September 18, 2024

Odia Express

Leading Odia News Portal of Odisha

କାଲି ମ୍ୟାଚ ଜିତିବା ପରେ କୋହଲି ନେଲେ ବୁଢୀ ମାଙ୍କ ଆଶିର୍ବାଦ , ମା ସ୍ନେହ କରି କହିଲେ ପୁଅ ତୁ ଫାଇନାଲ୍ ଜିତିବୁ ଆଉ ତାପରେ…

ମଙ୍ଗଳବାର ଦିନ ଭାରତୀୟ ଓ ବାଙ୍ଗଲାଦେଶର ୨୮ ରନ୍ ରୁ ମାତ୍ ଦେଇକରି କ୍ରିକେଟ୍ ୱାଲର୍ଡ ୨୦୧୯ ର ସେମି ଫାଇନାଲ୍ ରେ ପ୍ରବେଶ କରିସାରିଛି , ଏହା ସହ ଭାରତ ସପ୍ତମଥର ୱାର୍ଲଡ କପ୍ ସେମି ଫାଇନାଲ୍ ରେ ପ୍ରବେଶ କରିଛି । ଏଥିର ପୁର୍ବରୁ ଭାରତ ୧୯୮୩, ୧୯୮୭ , ୨୦୦୩, ୨୦୧୧ ଓ ୨୦୧୫ ୱାର୍ଲଡ କପ୍ ସେମିଫାଇନାଲ୍ ଜାଗା ନେଇଥିଲେ । ଏହି ଜିତ୍ ପରେ ଭାରତର ଅଷ୍ଟମ ମ୍ୟାଚରୁ ଛଅଟି ଜିତ୍ , ଥରେ ହାରିଛନ୍ତି , ଓ ଗୋଟେ ମ୍ୟାଚ୍ ରଦ୍ଧ ହୋଇଛି, ଓ ୧୩ ଟି ଅଙ୍କରୁ ଆସିଥିଲେ । ସେମିତି ଏବେ ତାଲିକାରେ ଦ୍ୱିତୀୟ ନମ୍ବରରେ ଅଛି , ଜିତ୍ ପରେ ଟିମ୍ ଇଣ୍ତିଆ ଅଧିନାୟକ ବିରାଟ କୋହଲି ବର୍ଘିୟମ୍ ର ଏଜବେଷ୍ଟନ ଷ୍ଟାଡିୟମ୍ ରେ ଭାରତ  ସପୋର୍ଟ କରିବାକୁ ଆସିଥିବା ୮୭ ବର୍ଷୀୟ ବୟସ୍କ ମହିଳା ପ୍ରଶଂସକ ଚାରୁଲତା ପଟେଲ୍ ସହ ଦେଖାକଲେ ।

 

ବିରାଟ ହିଁ ନୁହେଁ ବରଂ ବାଙ୍ଗଳାଦେଶ ବିପକ୍ଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରହିଥିବା ଟିମ୍ ଇଣ୍ତିଆ ର ଷ୍ଟାର୍ ଓପନର୍ ରୋହିତ୍ ଶର୍ମା ଏହି ବୟସ୍କ ମହିଳା ପ୍ରସଂଶକଙ୍କୁ ଦେଖାକଲେ । କ୍ରିକେଟ୍ ୱାର୍ଲଡ କପ୍ ବି ନିଜ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଲେଖିଥିଲେ କି ଏକ ଖାସ୍ ଫ୍ୟାନ୍ ସହ ଜିତ୍ ର ଖୁସି ମନାଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୋହିତ୍ ଶର୍ମା ୮୭ ବର୍ଷୀୟ ଚାରୁଲତ ପଟେଲ୍ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କୁ ନିଜ ଆଶିର୍ବାଦ ଦେଇଥିଲେ । ଜିତ୍ ପରେ ବିରାଟ କୋହଲି ନିଜ ଏହି ବୟସ୍କ ମହିଳା ପ୍ରଶଂସକ ସହ କଥାବାର୍ତ୍ତା କରିଥିଲେ ।

 

ଜିତ୍ ପରେ ୮୭ ବର୍ଷୀୟ ଚାରୁଲତା ପଟେଲ୍ ବି ବିରାଟ କୋହଲି ଓ ରୋହିତ୍ ଶର୍ମା ଦୁହେଁ ଙ୍କୁ ସେ ଚୁମା ଦେଇଥିଲେ । ଟିମ୍ ଇଣ୍ତିଆ ଏହି ଖାସ୍ ଫ୍ୟାନ୍ ହ୍ୱିଲ୍ ଚେୟାର୍ ରେ ଟିମ୍ ଇଣ୍ତିଆକୁ ସପୋର୍ଟ କରିବାପାଇଁ ବର୍ଘିୟମ୍ ଏଜବେଷ୍ଟନ୍ ଆସିଥିଲେ,  କହିଦେବୁ କି ବୟସ୍କ ମହିଳା ପ୍ରସଂଶକ ଭାରତୀୟ କ୍ରିକେଟ୍ ଟିମ୍ କୁ ସପୋର୍ଟ କରୁଥିଲେ । ସେମିତି ଯେଉଁ ଭଳି ଟିମ୍ ଇଣ୍ତିଆ ଉତ୍ସାହ ଦେଇଥିଲେ , ସେ ସମସ୍ତଙ୍କ ପସନ୍ଦର ବୟସ୍କ ମହିଳା କ୍ରିକେଟ୍ ଫ୍ୟାନ୍ ହିସାବରେ ପସନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *