ଘରେ ବସି ପୋଷ୍ଟ ଅଫିସ ପାଇଁ ଏହି ସବୁ କାମ କରନ୍ତୁ , ମାସକୁ ମିଳିବ ୪୦ ହଜାର ଟଙ୍କା – ଯୋଗ୍ୟତା କେବଳ ଅଷ୍ଟମ ପାସ୍ … ଜଲ୍ଦି ଦେଖି ନିୟନ୍ତୁ..
ଯଦି ଆପଣ ଘରେ ବସି କମାଇବାକୁ ଚାହୁଁଛନ୍ତି ତେବେ ଏହାଠାରୁ ଭଲ ମଉକା ଆଉ କେଉଁଠି ମିଳିବ ନାହିଁ , ଆଇପିପିବି ଲକ୍ଷ ପୂରା ଭାରତରେ ପହଞ୍ଚାଇବା ଓ ସବୁ ଡାକଘରରେ ୧,୫୫ ଲକ୍ଷ ଆଇପିପିବି ଶାଖାଗୁଡିକ ବଦଳାଇବାର ଅଛି ,ଯେଉଁଠି ବ୍ୟାଙ୍କିଙ୍ଗ୍ ପ୍ରଡକ୍ଟ ଓ ସର୍ଭିସ୍ ପ୍ରଦାନ କରାଯାଇଥାଏ ।ଯଦି ଆପଣ ଅଷ୍ଟମ ପାସ୍ କରିଛନ୍ତି ଓ ଆପଣଙ୍କ ବୟସ ୧୮ ବର୍ଷ ଅଟେ ତେବେ ଆପଣ ଘରେ ବସି ଡାକଘର ଖୋଲି ପାରିବେ , ଓ ଭଲ ଆୟ ବି କରିପାରିବେ , ଡାକ ବିଭାଗ ନିଜ ପ୍ରାଞ୍ଚାଇଜି ସ୍କିମ୍ ଦ୍ୱାରା ଆପଣଙ୍କୁ ଘରେ ଡାକଘର ଖୋଲିବାର ସୁବିଧା ଯୋଗାଉଛି , ଆମେ କହୁଛୁ ଡାକଘର ଖୋଲିବା ପାଇଁ କଣ କଣ ସେବା ଗୁଡିକ ମିଳିପାରିବ , ଓ ଆପଣଙ୍କୁ କଣ କଣ କରିବାକୁ ହେବ
ଫ୍ରାଞ୍ଚାଇଜି ଖୋଲିବା ପାଇଁ ଡାକ ବିଭାଗ ତରଫରୁ ପ୍ରୋଫମାରେ ଡିଭିଜନାଲ୍ ହେଡ୍ ନାଁରେ ଆବେଦନ କରିବାକୁ ହେବ , ଏସ୍ ଡି ଆଇ ରିପୋର୍ଟ ଆଧାରରେ ଡିଭିଜନାଲ୍ ହେଡ୍ ଫ୍ରାଞ୍ଚାଇଜି ପାଇଁ ନିର୍ବାଚିତ କରିଥାନ୍ତି , କମ୍ପ୍ୟୁଟର ସୁବିଧା ଦେଉଥିବା ପୋଷ୍ଟଲ୍ ପେଶନର୍ସ ଏଥିରେ ପ୍ରାଥମିକତା ଦିଆଯାଇଥାଏ , ଫ୍ରାଞ୍ଚାଇଜି ପାଇଁ ଆବେଦନ କରିବା ପାଇଁ କିଛି ବି ଅଧିକାତମ ବୟସ ସୀମା ନିର୍ଦ୍ଧାରଣ କରାଯାଇନାହିଁ ।
ଯେ କୌଣସି ଦୋକାନୀ କିମ୍ବା ଅନ୍ୟ ବ୍ୟବସାୟୀ ମାନେ ବି ଫ୍ରାଞ୍ଚାଇଜି ନେଇକରି ନିଜ ବ୍ୟବସାୟ ସହ ଡାକ କାମ ବି କରିପାରିବେ , ଫ୍ରାଞ୍ଚାଇଜି ନେବା ପାଇଁ ଆପଣଙ୍କୁ ସିକ୍ୟୁରିଟି ଡିପୋଜିଟ୍ ବି କରିବାକୁ ପଡିଥାଏ , ସିକ୍ୟୁରିଟି ଡିପୋଜିଟ୍ ଏନ୍ ଏସ୍ ସି ରୁପରେ ହୋଇଥାଏ , ମିନିମମ୍ ସିକ୍ୟୁରିଟି ଜମା ୫୦୦୦ ଅଟେ , ଆପଣଙ୍କ ସବୁଦିନ କାରୋବାର ଆଧାରରେ ସିକ୍ୟୁରିଟି ଡିପୋଜିଟ୍ ବଢାଯାଇପାରିବ ,
ଆପଣ ମନି ଅର୍ଡର, ରେଜିଷ୍ଟ୍ରି, ସ୍ପିଡ୍ ପୋଷ୍ଟ ବୁକ୍ କରିପାରିବେ , ଏହା ଛଡା ଷ୍ଟାମ୍ପ, ଷ୍ଟେସନାରୀ ସିଲ୍, ଇ ପୋଷ୍ଟ ବୁକିଙ୍ଗ୍ ବି କରିପାରିବେ , ଆପଣଙ୍କୁ ରେଜିଷ୍ଟର୍ଡ ସ୍ପିଡ୍ ପୋଷ୍ଟ ବଲ୍କ ବୁକିଙ୍ଗ୍ ବି ସୁବିଧା ମିଳିବ , ଆପଣ ଡାକ ବିଭାଗ ବିଲ୍ , ଟ୍ୟାକ୍ସ, ଫାଇଲ୍ କଲେକ୍ସନ୍ ପେମେଣ୍ଟା ଆଦି ସର୍ଭିସ୍ ବି ଗ୍ରାହକଙ୍କୁ ଦେଇପାରିବେ , କିନ୍ତୁ ଆପଣ ୧୦୦ ଟଙ୍କାରୁ କମ୍ ମନି ଅର୍ଡର ବୁକ୍ କରିପାରିବେ ନାହିଁ , ଆପଣଙ୍କୁ ପ୍ରତ୍ୟେକ ରେଜିଷ୍ଟାର୍ଡ ଆର୍ଟିକିଲ୍ ରେ ୩ ଟଙ୍କା , ସ୍ପିଡ୍ ପୋଷ୍ଟରେ ୫ ଟଙ୍କା , ୧୦୦-୨୦୦ ମନି ଅର୍ଡରରେ ୩,୫ ପଇସା , ୨୦୦ ରୁ ଅଧିକା ମନି ଅର୍ଡରରେ ୫ ଟଙ୍କା ମିଳିବ , ୧୦୦୦ ରୁ ଅଧିକା ଆର୍ଟିକିଲ୍ ୨୦ ପ୍ରତିଶତ ପୋଷ୍ଟେଜ୍ ଷ୍ଟାମ୍ପ, ପୋଷ୍ଟଲ୍ ଷ୍ଟେସନାରୀ ବିକ୍ରି ଉପରେ ୫ ପ୍ରତିଶତ ଓ ରିଟେଲ୍ ସର୍ଭିସେସ୍ , ରେଭେନ୍ୟୁ ଷ୍ଟାମ୍ପ, ୪୦ ପ୍ରତିଶତ କମିଶନ୍ ମିଳିବ , ଯଦି ମନ ଲଗାଇ କାମ କଲେ ମାସିକ ୪୦ ହଜାର ପର୍ଯ୍ୟନ୍ତ ଆୟ କରିପାରିବେ ।