September 18, 2024

Odia Express

Leading Odia News Portal of Odisha

ମୋଦୀଙ୍କ ବଡ କୁଟନୀତି : ଆତଙ୍କବାଦ ବିପକ୍ଷରରେ ଲଢେଇରେ ଭାରତ ଓ କିର୍ଗିସ୍ଥାନ ସାଥ୍ –ସାଥ୍ – ଏବେ ପାକିସ୍ତାନ ଏଭଳି ଜବାବ ଦିଆଯିବ..

SCO ସମିଟ୍ ର ଶେଷ ଦିନରେ କିର୍ଗିସ୍ଥାନରେ ଭାରତ ଓ କିର୍ଗିସ୍ଥାନ ମଧ୍ୟରେ ବହୁତ ଗୁରୁତ୍ୱପୁର୍ଣ୍ଣ ବୁଝାମଣା ହେଲା , ଏହି ସମୟରେ ଦୁହେଁ ଦେଶର ବୁଝାମଣା ଉପରେ ହସ୍ତାକ୍ଷର ଦେଲେ , କିର୍ଗିସ୍ଥାନ ଭାରତକୁ ଆତଙ୍କବାଦ ବିପକ୍ଷରେ ଲଢେଇରେ ପୂର୍ଣ୍ଣ ସହଯୋଗ ଦେବାର କଥା କହିଲେ ।ନ୍ୟୁଜ୍ ଏଜେନ୍ସି ଏଏନ୍ ଆଇ ଟ୍ୱିଟ୍ କରିଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିସ୍ଥାନ ରାଷ୍ଟ୍ରପତି sooronbay jeenbekov ଙ୍କ ସହ ବୈଠକ ପରେ ସଂଯୁକ୍ତ ବୟାନ୍ ଜାରି କରି କହିଲେ କି ଆମେ ଆତଙ୍କବାଦ ବିପକ୍ଷରେ ଲଢୁଛୁ , ଦୁନିଆଁରେ ସନ୍ଦେଶ ଦେବା ଉଚିତ୍ , ଆତଙ୍କବାଦ କେଉଁ ପରି ଭାବେ ବରଦାସ୍ତ କରିହେବ ନାହୀଁ ।

 

କହିଦେବୁ କି ଏହି ଦୁଇ ଦେଶର ନେତାମାନେ ବିଜନେସ୍ ଫୋରମ୍ ରୁପରେଖ କଲେ , ଏହି ସମୟରେ ଦୁହେଁ ଦେଶର ନେତା ଜଣେ ଅନ୍ୟଙ୍କ ସହ ବିଜନେସ୍ ସଂବନ୍ଧରେ ବୃଦ୍ଧିକୁ ନେଇ କଥା କହିଥିଲେ , ଏହି ସମୟରେ କିର୍ଗିସ୍ଥାନର ଭାରତ ମଧ୍ୟରେ ପ୍ରତିନିଧିମଣ୍ତଳ ସ୍ତରରେ ବାର୍ତ୍ତା ବି ସଂପନ୍ନ ହୋଇଥିଳା , ଏହା ପରେ ମିଡିଆକୁ ଦେଇଥିବା ସଂଯୁକ୍ତ ବୟାନ୍ ଭୀଡିଓ ପିଏମ୍ ନିଜ ଟ୍ୱୀଟର୍ ଏକାଉଣ୍ଟରେ ସେୟାର୍ କରିଥିଲେ । SCO ସମିଟ୍ ଆଜି ଶେଷ ଦିନ ଅଟେ ,ଏହି ସମିଟ୍ ରେ ଆତଙ୍କବାଦ ମୁଦ୍ଧା ଆସିଥିଲା , ଦୁହେଁ ଦେଶ ଏହା ବିପକ୍ଷରେ ଲଢିବେ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିସ୍ଥାଣର ବିଶେକ୍ ରେ ହେଉଥିବା ସଂଘାଇ ସହଯୋଗ ସଂଗଠନ ବୈଠକର ଦ୍ୱିତୀୟ ଦିନରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ , ସେ ଆତଙ୍କବାଦ , କନେକ୍ଟିଭିଟି ,ପର୍ଯ୍ୟାବରଣ,କୁ ନେଇକରି ନିଜ କଥା କହିଲେ , ଆତଙ୍କବାଦ ଉପରେ ପ୍ରଧାନମନ୍ତ୍ରୀ କହିଲେ କି ଆତଙ୍କବାଦ ସବୁଦିନ କେତେ ନିରିହଙ୍କ ଜୀବନ ନେଇଯାଏ ,

ଶ୍ରୀଲଙ୍କାରେ ହୋଇଥିବା ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ବିଷୟରେ କହି ସେ କହିଲେ କି ଗତ ରବିବାରକୁ ଶ୍ରୀଲଙ୍କାର ନିଜ ଯାତ୍ରା ସମୟରେ ସେଣ୍ଟ ଆଣ୍ଟନିରେ ଚର୍ଚ୍ଚ ଯାଇଥିଲା , ସେ ମୋତେ ଆତଙ୍କବାଦ ସେହି ଘୃଣ ଚେହେରାର ସ୍ମରଣ ହୋଇଥିଲା ଯିଏ ଏହା କହିଥିଲା , କେବେ ବି ଆଗକୁ ଆସି ସେହି ନିରିହ ଛୁଆଙ୍କ ଜୀବନ ନେଇଥାଏ ।

Leave a Reply

Your email address will not be published. Required fields are marked *