍ୟକ ରୁପରେ ଖର୍ଚ୍ଚ ହେଉଥିବା ପଇସା ଖର୍ଚ୍ଚ ହେବାରୁ ଅଟକେ ନାହିଁ ଓ ଏମିତି ସମୟରେ ଅଚାନକ ପଇସାର ଖର୍ଚ୍ଚ ଅଟକିଯାଏ , ଓ ଆପଣଙ୍କ ବ୍ୟାଙ୍କ୍ ବ୍ୟାଲାନ୍ସ ଓ ଧନର ସଞ୍ଚୟ କରିବାରେ ସଫଳ ହୋଇଯାଆନ୍ତି ତେବେ ବୁଝିଯିବେ କି ଆପଣଙ୍କ ସମୟ ଭଲ ଆସିଯାଇଛି ।

୫) ଶରୀରର ଡାହାଣ ଅଙ୍ଗ ଫଡଫଡ ହେବା ବହୁତ ଶୁଭ ମାନାଯାଏ , ଡାହାଣ ଗାଲ , ବାଜୁ , ହାତର ଫଡ ଫଡ ହେବା ସୁଖ ସମୃଦ୍ଧି ଆଡକୁ ଇସାରା ଦେଇଥାଏ । ଯେଉଁଥିରେ ଆସୁଥିବା ସମୟରେ ସବୁ କ୍ଷେତ୍ରରେ ସୁଖ ମିଳିଥାଏ ,

 

୬) ଯେବେ ଆପଣ ପ୍ରାତଃ ଘରୁ ବାହାରିଲେ ତେବେ ଆପଣଙ୍କ ସାମନାରେ ପାଣି କିମ୍ବା କ୍ଷୀରରେ ଭରା ବାସନ ନେଇକରି ଆସିଯାଆନ୍ତୁ , ତେବେ ବୁଝିଯିବେ କି ଆପଣଙ୍କ ସମୟ ବହୁତ ଭଲ କଟୀବାର ଅଛି ।

୭) ପ୍ରାତଃ କାଳରେ ଯାଉଥିବା ସମୟରେ ବାଳକ କିମ୍ବା କନ୍ୟା ହସିବା ହୋଇଥିବା ଚେହେରା ନେଇକରି ଆପଣଙ୍କ ସାମନାରେ ଆସିଯାଏ ତେବେ ଏହା ବୁଝିଯିବେ କି ଆପଣଙ୍କ ଦିନ ବହୁତ ବଢିଆ ଓ ସଫଳତା ପ୍ରଦାନ କରିବାର ଅଛି ।

Leave a Reply

Your email address will not be published. Required fields are marked *