September 19, 2024

Odia Express

Leading Odia News Portal of Odisha

ଆପଣଙ୍କ ରାଶି କହିବ ଆପଣଙ୍କ ଲଭ୍ ଲାଇଫ୍ ବିଷୟରେ, ଜାଣନ୍ତୁ କଣ ଅଛି ଆପଣଙ୍କ ଜୀବନରେ ସଚ୍ଛା ପ୍ରେମ , ଧୋକା, କିମ୍ବା ଏକୁଟିଆପଣ…

ସବୁ ବ୍ୟକ୍ତିଙ୍କର ଏହି ଇଚ୍ଛା ହୋଇଥାଏ କି ସେ ଜୀବନରେ ବହୁତ ଭଲ ପାଇବା ମିଳୁ । କେଉଁ ବ୍ୟକ୍ତି ଏକେଲା ଚଳିବାକୁ ପସନ୍ଦ କରନ୍ତି ନାହିଁ । ଭାଗ୍ୟର ସବୁ ଖେଳ ହୋଇଥାଏ , କାହାର ପ୍ରେମ ଅଧୁରା ହୋଇଥାଏ । କାହାକୁ ସଚ୍ଚାପ୍ରେମ ମିଳିପାରିନଥାଏ  ସେମିତି କିଛି ଭାଗ୍ୟବାନ ଲୋକଥାନ୍ତି ଯାହାଙ୍କୁ ପ୍ରେମର ଖେଳରେ ଜିତ୍ ହାସିଲ୍ ହୋଇଥାଏ , ଓ ସେମାନେ ପୁରା ଜୀବନ ଖୁସିରେ ରୁହନ୍ତି । ପ୍ରେମ ମାମଲାରେ ଆପଣଙ୍କ ଭାଗ୍ୟ ଓ ରାଶି ନିର୍ଭର କରିଥାଏ , ଏମିତିରେ ଚାଲନ୍ତୁ ଆମେ ଏହି ରାଶିର ଆଧାରରେ ଆପଣଙ୍କ ଲଭ୍ ଲାଇଫ୍ ସହ ଜଡିତ କିଛି କଥା କହିବୁ ।

 

ମେଷ ରାଶି : ଏହି ରାଶିର ଲୋକଙ୍କ ଭାଗ୍ୟରେ ପ୍ରେମ ମାମଲାରେ ସବୁବେଳେ ଦୁର୍ବଳ ରୁହନ୍ତି , ଏମାନଙ୍କୁ କେବେ ହେଲେ ବି ସଚ୍ଚା ପ୍ରେମ ମିଳିନଥାଏ , ଏମାନେ ନିଜ ପ୍ରେମ ପାଈଁ ବହୁତ ଆଶା ରଖିଥାନ୍ତି ।

ବୃଷ ରାଶି : ଏହି ଲୋକ ପ୍ରେମର ମାମଲାରେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି । ଏମାନେ ବିନା କିଛି ପରିଶ୍ରମ କରି ଭଲ ଓ କେୟାରିଙ୍ଗ୍ ପ୍ରେମୀ ଓ ପ୍ରେମିକା ପାଇଥାନ୍ତି ।

 

ମିଥୁନ ରାଶି : ଏହି ଲୋକଙ୍କର ଲଭ୍ ଲାଇଫ୍ ବହୁତ ଉତଥାନ୍ ଓ ପତନ ଦେଖିବାକୁ ମିଳିଥାଏ । ପ୍ରେମ ପାଇବାପରେ ଏମାନଙ୍କ ସଂମ୍ପର୍କରୁ ଅଧିକା ଭଲ ଭାବେ ଚଳାଇପାରନ୍ତି ନାହିଁ , କିଛି ନା କିଛି ସମସ୍ୟା ନିଶ୍ଚିତ ଆସିଥାଏ ।

କର୍କଟ ରାଶି : ଏମାନଙ୍କ ଲଭ୍ ଲାଇଫ୍ ରେ ପ୍ରେମ ଏମାନଙ୍କୁ ଭଗବାନ ଆଗରୁ ସେଟ୍ କରିଥାନ୍ତି । ଏମାନଙ୍କ ଭାଗ୍ୟରେ ଠିକ୍ ଠାକ୍ ଭଲ ପାଇବା ଓ ଟିକିଏ ଦୁଃଖ ମିଳିଥାଏ , କିନ୍ତୁ ସବୁ ଦେଖିବାକୁ ଗଲେ ଏମାନେ ନିଜ ପାର୍ଟନର୍ ପାଇଁ ବହୁତ ଖୁସିରେ ରୁହନ୍ତି ।

 

ସିଂହ ରାଶି : ଏହି ଲୋକ ନିଜର ଜୀବନରେ ଏକୁଟିଆ ପଣ ଯୋଗୁଁ ବହୁତ ଚିନ୍ତିତ ରୁହନ୍ତି , ଏମାନଙ୍କ ପାର୍ଟନର ବେଶୀ ଦିନ ଏମାନଙ୍କ ପାଖରେ ରୁହନ୍ତି ନାହିଁ ।

କନ୍ୟା ରାଶି : ଲଭ୍ ଲାଇଫ୍ ମାମଲାରେ ଏହି ଲୋକେ ଲକି ହୋଇଥାନ୍ତି , ଏମାନେ ବହୁତ କେୟାରିଙ୍ଗ୍ ଓ ବୁଦ୍ଧିମାନ ହୋଇଥାନ୍ତି , ଏମାନଙ୍କ ପ୍ରଥମ ପ୍ରେମ ଅଧୁରା ରହିଯାଏ , କିନ୍ତୁ ଏମାନଙ୍କ ଲାଇଫ୍ ରେ ବହୁତ ପରିବର୍ତ୍ତନ ଆସେ ।

 

ମକର ରାଶି : ଏମାନଙ୍କୁ ପ୍ରେମରେ ଧୋକା ମିଳିଥାଏ । ଏମାନେ ଅନ୍ୟମାନଙ୍କ ପାଇଁ ଯେତେ ଭଲ ବ୍ୟବହାର କରନ୍ତୁ ନାଁ କାହିଁକି କେବଳ ଦୁଃଖ ମିଳିଥାଏ । ଏମାନଙ୍କୁ ମିଳୁଥିବା ପ୍ରେମ କିଛି ଗ୍ୟାରେଣ୍ଟି ନଥାଏ ।

ତୁଳା ରାଶି : ଏମାନଙ୍କ ଲଭ୍ ଲାଇଫ୍ ବହୁତ ରୋମାଞ୍ଚକର ହୋଇଥାଏ । ଏମାନଙ୍କୁ ଜୀବନରେ ବହୁତ ସରପ୍ରାଇଜ୍ ମିଳିଥାଏ , ଏମାନଙ୍କ ପ୍ରେମରେ କେବେ ଦୁର୍ବଳତା ଦେଖାଦେଇନଥାଏ , ଜଣେ ଚାଲିଗଲେ ଅନ୍ୟ କେହି ମିଳିଯାନ୍ତି ।

 

ଧନୁ ରାଶି : ଏହି ରାଶିର ଜାତକରେ ସଚ୍ଚା ପ୍ରେମ ମିଳିଯାଏ , କିନ୍ତୁ ନିଜର କରିବାପାଇଁ ଝାଳ ବୁହାଇବାକୁ ପଡେ , ଏମାନେ ବହୁତ କଷ୍ଟରେ ପ୍ରେମକୁ ହାସିଲ୍ କରିପାରନ୍ତି ।

ବିଛା ରାଶି : ଏମାନଙ୍କ ଲାଇଫ୍ ରେ ପ୍ରାରମ୍ବିକ ସମୟରେ ଭଲ ପ୍ରେମ ଓ ବଢିଆ ଜୀବନସାଥୀ ମିଳିଯାଏ , କିନ୍ତୁ ଯେପରି ସମୟ ବିତିଥାଏ , ତାଙ୍କର ଲଭ୍ ଲାଇଫ୍ ବୋରିଙ୍ଗ୍ ହୋଈଯାଏ ।

 

କୁମ୍ଭ ରାଶି : ଏହି ଲୋକଙ୍କ ଲାଇଫ୍ ରେ ଗୋଟେ ରୁ ଅଧିକା ପ୍ରେମ କରିଥାନ୍ତି , ଏମାନଙ୍କ ମଧ୍ୟରୁ ପୂର୍ବରୁ ଅନ୍ୟ ସଂମ୍ପର୍କ ଠିକ୍ ରଖିପାରନ୍ତି ନାହିଁ , କିନ୍ତୁ ପରିଶେଷରେ ଏମାନଙ୍କୁ ଭଲ ପ୍ରେମିକା କିମ୍ବା ପ୍ରେମିକ ମିଳିଯାଇଥାଏ ।

ମୀନ : ଏହି ଲୋକଙ୍କ ଜୀବନରେ ଅଧିକାଂଶ ସମୟରେ ଏକୁଟିଆ ରୁହନ୍ତି , ଏମାନଙ୍କ ପ୍ରେମରେ ସୁଖ ଦୁଃଖ ଲାଗିରହେ , ଏମାନେ ନିଜକୁ ଅନ୍ୟମାନଙ୍କୁ ବଞ୍ଚିବା ସିଖାଇଥାନ୍ତି ।

 

Leave a Reply

Your email address will not be published. Required fields are marked *