ନବଜୋତ୍ ସିଂ ସିନ୍ଧୁ ଙ୍କ ପୁରୁଣା ଅଫିସ୍ ରୁ ଭିଜିଲାନ୍ସ ଚଢ଼ାଉ – ହଜାରରୁ ଅଧିକ ଫାଇଲ୍ ଜବତ ହେଲା..
![](https://www.odiaexpress.in/wp-content/uploads/2019/07/13-35.jpg)
ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ୍ ସିଂ ସିନ୍ଧୁଙ୍କ ମଧ୍ୟରେ ପ୍ରାୟ ଦୁଇ ମାସରୁ ବିବାଦ ଚାଲି ଆସିଛି , ଏହି ମଧ୍ୟରେ ବର୍ଡର ରେଞ୍ଜର ଭିଜିଲାନ୍ସ ଟିମ୍ ଶନିବାରକୁ ନଗର ନିଗମ ପୂର୍ବ ଲୋକଲ ବଡିଜ୍ ମନ୍ତ୍ରୀ ନବଜୋତ୍ ସିଂ ସିନ୍ଧୁଙ୍କ ୭,୧ ଲକ୍ଷ ଖର୍ଚ୍ଚରେ କରିଥିବା ଅଫିସ୍ ରେ ଛାପା ମାରିଥିଲେ । ଟିମ୍ ଅଫିସ୍ ର ସିଭିକ୍ ୱାର୍କ ସଂବନ୍ଧିତ ୨୦୦ ରୁ ଅଧିକା ଫାଇଲ୍ ୱାର୍ଲଡ ସିଟିରେ ହୋଇଥିବା ୩୫୨ ଅବୈଧ ହୋଟେଲ୍ କମ୍ପାଉଣ୍ତ ରେ କରାଯାଇଥିବା ହୋଟେଲ୍ ଫାଇଲ୍ ଓ ଅନ୍ୟ କାର୍ଯ୍ୟର ସହ ଯୋଡି ହୋଇଥିବା ଫାଇଲ୍ କୁ କବଜାରେ ନେଇଥିଲେ । ଓ ଅନ୍ୟ କାର୍ଯ୍ୟର ୬୦ ଟି ଫାଇଲ୍ ଜବତ କରିନେଇଥିଲେ । ଲୋକଲ୍ ବଡିଜ୍ ଡାଇରେକ୍ଟର ଗତ ବର୍ଷ ନଗର ନିଗମ ଅଫିସ୍ ତିଆରି କରିଥିବା କଥା କହିଥିଲେ ।
ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଶୁକ୍ରବାର ଓ ଶନିବାରକୁ ଦିଲ୍ଲୀରେ ଥିଲେ । ସେ ଏହି ମାମଲାରେ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ସେ କେବଳ ଜଣେ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ସହ ଦେଖାକରି ଫେରିଆସିଲେ , ଏହି ବିବାଦକୁ ବୁଝାମଣା କରିବାପାଇଁ ପଟେଲ୍ ଙ୍କୁ ଦିଆଯାଇଥିଲା । ଏଥିର ପୂର୍ବରୁ ସିନ୍ଧୁ ଦିଲ୍ଳୀ ଆସିଥିଲେ , ସେ ରାହୁଲ୍ ଗାନ୍ଧୀଙ୍କୁ ଚର୍ଚ୍ଚା କରି ନିଜ କଥା କହିଥିଲେ ।
ସିନ୍ଧୁଙ୍କ ବିଭାଗ ବିଜୁଳି ସମ୍ଭାଳିବା ଉପରେ ସୋମବାର ସିଏମ୍ ବିଜୁଳି ବିଭାଗର ଏକ ମିଟିଙ୍ଗ୍ ଡକାଇଥିଲେ । ଏଥିରେ ଚାଷୀ ଓ ଘରୋଇ ଉପଭୋକ୍ତାନକ୍ ସମସ୍ୟା ଉପରେ ଚର୍ଚ୍ଚା କରାଯିବ , ସେମିତି ସୁତ୍ରରୁ କହିବା କଥା କି କ୍ୟାପଟେନ୍ ସିନ୍ଧୁଙ୍କ ବଦଳରେ ବିଭାଗ ଉପରେ ପୁରୁଣା ଷ୍ଟାଣ୍ତ ଅଛି , ସେପଟେ ସିନ୍ଧୁ ଚଣ୍ତୀଗଡରେ ରହିକରି ଘରର ଏକ କିମି ଦୁର ସଚିବାଳୟ ଯାଇକରି ନିଜ ବିଭାଗର କାମ ସମ୍ଭାଳିବାର କିମ୍ବା କଥା ହେବାର କିଛି କଥା ଉଠାଇନାହାନ୍ତି ।