December 21, 2024

Odia Express

Leading Odia News Portal of Odisha

ଦିନରେ ଏହି ମହିଳା ଅନ୍ୟ ଲୋକର ଘରେ କାମ କରନ୍ତି – କିନ୍ତୁ ରାତି ହେଲେ କରନ୍ତି ଏପରି କାମ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ..ଦେଖନ୍ତୁ ଭିଡ଼ିଓ

ଏହି ଦୁନିଆଁରେ କିଛି ବି ସ୍ୱପ୍ନ ଏପରି ହୋଇନଥାଏ , ଯାହାକୁ ପୁରା କରିବାକୁ ଯାଇ ଆପଣ କାମ କିମ୍ବା ଚାକିରି ସହ କରିପାରିବେ ନାହିଁ । ଯେବେ ମଣିଷ କିଛି କରି ଦେଖାଇବାର ଇଚ୍ଛା ଶକ୍ତି ହୋଇଥାଏ , ସେ ଯେ କୌଣସି ପରିସ୍ଥିତି ହେଉ ନା କାହିଁକି ନିଜ ସ୍ୱପ୍ନକୁ ପୁରା ଦେଖାଇଥାନ୍ତି । ଏମିତି ଏକ ତାଜା ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଲା । ଏଠାରେ ୪୩ ବର୍ଷୀୟ ମହିଳା ସବୁ ଦିନ ଘରେ ଯାଇକରି ଖାଇବା ତିଆରି କରିଥାନ୍ତି , କିନ୍ତୁ ଯେପରି ରାତି ହୋଇଯାଏ ତେବେ ସେ ନିଜ ସ୍ୱପ୍ନକୁ ପୁରା କରିବାକୁ ଲାଗି ପଡନ୍ତି ।

 

ଦିପିକା ଦେଖିବାକୁ ସାଧାରଣ ମୁମ୍ବାଇ ବାସୀ ପରି ଲାଗନ୍ତି । ଯିଏ ସକାଳୁ ୪ ଟା ବେଳେ ଉଠିକରି ଲୋକାଲ୍ ଟ୍ରେନ୍ ରେ ଚଢିଯାଆନ୍ତି । ଏଠାରେ ସେ ଟ୍ରେନ୍ ଭିତରେ ଲୋକେ ଗହଣା ବିକ୍ରି କରନ୍ତି । ଏହାପରେ ସିଧା ୫ ଟି ଘରକୁ ଯାଇକରି ଖାଈବା ତିଆରି ଓ ବାସନ ମାଜନ୍ତି ଦୀପିକାଙ୍କ ଲାଇଫ୍ ରେ ସେ ବହୁତ ବ୍ୟସ୍ତ ରୁହନ୍ତି , ସେ ସବୁଦିନ ନାଳା ସୋପାରା ସ୍ଥିତ ଘରୁ ସେ ମଲାଦ ପର୍ଯ୍ୟନ୍ତ ଟ୍ରାଭେଲ୍ କରିଥାନ୍ତି , ତାଙ୍କ ଘରେ ପ୍ରାୟ ୫ ଜଣ ସଦସ୍ୟ ଅଛନ୍ତି । ଏମିତିରେ ତାଙ୍କୁ ଘର ସମ୍ଭାଳିବାକୁ ପଡିପାରେ ।

ଦୀପିକା ନିଜ ଦିନ ସାରା କାମ କରିସାରିବା ପରେ ଏକ ଷ୍ଟାଣ୍ତ ଅଫ୍ କମେଡିଆନ୍ ହୋଇଯାଆନ୍ତି , ସେ କମେଡି ଶୋ କରନ୍ତି , ଓ ଲୋକଙ୍କ ଚେହେରାରେ ହସ ଫୁଟାଇଥାନ୍ତି, ଦୀପିକା ମଜାଳିଆ ଭାବେ କହନ୍ତି କି ବହୁତଥର କମେଡିଆନ୍ ଲୋକେ କାମ ବାଲି ବାଇଙ୍କ ବିଷୟରେ କଥା କହି ଜୋକ୍ ବନାଇଥାନ୍ତି କିନ୍ତୁ ଏବେ ଏହା ଗୋଟେ କାମ ବାଲି ବାଇ ଜୋଜ୍ ଶୁଣାଇବ ।

 

ଯେବେ ଦୀପିକାଙ୍କୁ ତାଙ୍କର ଏହି କାମ ବାଲି ବାଇରୁ କମେଡିଆନ୍ ହେବାର ଯାତ୍ରା ବିଷୟରେ ପଚାରାଗଲା ତେବେ ସେ କହିଥିଲେ କି ସେ ତାଙ୍କର ମାଲିକାଣୀ ସଂଗୀତା ଦାସ୍ ମ୍ୟାଡାମ୍ ସୋସାଇଟି ରେ ବାଇ ଲୋକଙ୍କର ପାଈଁ ଏକ ଟ୍ୟାଲେଣ୍ଟ ରଖିଥିଲେ , ସେମିତି ବାଈ ଲୋକଙ୍କ ପାଇଁ ଏମିତି କିଏ କରନ୍ତି ନାହିଁ କିନ୍ତୁ ମୋ ମାଲିକାଣୀ ଜଣେ ସମାଜସେବୀ ଅଟନ୍ତି , ଓ ଏହି ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଯେବେ ମୋ ହାତକୁ ମାଇକ୍ ଆସିଲା ମୁଁ ଗୋଟେ ଜୋକ୍ ଶୁଣାଇଦେଲି ,

 

ଯେବେ ଦୀପିକା ସୋସାଇଟିର ଏହି ଟ୍ୟାଲେଣ୍ଟ ଶୋ ପରମ୍ପମ୍ କରୁଥିଲେ ତେବେ ହିନ୍ଦୁସ୍ଥାନ ଟାଇମ୍ସରେ କାମ କରୁଥିବା ରାଚେଲ୍ ଲୋଫେଜ୍ ଏହି ଟ୍ୟାଲେଣ୍ଟକୁ ଜାଣିପାରିଲେ , ଓ ଏହି କ୍ଷେତ୍ରରେ ଆଗକୁ ବଢିବାକୁ କହିଥିଲେ , ଏହି କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ତାଙ୍କୁ ପ୍ରସିଦ୍ଧ କମେଡିଆନ୍ ଆଦିତି ମିତ୍ତଲ ଦୀପିକାଙ୍କୁ ହେଲ୍ପ କଲେ , ଆଦିତିଙ୍କ ଦ୍ୱାରା ଦୀପିକା ପ୍ରଥମଥର ବଡ ପ୍ଲାଟଫର୍ମରେ ନିଜ ଟ୍ୟାଲେଣ୍ଟକୁ ଦେଖାଇବାକୁ ମଉକା ମିଳିଲା , ଯେବେ ଲୋକେ ଏକ ସାଧାରଣ କାମ ବାଲି ବାଈ କୁ ମଜାଦାର ଜୋକ୍ସ ଶୁଣିବାକୁ ପାଇଲେ ତେବେ ସେ ଅଧିକା ଖୁସି ହୋଇଥିଲେ ।

ଦୀପିକା ଷ୍ଟେଜ୍ ଉପରେ ବହୁତ କନଫିଡେନ୍ସ ରୁହନ୍ତି , କୁହନ୍ତି ସବୁଦିନ ଲୋକାଲ୍ ଟ୍ରେନ୍ ରେ ହଜାର ଲୋକଙ୍କ ସାମ୍ନାରେ ଗହଣା ବିକ୍ରି କରନ୍ତି , ଏମିତି ମୋତେ ସାହାସ ମିଳିଛି, ଆପଣ ଏହି ଭିଡିଓରେ ଦୀପିକାଙ୍କ ବ୍ୟକ୍ତିଗତ ଜୀବନ ଓ ମଜାଦାର ଜୋକ୍ସ ବିଷୟରେ ଜାଣିପାରିବେ ।

 

 

Leave a Reply

Your email address will not be published. Required fields are marked *