October 20, 2024

Odia Express

Leading Odia News Portal of Odisha

ସୁପ୍ରିମ କୋର୍ଟଙ୍କ ସବୁଠୁ ବଡ ନିଷ୍ପତି – ଏବେ ମା ବାପାଙ୍କୁ ଟିକେ ମଧ୍ୟ ହଇରାଣ କଲେ ସିଧା ଜେଲ୍ ହେବ …

ଜମାନା ବଦଳିଯାଇଛି ଓ ଦିନ ପ୍ରତିଦିନ ଖରାପ ହେବାରେ ଲାଗିଛି , ଆଜି କାଲି ଏହି ପ୍ରାକ୍ଟିକାଲ୍ ଓ ବ୍ୟସ୍ତ ଜମାନାରେ ଛୁଆଙ୍କ ପାଖରେ ମା ବାପାଙ୍କ ପାଇଁ ସମୟ ନାହିଁ , ଏତିକି ନୁହେଁ ବହୁତ ଏମିତି ଛୁଆ ଅଛନ୍ତି , ଯାହାଙ୍କୁ ମା ବାପାଙ୍କ ସଂମ୍ପତ୍ତି ନୁହେଁ ତାଙ୍କର ସଂମ୍ପତ୍ତି ଦରକାର , ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କ ପାଇଁ ମା ବାପା ସବୁ ଜିନିଷ ଠାରୁ ବଡ ହୋଇଥାନ୍ତି , ଯାହାଙ୍କୁ ସଂମ୍ପତ୍ତି ନୁହେଁ , କେବଳ ମା ବାପା ଦରକାର ।ଆଜିକାଲି ଆଧୁନିକ ହେଉଥିବା ଭାରତର ବିଡମ୍ବନା ଏହି କି ଯେ ଅନ୍ୟ ଧରଣର ଛୁଆଙ୍କ ମାତ୍ରା ହ୍ରାସ ପାଉଛି , ଆଜିର ଛୁଆ ନିଜ ବାପା ମାଙ୍କୁ ବୋଝ ସଦୃଶ ବୋଲି ଭାବୁଛନ୍ତି , ମା ବାପାଙ୍କ ସେବା କରିବା ପାଇଁ ଏବେ କାନୁନ୍ ବିହାରରେ ଆରମ୍ଭ ହୋଇସାରିଛି , ଜାଣନ୍ତୁ କଣ ଅଛି କାନୁନ୍ । ଏହି କାନୁନ୍ ରେ ବୁଢା ବାପା ମାଙ୍କ ପାଇଁ ସେବା କରିବାକୁ ବାଧ୍ୟ ।

 

କହିଦେବୁ କି ଏମିତି ନକଲେ ଜେଲ୍ ହୋଇପାରେ , ଏହା ଛଡା ମା ବାପାଙ୍କୁ ହଇରାଣ କଲେ ଆଇନଗତ କାର୍ଯ୍ୟନୁଷ୍ଠାନ ହେବ , ଏହାପାଇଁ ଜୋରିମାନା ୫୦୦୦ ହଜାର ଦେବାକୁ ହେବ । ମା ବାପାଙ୍କୁ ହଇରାଣ କଲେ ୩ ମାସ ଜେଲ୍ ହୋଇପାରେ , ଏହାପାଇଁ ବେଲ୍ ହୋଇପାରିବ ନାହିଁ , ଏହା ଛଡା ମା ବାପାଙ୍କ ସଂମ୍ପତ୍ତି ଉପରେ ପ୍ରାବଧାନ କରାଯାଇଛି , ଯାହାର ମୁତାବିକ ଛୁଆଙ୍କ ସଂମ୍ପତ୍ତି ତେବେ ମିଳିବ ଯେବେ ବାପା ମା ତାଙ୍କ ସାଙ୍ଗରେ ରହିବେ , କହିଦେବୁ କି ସଂମ୍ପତ୍ତି ନିଜ ନାଁ ହେବାପରେ ମା ବାପାଙ୍କୁ ଘରୁ ବାହାର କଲେ ଏହା ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ।

କହିଦେବୁ କି ଦେଶରେ ପ୍ରାୟ ୩୦ ପ୍ରତିଶତ ମା ବାପା ଅତ୍ୟାଚାରର ଶିକାର ହୋଇଛନ୍ତି , ଓ ଅଧିକାଂଶ ମାମଲା ବୟସ୍କ ଲୋକଙ୍କର ଅଟେ , ୩୯ ପ୍ରତିଶତ ବୟସ୍କ ଲୋକଙ୍କର ବୋହୁଙ୍କ ଦ୍ୱାରା ଦାୟିତ୍ୱ ହିନତା ବୋଲି ମାନାଯାଇଛି ।

 

୩୮ ପ୍ରତିଶତ ମାମଲା ପୁଅମାନଙ୍କର ଅଛି , ୨୦ ପ୍ରତିଶତ ଝିଅମାନେ ନିଜ ବାପା ମାଙ୍କୁ ହଇରାଣ କରୁଥିବାର ଜଣାଯାଏ , ୩୫ ପ୍ରତିଶତ ମାମଲା ନିଜ ପରିଜନଙ୍କ ଠାରୁ ମାଡ ଖାଇବା ଶିକାରହେବାକୁ ପଡିଥାଏ , ସେମିତି ୭୯ ପ୍ରତିଶତ ଅପମାନିତ ଶିକାର ହୋଇଥାନ୍ତି , ଏହା ଛଡା ଦେଶର ୭୬ ପ୍ରତିଶତ ମା ବାପା ଗାଳି ଓ ନାନାପ୍ରକାରର ଭାଷା ଶୁଣୁଛନ୍ତି ,

 

ଦେଶ ର ଛୋଟ ସହରର ହେଉ ଗାଁ ହେଉ କିମ୍ବା ବଡ ସହର ହେଉ , ମା ବାପାଙ୍କ ହାଲାତ ସବୁ ଜାଗାରେ ଗୋଟେ ପରି ଥାଏ , ସବୁଦିନ ପ୍ରତାଡନା , ସବୁଦିନ ଅପମାନ , ତାପରେ ମାମଲା ସଂମ୍ପତ୍ତିର ହେଉ କିମ୍ବା ଆଗାମୀ ପିଢିର ସେହି ସଂମ୍ପତ୍ତି ବନାଇବା ମା ବାପାଙ୍କ ଯତ୍ନ ନେବା , ଛୁଆଙ୍କ ହାତରେ ହୋଇଥାଏ , ଏହା ଜରୁରୀ ଅଟେ ଛୁଆଙ୍କୁ ବୁଝାଇବା ମା ବାପାଙ୍କ ଜୀବନରେ ଆଗକୁ ବଢିବାର ସିଢି ଅଟେ , ତାଙ୍କୁ ସ୍ନେହ ଶ୍ରଦ୍ଧା କରି ତାଙ୍କ ସହ ପ୍ରେମ କରିବା ଉଚିତ୍ , ତାଙ୍କ ଯତ୍ନ ନେବା ଉଚିତ୍ ।

 

Leave a Reply

Your email address will not be published. Required fields are marked *