February 6, 2025

Odia Express

Leading Odia News Portal of Odisha

ଯଦି ସାପ କାମୁଡି ଦିଏ ତେବେ ଭୟଭୀତ ହେବା ବଦଳରେ ହସିବା ଉଚିତ୍… ୧୦୦ % ବଞ୍ଚିପାରିବ ଆପଣଙ୍କ ଜୀବନ – ଦେଖନ୍ତୁ କିପରି..

ସାପ କାମୁଡିଲେ ଅଧିକାଂଶ ଲୋକ ମୃତ୍ୟୁର ଭୟରେ ସାପର ବିଷ ସକାଶେ ଭୟଭୀତ ହୋଇଉଠନ୍ତି । ଏମିତି ବି ଶୁଣିବାକୁ ମିଳେ କି କେଉଁ ବ୍ୟକ୍ତି କୁ ବିନା ବିଷଧର ସାପ କାମୁଡିବାଦ୍ୱାରା କିନ୍ତୁ ତା ସତ୍ତ୍ୱେ ବି ତାର ମୃତ୍ୟୁ ଘଟିଛି , ଏହା ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ଅଛି ଯାହା ହେଲା ବ୍ୟକ୍ତିର ମନରେ ଭୟ । ଶୋଧକର୍ତ୍ତାମାନେ ଏହି ପରି ମରିଥିବା ଲୋକଙ୍କ ଉପରେ ଗବେଷଣା କଲେ , ଯାଞ୍ଚରେ ତାଙ୍କ ଶରୀରରେ ବିଷ ମିଳିଲା କିନ୍ତୁ ଯେଉଁ ସାପ କାମୁଡିଥିଲା ସେହି ସାପ ବିଷଧର ନଥିଲା,  ଶୋଧକର୍ତ୍ତାଙ୍କ ଅନୁସାରେ ଏହା ପଛରେ କାରଣ ଥିଲା କି ତା ମନରେ ମରିଯିବାର ଭୟ , ଯାହାପାଇଁ ତାହାର ଶରୀରକୁ ବିଷ କରିଦେଇଥିଲା ।

 

ଏବେ କିଛି ଦିନ ହେବ ଏକ ମିଡିଆ ରିପୋର୍ଟ ଅନୁଯାୟୀ ଯେବେ କେଉଁ ବିଷାକ୍ତ ସାପ କାମୁଡିବ ତେବେ ଭୟଭିତ ହେବା ଦରକାର ନାହିଁ ବରଂ ହସିବା ଉଚିତ୍ , କାନପୁରର ଚିଡିଆଘରରେ ମଥୁରା ଭେଟନାରୀ ୟୁନିଭରସିଟି ର ୪୦ ଜଣ ଛାତ୍ର ଛାତ୍ରୀ ବନ୍ୟ ଜୀବନଙ୍କର ସ୍ୱଭାବ , ମଣିଷମାନଙ୍କ ସହ ସଂମ୍ପର୍କ ଓ ରେସକ୍ୟୁ ଭାବେ ଟ୍ରେନିଙ୍ଗ୍ ନେଇଛନ୍ତି , ଟ୍ରେନିଙ୍ଗ୍ ସମୟରେ ଡାଃ ନାସିର୍ ତାଙ୍କୁ ଏହି ସୁଚନା ବିଷୟରେ ବୁଝାମଣା କରିଥିଲେ । ଡାଃ ନାଶିର୍ ଙ୍କ ମୁତାବିକ ଯେବେ ଆପଣଙ୍କୁ ସାପ କାମୁଡିଲେ ତେବେ ହସିବା ଆରମ୍ଭ କରିଦେବା ଉଚିତ୍ , ଏହା ଦ୍ୱାରା ହେବ କଣ ଆପଣଙ୍କ ଶରୀରରେ ରକ୍ତଚାପ ବୃଦ୍ଧି ପାଇବ ନାହିଁ ଓ ନାଁ ହିଁ ବିଷ ଶରୀରରେ ବ୍ୟାପିବ ।

 

ଆମେ ମଣିଷ ମାନେ ବହୁତ ହିଁ ସମ୍ବେଦନଶୀଳ ଓ ଜଟିଳ ହୋଇଥାଉ । ଏହା ଆମକୁ ବୁଝିବାକୁ ପଡିବ କି ସାପ କାମୁଡିଲେ କିମ୍ବା ଅନ୍ୟ କିଛି ଦୁର୍ଘଟଣା ଯୋଗୁଁ ବିଚଳିତ ହେବା ଦରକାର ହେବା ଉଚିତ୍ ନୁହେଁ , ସ୍ୱାଭାବିକ ଅଟେ ନିଜର ଜୀବନ ଉପରେ ବିପଦ ଆସିଲେ ଆମେ ନିଜର ମାନସିକ ଶକ୍ତି ହରାଇବସୁ , ଓ ଆମକୁ ମରିବାକୁ ଭୟ ଲାଗେ , କିନ୍ତୁ ଜରୁରୀ ଅଟେ କି ଏହି ସମୟରେ ଯେତେ ହୋଇପାରିବ ନିଜ ଶରୀରକୁ କାବୁ କରିବା ଉଚିତ୍ ।

କହିଦେବୁ କି ଡର ଯେତେ ହେବ ସେତେ ଆମର ହୃଦୟରେ ବେଗ ବଢାଇଦେବ , ଶରୀରରେ ରକ୍ତ ପ୍ରବାହ ଅଧିକା ହେବାକୁ ଲାଗିବ , ରକ୍ତର ବେଗ ସହ ଶରୀରର ବାକି ଅଙ୍ଗରେ ରକ୍ତ ଜଲଦି ପହଞ୍ଚିବାକୁ ଲାଗିବ , ଏମିତିରେ ବିଷ ଅଧିକା ବେଗରେ ଶରୀରର ବିଭିନ୍ନ ଅଙ୍ଗକୁ ପହଞ୍ଚିବ , ଯାହା ଦ୍ୱାରା ପୀଡିତ ଲୋକର ମୃତ୍ୟୁ ହୋଇଯାଇପାରେ , କହିଦେବୁ କି ସାପର କାମୁଡିବା ଦ୍ୱାରା ହସୁଥିବା ଲୋକର ରକ୍ତ ତିଆରି ହେଉଥିବା ପ୍ରଣାଳୀ ନର୍ମାଲ୍ ହୋଈଯାଏ , ଓ ପିଡିତକୁ ମେଡିକାଲ୍ ନେଇଯାଇ ତାର ଚିକିତ୍ସା କରିବାରେ ଅଧିକା ସମୟ ମିଳିଥାଏ ।

Leave a Reply

Your email address will not be published. Required fields are marked *