October 20, 2024

Odia Express

Leading Odia News Portal of Odisha

ସାବଧାନ – ଶରୀରରେ ଟାଟୁ ବନାଇବା ପୂର୍ବରୁ ଭାବିନିଅନ୍ତୁ , ନହେଲେ ଏହିସବୁ ଚାକିରି ହରାଇବସିବେ ଆପଣ..

ଆଜି କାଲି ଯୁବାଙ୍କ ମଧ୍ୟରେ ନିଜକୁ ଟିକିଏ ଅଲଗା କରିବାର ସଉକ ରହିଥାଏ , ସେ ନିଜ ସଉକ ପୁରା କରିବାକୁ ନୁଆ ଡିଜାଇନର୍ ଟାଟୁ ଶରୀରରେ ଖୋଦାଇଥାନ୍ତି , ଏବେ କିନ୍ତୁ ଖବର ଆସିଛି କି ଯଦି ଆପଣ ଶରୀରରେ ଟାଟୁ କରିଲେ ତେବେ ବହୁତ ସାରା ସରକାରୀ ପଦବୀରୁ ବହିସ୍କୃତ ହୋଇପାରନ୍ତି , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ଯଦି ଆପଣ ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଶରୀରରେ କେଉଁ ଭାଗରେ ଟାଟୁ ରହିଲେ ଏହା ଆପଣଙ୍କ କାମକୁ ଅଧା କରିଦେବ , ଗତ ବର୍ଷ ଏୟାରଫୋର୍ସ ପଦବୀର ଏୟାର୍ ମ୍ୟାନ୍ ପଦବୀରୁ ଗୋଟେ ଛାତ୍ରକୁ ଏଥିପାଈଁ ବାହାର୍ କରିଦିଆଯାଇଥିଲା କାରଣ ସେ ନିଜ ଶରିରରେ ଟାଟୁ ଖୋଦାଇଥିଲା , ବାହାରି ଆସିବାପରେ ଛାତ୍ର ଏହି କେସ୍ କୁ ହାଇକେର୍ଟରେ ପେଶ୍ କରିଥିଲା , ଯାହା ଦ୍ୱାରା ଏହି ମାମଲାକୁ ଖାରିଜ୍ କରାଗଲା ,

 

ସେମିତି ଆଇଏଏଫ୍ ମାମଲା ଏହାର ନିୟମ ଓ ଦଖଲ ଉପରେ କରିପାରିବ ନାହୀଁ , ଚାଲନ୍ତୁ ଜାଣିବା ପୁରା ଘଟଣା ସଂମ୍ପର୍କ ବିଷୟରେ । ଗତ ବର୍ଷ ସରକାରଙ୍କ ତରଫରୁ ୨୦୧୬ ରେ ଭ୍ୟାକେନ୍ସି ବାହାରିଥିଲା , ଯାହାକୁ ନେଇକରି ଦାୟର କରିଥିବା ଛାତ୍ର ଛାତ୍ରୀମାନେ ସେହି ବର୍ଷ ଫର୍ମ ଭରିଥିଲେ , ୨୦୧୭ ରେ ତାହାର ଫଳାଫଳ ଆସିଥିଲା , ରେଜଲ୍ଟ ମୁତାବିକ ତାଙ୍କ ମେଡିକାଲ୍ ଯାଞ୍ଚ କରିବାପରେ ସେମାନେ ପରୀକ୍ଷା ପାସ୍ ତ କରିନେଲେ କିନ୍ତୁ ଯେବେ କଲ୍ ଲେଟର୍ ଆସିଲା ତେବେ ସେହି କଲ୍ ଲେଟର୍ ଜଏନ୍ କରିବା ପୁର୍ବରୁ ଏୟାରଫୋର୍ସ ଅଧିକାରୀ ତାଙ୍କୁ ବାହାର କରିଦେଇଥିଲେ । ଏହି କାରଣରୁ କ୍ୟାଣ୍ତିଡେଟ୍ ମାନେ ନିରାଶ ହୋଇ କୋର୍ଟରେ ମାମଲା ଦାୟର କରିଥିଲେ,  କିନ୍ତୁ ଅଦାଲତ ଏହାକୁ ଖାରିଜ୍ କରିଦେଇଥିଲା ।

 

ଯେମିତି କି ଏୟାରଫୋର୍ସ କାନୁନ୍ ମୁତାବିକ ଟ୍ରାଇବଲ୍ ଜାତି ଓ ଜନଜାତି ଲୋକଙ୍କ ପାଇଁ ଏହି ଛାଡ ମିଳିଥାଏ କି ସେହି ବର୍ଷରୁ ଚାଲୁଥିବା ପରମ୍ପରା ଓ ଯୁବାବସ୍ଥା ନିଜ ନୀତିକୁ ପୁରା କରିବା ପାଈଁ ଜରୁରୀ ହୋଇଥାଏ , ଏମିତି କୁହାଯାଏ କି ଟ୍ରାଇବଲ୍ ଜନଜାତି ଲୋକେ ଟାଟୁ କରିବାର ନିୟମ ଅଧିକା ନାହିଁ , ସେହି ନିୟମ ମୁତାବିକ ଯଦି ଆପଣଙ୍କ ହାତରେ ଟାଟୁ ଅଛି ତେବେ ହାତର ଭାଗ କହୁଣୀ ଓ ମଧ୍ୟରେ ହୋଇଥିବା ଦରକାର ।

 

ଟ୍ରାଇବଲ୍ ଲୋକଙ୍କୁ ଏହି ସବୁ ଛାଡ ଦିଆଯିବାପରେ ଉପରେ ଏୟାରଫୋର୍ସ ଅଧିକାରି ସେହି ଅଧିକାରୀଙ୍କ ଦ୍ୱାରା ତୟ କରାଯାଏ , ସେ କେଉଁ କ୍ୟାଣ୍ତିଡେଟ୍ ଅଟନ୍ତି , ସେମାନେ କିପରି ସିଲେକ୍ଟ ହେବେ , ଏହା ଏୟାରଫୋର୍ସ କ୍ୟାଣ୍ତିଡେଟ୍ ଙ୍କ ଉପରେ ଏୟାରଫୋର୍ସ ଅଧିକାରୀଙ୍କ ଉପରେ ନ୍ୟସ୍ତ ଥାଏ , ବାୟୁସେନା , ସ୍ଥଳ ସେନା , ଜଳସେନା କମାଣ୍ତୋ ନିଜ ସୁରକ୍ଷା ଏଜେନ୍ସି ଦ୍ୱାରା ଆସୁଥିବା ପୋଷ୍ଟ ଶରୀରର ଉପରେ ଟାଟୁ ହେବା ଅସୁବିଧା ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *