୧ ଜୁଲାଇରୁ ବଦଳିଯିବ ୫ ଟି ଦରକାରି ଜିନିଷ ର ଦାମ , ସିଧା ସାଧାରଣ ଜନତାଙ୍କ ପକେଟ୍ ଉପରେ ପ୍ରଭାବ ପଡିବ – ଏବେ ଦେଖି ନିୟନ୍ତୁ..
ଆଗାମୀ ମାସରୁ ବ୍ୟାଙ୍କ୍ , ରୋଷେଇ , ଓ ପଇସା ସହ ଜଡିତ ଜିନିଷ ଉପରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ , ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡିପାରେ । ୧ ଜୁଲାଇରୁ ସବୁ ଜିନିଷର ଦରଦାମ୍ ବଢିପାରେ , ସେମିତି କିଛି ନିୟମ ବି ବଦଳିପାରେ ଯାହାର ପ୍ରଭାବ ରୋଷେଇରୁ ନେଇକରି ପକେଟ୍ ଉପରେ ପଡିପାରେ , ମିଡିଆ ରିପୋର୍ଟରୁ ଜଣାଯାଏ କି ୧ ଜୁଲାଇରୁ ୫ ଜୁଲାଇ ପର୍ଯ୍ୟନ୍ତ ଜବରଦସ୍ତ ପରିବର୍ତ୍ତନ ଦେଖାଦେବ , ଏହି ସବୁ ଜିନିଷ ଆପଣଙ୍କ ରୋଷେଇରେ ସାମିଲ୍ ଅଛି , ଯାହାର ପ୍ରଭାବ ପାରିବାରିକ ଜୀବନରେ ପଡିପାରେ , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେ ଜିନିଷ ଅଟେ ,ଯାହା ୧ ଜୁଲାଇରୁ ପରିବର୍ତ୍ତନର ଆଶା ଅଛି ।
ମହଙ୍ଗା ହେବ ରୋଷେଇ ଗ୍ୟାସ୍ : ସବୁ ମାସର ଜୁଲାଇ ମାସରେ ବି ଗ୍ୟାସ୍ ସିଲିଣ୍ତରର ଏକ ନୁଆ ଦାମ୍ ଜାରି କରାଯିବ , ଯାହାର ମୁତାବିକ ରୋଷେଇ ଗ୍ୟାସ ଦାମ୍ ବଢିପାରେ , କହିଦେବୁ କି ଜୁନ୍ ରେ ରୋଷେଇ ଗ୍ୟାସ୍ ଦାମ୍ ରେ ବୃଦ୍ଧି ଘଟିଛି, କିନ୍ତୁ ଆଉଥରେ ୧ ଜୁଲାଇରୁ ଏହାର ଦାମ୍ ବୃଦ୍ଧି ହେବ । ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିପାରେ ।
ବ୍ୟାଙ୍କ୍ ରେ ବଦଳିବ ନୁଆ ନିୟମ : ଆରବିଆଇ ନୁଆ ଗାଇଡ୍ ଲାଇନ୍ ଜରିଆରେ ଗ୍ରାହକଙ୍କୁ ଚେକ୍ ବୁକ୍ ଓ ଅନ୍ୟ ସୁବିଧା ଉପରେ ଦେବାରେ ଘୋଷଣା କରିଛନ୍ତି । ଏହା ଦ୍ୱାରା ଗ୍ରାହକ ନ୍ୟୁନତମ ରାଶି ରଖିବାର ପାଇଁ କହିପାରିବେ ନାହିଁ , ମତଲବ ସଫା କି ଚେକ୍ ବୁକ୍ ନେଲେ ଆପଣଙ୍କୁ ବ୍ୟାଙ୍କ୍ ରେ ନିଅମାନୁସାରେ ନ୍ୟୁନତମ ରାଶି ରଖିବାକୁ ପଡିବ ନାହିଁ ।
ସୁଧହାର ହେବ କମ୍ : ଯଦି ଆପଣ ଛୋଟ ସଞ୍ଚୟ କରୁଛନ୍ତି ତେବେ ଲାଭରେ ରହିବେ , ତେବେ ଆପଣଙ୍କୁ ଏହା ଝଟକା ଲାଗିବେ , ହଁ ଆଜ୍ଞା ୧ ଜୁଲାଇରୁ ଛୋଟ ଛୋଟ ସଞ୍ଚୟ ଉପରେ ସୁଧ ଦର କମ୍ ମିଳିବ , ଆପଣଙ୍କ ଲାଭ ବି କମ୍ ହେବ , କହିଦେବୁ କି ମୋଦୀ ସରକାର କ୍ଷୁଦ୍ର ସଞ୍ଚୟ ସ୍କିମ୍ ଉପରେ ସୁଧ ହାର କାଟିଛନ୍ତି , ଯାହାର ପ୍ରଭାବ ସାଧାରଣ ନାଗରିକ ଉପରେ ପଡିବ , ତାହା ସହ କହିଦେବୁ କି ଏହି ଦେଶର ଅର୍ଥବ୍ୟବସ୍ଥା ସୁଚାରୁ ଢଙ୍ଗରେ ଚଳାଇବାରେ କରାଯାଇଛି, ଯାହାକୁ ନେଇ ମୋଦୀ ସରକାର ଜଲଦି ହିଁ ଘୋଷଣା କରିବେ ।
କାର୍ ହୋଇଯିବ କିଣିବା ମହଙ୍ଗା : ଯଦି ଆପଣ କାର୍ କିଣିବା ପ୍ଲାନ୍ କରୁଛନ୍ତି ତେବେ ଜଲଦି କିଣିନିଅନ୍ତୁ କାରଣ ୧ ଜୁଲାଇରୁ କାର୍ ଦାମ୍ ବଢିପାରେ , ଅଧିକା ପଇସା ଦେବାକୁ ପଡିବ , ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଆଣ୍ତ ମହିନ୍ଦ୍ରା ନିଜ ପ୍ୟାସେଞ୍ଜର ଭେଇକିଲ୍ ଦାମ୍ ୩୬ ହଜାର ଟଙ୍କା ବଢୋତରି କରିଛନ୍ତି , ଯାହାର କାରଣରୁ ଏହି କମ୍ପାନୀର କାର୍ ସବୁଠାରୁ ମହଙ୍ଗା ହେବ , ଓ ନୁଆ ଦାଂ ଆଧାରରେ ଆପଣଙ୍କୁ ପଇସା ଭରଣା କରିବାକୁ ପଡିବ ।
RTGS ଓ NEFT ଉପରେ ନେଇକରି ବଦଳିଛି ନିୟମ :
ଯଦି ଆପଣ ଅନଲାଇନ୍ ଲେଣଦେଣ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ଅଟେ ,ଏବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ମନି ଟ୍ରାନ୍ସଫର୍ ଉପରେ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ ନାହିଁ , ଯାହାକି ୧ ଜୁଲାଇ ରୁ ଲାଗୁହେବ , କହିଦେବୁ କି RBI ପଇସା ଟ୍ରାନ୍ସଫର୍ କରିବାର ଶୁଳ୍କ ୧ ଜୁଲାଇରୁ ସମାପ୍ତ କରିବାର ଘୋଷଣା କରିଛି, ଯାହାକୁ ଏବେ ଡିଜିଟାଲ୍ ଲେଣଦେଣରେ ବହୁତ ଲାଭ ହେବ , ଓ ନୁଆ ଭାରତ ଡିଜିଟାଲ୍ ଇଣ୍ତିଆ ତରଫରୁ ଏକ ପାଦ ଆଗକୁ ବଢିଯିବ ।