December 23, 2024

Odia Express

Leading Odia News Portal of Odisha

ଭଗବାନ ଶ୍ରୀକୃଷ୍ଣ କହିଥିଲେ ତୁମେ ନିରାଶ କାହିଁକି ହେଉଛ ? ମୋର ଏହି ୭ ଟି ବଚନ ମନେ ରଖିବ , ତୁମର ସବୁ ଦୂଃଖ କଷ୍ଟ ମୁଁ ଲାଘବ କରିବି…

ବନ୍ଧୁଗଣ ! ଆଜି ମୁଁ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବଚନ ବିଷୟରେ କହିବାକୁ ଯାଉଛି , ଯଦି ଆପଣ ଏହି ଅନମୋଲ୍ ବଚ୍ଚନକୁ ନିଜ ଜୀବନରେ ଲଗାଇବେ ତେବେ ଆପଣଙ୍କ ଭାବନା ବଦଳିଯିବ , ଓ ନିଜ ଜୀବନ ଭଲରେ କଟିବ । ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଆମେ ସମସ୍ତେ ଶୁଣିଥିବା ଓ ବହୁତ ପଢିଛେ ବି ମଧ୍ୟ , ଭଗବାନ ଶ୍ରୀକୃଷ୍ଣ ୧୦୮ ଟି ନାଁରୁ ଜଣାଯାଏ , ଭଗବାନ ଶ୍ରୀକୃଷ୍ଣଙ୍କ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ନାଁରେ ଜଣାଯାଏ , ଶ୍ରୀକୃଷ୍ଣଙ୍କ ବାପାଙ୍କ ନାଁ ବାସୁଦେବ ଥିଲା, ଆଜୀବନ ବାସୁଦେବ ନାଁରେ ଜଣାଯାଉଥିଲା , ତେବେ ଆସନ୍ତୁ ସେହି ଅକାଟ୍ୟ ବଚନ ବିଷୟରେ ଅଧିକା ଜାଣିବା ।

 

୧) କର୍ମର ଫଳ ବ୍ୟକ୍ତିକୁ ସେହିପରି ଖୋଜିପାରେ  ,ଯେମିତି ବାଛୁରୀ ଶତାଧିକ ଗାଇ ମଧ୍ୟରୁ ନିଜ ମାକୁ ଖୋଜିପାଇଥାଏ ।

୨) ଆତ୍ମା ନା ଜନ୍ମ ନେଇଥାଏ , ନା ମରିଥାଏ , ନା ଏହାକୁ ଜଳାଇପାରିବେ , ନା ହିଁ ପାଣିରେ ଓଦା କରିପାରିବେ , ଆତ୍ମା ଅମର ଓ ଅବିନାଶ ଅଟେ ,

୩) ମୁଁ କାହାର ଭାଗ୍ୟ ନିର୍ଣ୍ଣୟ କରେ ନାହିଁ , ମୁଁ ହିଁ ନା କାହାର କର୍ମର ଫଳ ଦେଇଥାଏ ,

୪) ଯେଉଁ ବ୍ୟକ୍ତି କିମ୍ବା ବ୍ୟକ୍ତି ନିଜ କର୍ମ ଦ୍ୱାରା ଭାଗ୍ୟ ନିର୍ଣ୍ଣୟ କରିଥାଏ ।

 

୫) ଆତ୍ମା ପୁରୁଣା ଶରୀରକୁ ତ୍ୟାଗ କରିଥାଏ , ଯେପରି ମନୁଷ୍ୟ କପଡା ବାହାର କରି ନୁଆ କପଡା ଧାରଣ କରିଥାଏ ।

୬) ତୁମର କଣ ଗଲା , ତୁମେ କାହିଁକି କାନ୍ଦୁଛ , ତୁମେ କଣ ନେଇକରି ଆସିଥିଲ , ତୁମେ କଣ ହରାଇଯିବ , ତୁମକୁ କଣ ଜନ୍ମ କରିଥିଲ , ଯାହା ନାଶ ହୋଇଗଲା ,ନା କିଛି ତୁମେ ନେଇକରି ଆସିଥିଲ, ନା କିଛି ନେବ , ଯାହା ନେଇଛ ଏଠାରୁ ନେଇଛ , ଯାହା ଦେଇଛ ଏଠାରେ ଦେଲ , ଯାହା ନେଇଛ ଏହି ଇଶ୍ୱରଙ୍କର ଠାରୁ ନେଇଛ , ତାଙ୍କୁ ହିଁ ଦେଲ

 

୭) ଯାହା ହେଲା ଭଲ ପାଇଁ ହେଲା , ଯାହା ହେଉଛି ଭଲ ପାଇଁ ହେଉଛି , ଯାହା ହେବ ଭଲ ପାଇଁ ହିଁ ହେବ , ତୁମେ ଭୁତ ପଶ୍ଚାତାପ କରନାହିଁ, ଭବିଷ୍ୟର ଚିନ୍ତା କର ନାହିଁ , ବର୍ତ୍ତମାନ ରେ ଚାଲ ।

Leave a Reply

Your email address will not be published. Required fields are marked *