September 14, 2024

Odia Express

Leading Odia News Portal of Odisha

ସୁଷମା ସ୍ୱରାଜ ଛାଡିଦେଲେ ସରକାରୀ ବଙ୍ଗଳା , ଲୋକମାନେ କହିଲେ କି ମହାନ୍ ଅଟନ୍ତି ଆପଣ – ଅନ୍ୟ ନେତା ମାନେ ଆପଣଙ୍କଠାରୁ ଶିଖିବା କଥା..

ଭାରତର ପୁର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ସରକାରୀ ବଙ୍ଗଳା ଛାଡି ଦେଇଛନ୍ତି , ସ୍ୱରାଜର ପୂର୍ବରୁ ସଫଦରଜଙ୍ଗ ଲେନ୍ ରେ ରହୁଥିଲେ , ସୁଷମା ସ୍ୱରାଜ ଟ୍ୱିଟ୍ କରି ଘର ଛାଡିବା ବିଷୟରେ ସର୍ବସାଧାରଣଙ୍କ ସମ୍ମୁଖରେ ଜଣାଇଥିଲେ । ସୁଷମା ଆଗକୁ କହିଲେ କି ଏବେ ତାହା ସ୍ପଷ୍ଟ ହୋଇପାରିନାହିଁ , ସୁଷମା ଆଗକୁ ଟ୍ୱିଟ୍ ରେ ଲେଖିଥିଲେ କି ମୁଁ ନିଜ ଆଧିକାରୀକ ଆବାସ ୮, ସଫଦରଗଞ୍ଜ ଲେନ୍ , ନୁଆ ଦିଲ୍ଲୀକୁ ଛାଡିଦେଇଛି,

 

ସୁଷମା ସ୍ୱରାଜ ନିଜ ଆଧିକାରିକ ଆବାସ ଛାଡିବା ଟ୍ୱିଟ୍ ରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି , କିଏ ଜଣେ କହିଲେ କି ସେ ଜଣେ ଆଦର୍ଶ ମହିଳା ଅଟନ୍ତି , ତେବେ ଆଉ କିଏ କହିଲେ ଏମିତି ନେତା କେଉଁଠି ମିଳିବେ , ଯିଏ ନିଜ ଇଚ୍ଛାରେ ବଙ୍ଗଳା ଛାଡିଦେଉଛନ୍ତି ,ଅଲଗା ନେତାଙ୍କୁ ଜବରଦସ୍ତ ଛାଡିବାକୁ କହିଲେ ନଳକୁଅର ହ୍ୟାଣ୍ତେଲ୍ ବାହାର କରିନେଇପଳେଇବେ ।

ଜଣେ ୟୁଜର୍ ଲେଖିଥିଲେ କି ଏହା ଦେଖନ୍ତୁ ଏହା ହେଲା ପରିପକ୍ୱ ଯୋଜନା ଯାହାକୁ ଜନତା ଆଦର କରେ , ନହେଲେ କିଛି ଲୋକ ତ ସରକାରୀ ଆବାସ ଖାଲି କରନ୍ତି ନାହିଁ , ସେମିତି ଆଉଜଣେ ୟୁଜର୍ ଲେଖିଥିଲେ କି କିଛି ଲୋକ ଭିଜା ମାତାଙ୍କ ଟ୍ୟାଗ୍ ଲଗାଇଦେଇଥାନ୍ତି , କିନ୍ତୁ ଆପଣ ଆମର ସତ ମାତା ଅଟନ୍ତି , ଯାହା ପୁରା ଦେଶକୁ ସାହାଯ୍ୟ କଲେ ।

ସରକାରୀ ଆବାସ ଛାଡିଲା ପରେ ପୁର୍ବ ବିଦେଶ ମନ୍ତ୍ରୀ କେଉଁଠି ରହିବେ ଏହା ସ୍ପଷ୍ଟ ହୋଇପାରିନାହିଁ , ସୁଷମା ସ୍ୱରାଜ ଏହି ଲୋକସଭା ନିର୍ବାଚନରେ ଭାଗ ନେଇନାହାନ୍ତି, ୨୦୧୪ ରେ ବିଦିଶା ରୁ ସାଂସଦ ଥିଲେ । ଏହି ଲୋକସଭା ନିର୍ବାଚନରେ ପୂର୍ବ ଲୋକସଭା  ସ୍ପିକର୍ ସୁମିତ୍ରା ମହାଜନ ଓ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ବାଚନରେ ଭାଗନେଇନଥିଲେ,  ବିଦିଶା ଓ ଇନ୍ଦୋରରୁ ଦୁଇ ନୁଆ ସାଂସଦଙ୍କୁ ଭାରତୀୟ ଜନତା ପାର୍ଟି ମଉକା ଦେଇଥିଲେ । ଦୁହେଁ ଜାଗାରୁ ଭାଜପା ପ୍ରତ୍ୟାର୍ଶି ବହୁତ ଭୋଟ୍ ରୁ ଜିତିଥିଲେ ।

 

Leave a Reply

Your email address will not be published. Required fields are marked *