ଶିବଙ୍କର ଏହି ଧାମରେ ନିସନ୍ତାନ ଦମ୍ପତିଙ୍କୁ ମିଳିଥାଏ ସନ୍ତାନ ସୁଖର ଆଶିର୍ବାଦ , ଦର୍ଶନ କଲେ ସବୁ ଇଚ୍ଛାଗୁଡିକ ହୋଇଥାଏ ପୁରା…
ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବଙ୍କର ମହିମା ବିଷୟରେ ବର୍ଣ୍ଣନ କରାଯାଇଛି , କୁହାଯାଏ କି ଭଗବାନ ଶିବ ନିଜ ଭକ୍ତଙ୍କୁ କେବେ ବି ନିରାଶ କରନ୍ତି ନାହିଁ । ଯେଉଁ ଭକ୍ତଙ୍କ ଉପରେ ମହାଦେବଙ୍କ କୃପା ରହିଥାଏ ସେ ଭକ୍ତ ଖୁସିରେ ଜୀବନ କଟାଇଥାଏ , ଓ ଜୀବନରେ ସବୁ ଦୁଃଖ ଅସୁବିଧାରୁ ମୁକ୍ତି ପାଇଥାଏ , ଭଗବାନ ଶିବଙ୍କର ୧୨ ଟି ଜ୍ୟୋତିଲିଙ୍ଗ କୁହାଯାଇଛି , ଏହି ସବୁ ଦିବ୍ୟ ଜ୍ୟୋତିଲିଙ୍ଗ ନିଜର ଅଲଗା ଅଲଗା ମହତ୍ତ୍ୱ ହୋଇଥାଏ , ପୁରାଣ ମୁତାବିକ ଏମିତି କୁହାଯାଇଛି କି ଯେଉଁଠି ଭଗବାନଙ୍କ ଜ୍ୟୋତିଲିଙ୍ଗ ସ୍ଥାପିତ୍ ଅଛି ସେ ସବୁ ସ୍ଥାନରେ ଭଗବାନ ଶିବ ସ୍ୱୟଂ ବିରାଜମାନ ଅଛନ୍ତି , ଭଗବାନ ଶିବଙ୍କର ଏହି ସବୁ ଜ୍ୟୋତିଲିଙ୍ଗ ନିଜ ନିଜ ଅଲଗା ବିଶେଷ୍ୱତାପାଇଁ ଦୁନିଆଁ ସାରା ପ୍ରସିଦ୍ଧ ହୋଇଛନ୍ତି , ଆଜି ଆମେ ଏହି ୧୨ ଟି ଜ୍ୟୋତିଲିଙ୍ଗରୁ ଘୁସମେଶ୍ୱର ଜ୍ୟୋତିଲିଙ୍ଗ ବିଷୟରେ କହିବାକୁ ଯାଉଛୁ , ଏହା ହିନ୍ଦୁ ଧର୍ମର୍ ମୁତାବିକ ଶେଷ ଜ୍ୟୋତିଲିଙ୍ଗ ବୋଲି ମାନାଯାଏ , ଭଗବାନ ଶିବ ଏହି ପବିତ୍ର ଧରାପୃଷ୍ଠରେ ଏକ ଅଲଗା ବିଶେସ୍ୱତା ଅଛି, ଓ ଏହି ବିଶେଷ୍ୱତା ପାଇଁ ସେ ଦୁନିଆଁରେ ବିଖ୍ୟାତ ହୋଇଛନ୍ତି ।
ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଯେଉଁ ଜ୍ୟୋତିଲିଙ୍ଗ୍ ବିଷୟରେ କହିବାକୁ ଯାଉଛୁ ତାହା ମହାରାଷ୍ଟ୍ରର ଦୌଲତାବାଦରୁ ପ୍ରାୟ ୧୮ କିମି ଦୂର ବେରୁଲଠ ଗାଁର ପାଖରେ ଘୁସମେଶ୍ୱର ଠାରେ ଅବସ୍ଥିତ । ଯଦି ଆମେ କଥା ହେବା ଶିବ ମହାପୁରାଣର ତେଏବ୍ ଘୁସମେଶ୍ୱର ଜ୍ୟୋତିଲିଙ୍ଗ ବିଷୟରେ ଉଲ୍ଲେଖ ଅଛି , ଏହି ଜ୍ୟୋତିଲିଙ୍ଗ ପାଖରେ ଏକ ସରୋବର ଅଛି ଯାହା ଶିବାଳୟ ନାଁରେ ଜଣାଯାଏ , କୁହାଯାଏ କି ଯେଉଁ ଲୋକ ଏହି ସରୋବରରେ ଆସି ଦର୍ଶନ କରେ ତାହାର ସବୁ ମନୋକାମନା ପୁର୍ଣ୍ଣ ହୋଇଥାଏ , ଭଗବାନ ଶିବଙ୍କର ଏହି ମନ୍ଦିର ଅଜନ୍ତା ଓ ଏଲୋରା ଗୁମ୍ପାରେ ସମୀପ ଅଛି ।
ଭଗବାନ ଶିବଙ୍କୁ ଘୁସମେଶ୍ୱର ଜ୍ୟୋତିଲିଙ୍ଗର ଉଲ୍ଲେଖ କରାଯାଈଛି ଯାହାକି ଶିବ ମହାପୁରାଣରେ ବର୍ଣ୍ଣିତ , କୁହାଯାଏ କି ଭଗବାନ ଶିବଙ୍କର ଏହି ଜ୍ୟୋତିଲିଙ୍ଗ ଦର୍ଶନ କରିଲେ ସବୁ ଇଚ୍ଛା ପୁର୍ଣ୍ଣ ହୁଏ , ବିଶେଷ ରୁପରେ ଯେଉଁ ଲୋକଙ୍କର ସନ୍ତାନ ସନ୍ତତି ନଥାଏ , ସେମାନେ ନିଜର ମନୋକାମନା ଏଠି ହାସିଲ୍ କରିଥାନ୍ତି , ଯେଉଁ ଲୋକ ଏଠାକୁ ଆସି ଦର୍ଶନ କରନ୍ତି ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।
ଯଦି ଆମେ ଶାସ୍ତ୍ରନୁସାରେ ଦେଖିବା ତେବେ ସେହି ପୋଖରୀ ଅଛି ଯେଉଁଠି ଘୁଷ୍ମା ଦ୍ୱାରା ବନା ହୋଇଥିବା ଜ୍ୟୋତିଲିଙ୍ଗ ବିସର୍ଜନ କରିଥାଏ , ଏହି ପୋଖରି ପାଖରେ ନିଜ ପୁତ୍ରକୁ ଜିବିତ ଦେଖିଥିଲେ, ଏହି କାରଣରୁ ଏହି ସ୍ଥାନର ମହତ୍ତ୍ୱ ଓ ଅଧିକ ବଢିଯାଏ , ଯେଉଁ ଶ୍ରଦ୍ଧାଳୁ ଭଗବାନ ଭୋଳାନାଥଙ୍କ ଏହି ପବିତ୍ର ଧାମରେ ନିଜ ମନୋକାମନା ନେଇକରି ଆସେ , ତାହାର ସବୁ ଇଚ୍ଛା ପୁରା ହୋଇଥାଏ , ଏହି ମନ୍ଦିରରେ ଲୋକ ଦେଶରୁ ନୁହେଁ ବିଦେଶରୁ ଦର୍ଶନ କରିବାକୁ ଆସିଥାନ୍ତି , ଯେବେ କି ମନୋକାମନା ପୁରା ହୋଇଯାଏ , ତେବେ ଭଗବାନ ଭୋଳାନାଥ ଆଶିର୍ବାଦ ନେଇକରି ଚାଲିଯାଆନ୍ତି , ସେମିତି ଏହି ସ୍ଥାନରେ ଶ୍ରଦ୍ଧାଳୁଙ୍କ ବହୁତ ଭିଡ ଦେଖିବାକୁ ମିଳେ । କିନ୍ତୁ ଶ୍ରାବଣ ମାସରେ ଏଠାରେ ଅଧିକା ଭିଡ ଦେଖିବାକୁ ମିଳେ । ସବୁ ଶ୍ରଦ୍ଧାଳୁ ଏଠାରେ ଦର୍ଶନ କରିବାପାଇଁ ଆସିଥାନ୍ତି ।