December 23, 2024

Odia Express

Leading Odia News Portal of Odisha

ଷ୍ଟାଡିୟମ୍ ବାହାରେ ଚାହା ବିକ୍ରି କରୁଥିଲେ ଧୋନୀଙ୍କ ସାଙ୍ଗ , ଧୋନୀ ଦେଖିକରି କରିଲେ ଏପରି କାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ..

କୁହନ୍ତି ନା ସଚ୍ଚା ସାଙ୍ଗ ସେମାନେ ହୁଅନ୍ତି ଯେଉଁମାନେ ସଫଳତାର ପାହାଞ୍ଚରେ ପହଞ୍ଚିଯାଆନ୍ତି , ଓ ଯେତେ ବି ସଫଳତା ମିଳିଯାଉ , ସେମାନେ ଯେତେ ବି ସାଙ୍ଗ ମିଳିଲେ ବି ନିଜ ସାଙ୍ଗଙ୍କୁ ନ ଭୁଲନ୍ତୁ , ବରଂ ଖୁସିରେ କୁଣ୍ତାଇ ପକାନ୍ତୁ , ଆମେ କଥା ହେଉଛେ ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ଏହି ବଡ ସେଲିବ୍ରେଟି ଅଛନ୍ତି ଯିଏକି ଆଗରୁ ବହୁତ ବଡ ଗରିବ ପରିବାରରୁ ଥିଲେ , ଜଣେ ସାଧାରଣ ମଣିଷ ସେଲିବ୍ରେଟି ହେବାପରେ ଧୋନୀ ବହୁତ ହିଁ ଭଲ ସ୍ୱଭାବର ଥିଲେ , ଓ ସେ କେବେ ନିଜ ସ୍ୱଭାବକୁ ନେଇ ଗର୍ବ କରିନାହାନ୍ତି ।

 

ଏବେ କିଛି ଏପରି ଦେଖିବାକୁ ମିଳିଲା ଯାହା ପ୍ରମାଣିତ କରିଦେଲା । ପଇସା ସବୁ କିଛି ହୋଇନଥାଏ , କହିଦେବୁ କି କୋଲକାତାରେ ଧୋନୀଙ୍କ ଏକ ପୁରୁଣା ସାଙ୍ଗ ମିଳିଗଲା । ଯିଏ ଷ୍ଟେସନରେ ଚାହାର ଦୋକାନ ଚଲାଇଥାଏ , ଯେବେ ଧୋନୀ ତାଙ୍କୁ ଦେଖାକଲେ ତେବେ ସେ ତାଙ୍କୁ ଅଣଦେଖା କଲେ ନାହିଁ । ଦେଖକରି ବହୁତ ଖୁସି ହେଲେ , ଓ କୁଣ୍ତାଇପକାଇଲେ , ଧୋନୀ ନିଜର ସବୁବେଳେ ଖୁସି ମିଜାଜ ସ୍ୱଭାବ ପାଇଁ ଜଣାଯାଆନ୍ତି ।

 

ଧୋନୀ ବିଜୟ ହଜାର ଟ୍ରଫି ପାଇଁ କୋଲକାତାରେ ଥିଲେ । ସେହି ସମୟରେ ଷ୍ଟାଡିୟମ୍ ବାହାରେ ସେ ଡ୍ରେସିଙ୍ଗ୍ ରୁମ୍  ବାହାରେ ଠିଆ ହୋଇଥିବା ଜଣେ ବ୍ୟକ୍ତିକୁ ଦେଖିଲେ । ଧୋମାସ୍ ନାମକ ଜଣେ ବ୍ୟକ୍ତି ଧୋନୀଙ୍କୁ ଦେଖା କରିବାକୁ ଠିଆ ହୋଇଥିଲା,  ଧୋନୀ ତାଙ୍କୁ ଦେଖିକରି ତୁରନ୍ତ ଚିହ୍ନିପାରିଥିଲେ,  ଓ ତାଙ୍କୁ କୁଣ୍ତାଇପକାଇଲେ , ତାପରେ ଥୋମାସ୍ ଙ୍କ ସଅହ ଡିନର୍ କରି ହୋଟେଲ୍ ନେଇଗଲେ , ଏହାପରେ ଧୋନୀଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି , ସେ ନିଜର ଆଦର୍ଶଙ୍କ ଏହି ପରି ଦରିଆଦିଲ୍ଲି ଦେଖିକରି ଯାହାକୁ ହେଲେ ବି ପସନ୍ଦ ଆସିବ ।

 

ଧୋନୀଙ୍କୁ ଦେଖାକରିବାପରେ ଥୋମାସ୍ ବହୁତ ଖୁସି ଲାଗୁଛନ୍ତି , ଥୋମାସ୍ ଖଡଗ୍ ପୁର୍ ଷ୍ଟେସନରେ ଚାହାର ଦୋକାନ କରିଛନ୍ତି , ଥୋମାସ୍ କହିଲେ କି ଯେବେ ଧୋନୀ ଖଡଗପୁର୍ ଷ୍ଟେସନରେ ପୋଷ୍ଟିଙ୍ଗ୍ ହୋଇଥିଲେ । ତେବେ ଠାରୁ ସେ ତାଙ୍କୁ ଜାଣିଥିଲେ । ଧୋନି ଯେବେ ଏହି ଷ୍ଟେସନରେ ଟିସି କାମ କରୁଥିଲେ ସେ ଦିନକୁ ଦୁଇ ତିନିଥର ଚାହା ପିଇବାକୁ ନିଶ୍ଚିତ ଆସୁଥିଲେ,  ଧୋନୀଙ୍କୁ ଦେଖା କରିବାକୁ ତାଙ୍କର ୧୧ ଜଣ ସାଙ୍ଗ ସେଠାରେ ପହଞ୍ଚିଥିଲେ।  ଓ ଏହି ସାଙ୍ଗ ସେବେଠାରୁ ଅଛନ୍ତି ଯେବେ ଧୋନୀ କ୍ରିକେଟ୍ ରେ ପାଦ ଦେବାପାଇଁ ସଂଘର୍ଷ କରୁଥିଲେ,  ଏହାଛଡା ସେ ଖଡଗପୁରରେ ନିଜ ପୁରୁଣା ସାଙ୍ଗଙ୍କୁ ପାର୍ଟି ଦେଇଛନ୍ତି । କୁହନ୍ତି କି ଯେଉଁ ମଣିଷ ନିଜ ଅସୁବିଧାର ସମୟରେ ସାଙ୍ଗଙ୍କୁ ଭୁଲ୍ ନାହିଁ , ସେ ଜୀବନରେ କେବେ ହାର୍ ର ସାମ୍ନା କରିବ ନାହିଁ । ଧୋନୀ ତାଙ୍କ ମଧ୍ୟରୁ ଜଣେ ଅଟନ୍ତି ।

Leave a Reply

Your email address will not be published. Required fields are marked *