September 20, 2024

Odia Express

Leading Odia News Portal of Odisha

ବୟଫ୍ରେଣ୍ତର ଏହି କଥାଗୁଡିକ ମନେ ପକାଇଲେ ମାତ୍ରେ ଲାଜେଇ ଯାଆନ୍ତି ଝିଅମାନେ – ଆପଣ ମଧ୍ୟ ଜାଣି ରଖନ୍ତୁ…

ଆଜିର ଜମାନାରେ ଯେ କୌଣସି ଝିଅର ବୟଫ୍ରେଣ୍ତ ନିଶ୍ଚିତ ଜଣେ ନା ଜଣେ କେହି ଥାଏ , ଯଦି ବୟଫ୍ରେଣ୍ତ ନଥାଏ ତେବେ କେଉଁ ପୁଅ ନିଶ୍ଚିତ ଥାଏ , ଏମିତିରେ ଯେବେ ଝିଅମାନେ ପୁଅଙ୍କ ସହ କିଛି ସ୍ମରଣୀୟ ସମୟ କଟାନ୍ତି , ତେବେ ତାଙ୍କ ଦିମାଗ୍ ରେ ଏହି କଥା ଫିଟ୍ ହୋଇଯାଏ , ତାପରେ ସେ ଝିଅ ତାର ସେହି ସ୍ମରଣୀୟ ମୁହୁର୍ତ୍ତ କଥା ମନେ ପକାଇ ମନେ ମନେ ହସିଥାଏ , ଆସନ୍ତୁ ଅଧିକା ଜାଣିବା ସେହି ବିଷୟରେ ।

କୁଣ୍ତାଇବା : ଯଦି କେଉଁ ବୟଫ୍ରେଣ୍ତ ନିଜ ଲାଇଫ୍ ପାର୍ଟନର୍ କୁ ପ୍ରଥମ ଥର ହଗ୍ କରିଥାଏ ତେବେ ତାଙ୍କୁ ଏହା ବହୁତ ପସନ୍ଦ ଲାଗିଥାଏ , ଖାସ୍ କରି ଝିଅମାନେ ଏହି ସମୟକୁ ବହୁତ ମନେ ରଖନ୍ତି ,

 

ପ୍ରପୋଜ କରିବା  ଯଦି କେଉଁ ବୟଫ୍ରେଣ୍ତ ତାର ଗାର୍ଲଫ୍ରେଣ୍ତକୁ ପ୍ରପୋଜ କରେ ତେବେ ଏହାଠାରୁ ଖୁସି ଝିଅମାନଙ୍କ ପାଇଁ କିଛି ବି ନଥାଏ , ଏମିତିରେ ସେ କଥାକୁ ମନେ ପକାଇ ଲାଜେଇ ଯାଆନ୍ତି , ସେ ଭାବନ୍ତି କି କାଲି ବୋଧେ ସେ ମୋତେ ଆଇ ଲଭ୍ ୟୁ କହିଛନ୍ତି ,

ହାତ ଧରିବା : ଯେବେ କଥା ଆସେ ନିଜ ବୟଫ୍ରେଣ୍ତ କଥା ତେବେ ସେ ସ୍ପର୍ଶ କରିବା ବହୁତ ସ୍ପେସାଲ୍ ହୋଇଥାଏ , ତାହାର ଫିଲିଙ୍ଗ୍ ଶବ୍ଧରେ କହିବା ବହୁତ ମୁସକିଲ୍ ଅଟେ , ଯେବେ କେଉଁ ପାର୍ଟନର୍ ପ୍ରଥମଥର ହାତ ଧରିପକାଏ ତେବେ ସେ ଲାଜେଇ ଯାଏ ।

 

ପ୍ରଶଂସା ଶୁଣିବା : ସେମିତି ଝିଅ କେଉଁ ମୁହଁରୁ ନିଜର ପ୍ରଶଂସା ଶୂଣିବାକୁ ଭଲପାଆନ୍ତି , କିନ୍ତୁ ଯେବେ ଆପଣଙ୍କ ବୟଫ୍ରେଣ୍ତ ଆପଣଙ୍କ ପ୍ରଶଂସା କରେ ଏବେ ଆପଣ ଅଧିକା ଖୁସି ହୋଈଯାଆନ୍ତି , ତାଙ୍କୁ ଏପରି ଲାଗିଥାଏ କି ସେ ଏବେ ପୃଥିବୀ ପୃଷ୍ଠରେ ନାହାନ୍ତି ବୋଲି ,

ରୋମାନ୍ସ କରିବା : ବୟଫ୍ରେଣ୍ତ ସହ କରିଥିବା ପ୍ରଥମ କିସ୍ ସବୁ ଝିଅମାନଙ୍କର ସ୍ମରଣରେ ରହିଯାଏ , ଏହା ବିଷୟରେ ଯେବେ ସେ ଭାବିଥାନ୍ତି ସେ ସବୁବେଳେ ଲାଜେଇ ଯାଆନ୍ତି , ଏହି କଥା ଭାବି ତାଙ୍କ ହୃଦୟର ଘଣ୍ଟି ବାଜିବାକୁ ଲାଗେ ,

ସେମିତି ଆପଣଙ୍କ ପାର୍ଟନରର କେଉଁ କଥା ପସନ୍ଦ ଲାଗେ , ଏହାର ଜବାବ୍ ନିଶ୍ଚିତ ଦେବେ ।

Leave a Reply

Your email address will not be published. Required fields are marked *