February 6, 2025

Odia Express

Leading Odia News Portal of Odisha

ଦୁଇ ଦିନ ମଧ୍ୟରେ ପାଇଲ୍ସକୁ ଜଡରୁ ଶେଷ କରିଦିଏ ଏହି ପାନର ପତ୍ର , ଖାଲି ଖାଇବାର ସଠିକ୍ ତରିକା ଜଣା ଥିବା ଦରକାର..

ଯେ କୌଣସି ସମାରୋହ କିମ୍ବା ଘରେ ଖାଇସାରିବା ପରେ ହଜମ କରିବା କିମ୍ବା ମୁଖବାସ ପାଇଁ ପ୍ରୟୋଗ କରାଯାଇଥାଏ ପାନ ପତ୍ର , କେବଳ ସ୍ୱାଦିଷ୍ଟ ପୁଡିଆ ନୁହେଁ ବରଂ ଏହାକୁ ଆପଣ ବହୁ ପ୍ରକାରର ସମସ୍ୟାରୁ ମୁକ୍ତି ଦେଇପାରିବ , ଜାଣନ୍ତୁ କେଉଁ କେଉଁ ସମସ୍ୟା ପାଇଁ ଲାଭକାରୀ ଅଟେ ଏହି ପାନର ପତ୍ର ।

୧) ଆଣ୍ଟି-ସେପ୍ଟିକ୍  : ପାନ ପତ୍ର ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ , ଛୋଟ ମୋଟ ଖଣ୍ତିଆ କିମ୍ବା ମୋଡି ହୋଇଗଲେ ଏହି ପାନର ପତ୍ରକୁ ପେଷିକରି ଲଗାଇଲେ ଲାଭ ମିଳିଥାଏ ,

୨) ନାକରୁ ରକ୍ତ ପଡିବା ପରି ସମସ୍ୟା ଦେଖାଦେଲେ ଏହି ପାନର ପତ୍ରକୁ ଶୁଂଘିଲେ ଲାଭ ମିଳିଥାଏ , ଓ ନାକରୁ ରକ୍ତ ପଡିବା କମିଯାଇଥାଏ ,

 

୩) ଆଖି ଲାଲି ପଡିଲେ , ଥକା କିମ୍ବା ନିଦ ନହେଲେ ଆଖିର ସମସ୍ୟା ହେବା ଦ୍ୱାରା ଆଖି ଲାଲି ପଡିଯାଏ , ପାନର ପତ୍ରକୁ ସିଝାଇ ଥଣ୍ତା ପାଣିରେ ବୁଡାଇ ଆଖିରେ ମାରନ୍ତୁ ,

୪) ମୋଟା କଣ୍ଠ ହେଲେ : ଯଦି ଆପଣଙ୍କ କଣ୍ଠ ମୋଟ ହେଉଛି ତେବେ ଏହି ସମୟରେ ପାନ ଖାଇବା ଓ ତାହାର ପାଣି ପିଇବା ଲାଭ ଦାୟକ ହୋଇଥାଏ  , ଏଥିରେ ଆପଣଙ୍କ ଗଳା ଠିକ୍ ହୋଇଯାଏ ,

 

୫) ମାଢୀ : ମାଢିରୁ ରକ୍ତ ପଡିବା କିମ୍ବା ଅନ୍ୟ ଅସୁବିଧା ପାଇଁ ପାନର ପତ୍ରକୁ ସିଝାଇ ତାକୁ ଗାଗଲିଙ୍ଗ୍ କରିଲେ ମାଢୀରୁ ରକ୍ତ ପଡିବା କମି ଯାଇଥାଏ ,

୬) ବ୍ରୋକାଇଟିସ୍ – ପାନର ୭ ଟି ପତ୍ରକୁ ପାଣିରେ ଚିନି ମିଶାଇ ସିଝାନ୍ତୁ , ଯେବେ ପାଣି ଗୋଟେ ଗିଲାସ ହୋଇଯିବ ତେବେ ତାକୁ ଦିନରେ ୩ ଥର ପାଣିରେ ପିଇଲେ ବ୍ରୋକାଇଟିସ୍ ରୁ ଲାଭ ମିଳିଥାଏ

୭) କଫ: ପାନର ୧୫ ଟି ପତ୍ରକୁ ତିନି ଗିଲାସ ପାଣିରେ ସିଝାନ୍ତୁ , ଯେବେ ପାଣି ଗୋଟେ ଭାଗ ରହିଯିବ ତେବେ ଏହାକୁ ମେଡିସିନ୍ ପରି ଦିନରେ ୩ ଥର ପିଅନ୍ତୁ , ଏହା ଦ୍ୱାରା କଫ ବାହାରିବାରେ ସହଜ ହେବ ।

 

୮) ଶରୀରରୁ ଦୁର୍ଗନ୍ଧ : ଶରୀରରୁ ଦୁର୍ଗନ୍ଧ ଆସୁଥିଲେ ପାନର ପାଞ୍ଚଟି ପତ୍ର, ଦୁଇ କପ୍ ପାଣିରେ ସିଝାଇ ଏହି ପାଣିକୁ ଦ୍ୱିପହର ସମୟରେ ପିଇଲେ ଲାଭ ମିଳିଥାଏ ,

୯) କୁଣ୍ତିଆ : ଶରୀରରେ କୁଣ୍ତିଆ ହେଲେ ପାନର ପତ୍ରକୁ ସିଝାଇ ସେହି ପାଣିରେ ଗାଧୋଇଲେ କୁଣ୍ତିଆ ଭଲ ହୋଇଯାଇଥାଏ ,

୧୦) ସ୍ତନ୍ୟପାନ : ସ୍ତନ୍ୟପାନ କରୁଥିବା ସମୟରେ କଷ୍ଟ କିମ୍ବା ଫୁଲିବା ଭଳି ଅସୁବିଧା ଆସୁଥିଲେ , ତେବେ ପାନର ପତ୍ରକୁ ନଡିଆ ତେଲରେ ଲଗାଇକରି ହାଲକା ଗରମ କରିନିଅନ୍ତୁ , ଏହା ଦ୍ୱାରା ଫୁଲିବା କମ୍ ହେବ , ଓ ସ୍ତନ୍ୟପାନରେ ଲାଭ ମିଳିବ ,

୧୧) ପାଇଲ୍ସ କିମ୍ବା ବବାଶୀର: ଦୁଇ ଦିନ ପାଇଁ ପାନର ପତ୍ର ଖାଆନ୍ତୁ , ଏହା ଛଡା କିଛି ବି ଖାଆନ୍ତୁ ନାହିଁ , ୪୮ ଘଣ୍ଟାରେ ପାଇଲ୍ସ ଜଡରୁ ଶେଷ ହୋଇଯୀବ ,

Leave a Reply

Your email address will not be published. Required fields are marked *