October 19, 2024

Odia Express

Leading Odia News Portal of Odisha

ମାତ୍ର ୩ ଦିନରେ ସୁଗର୍ ବା ଡାଏବେଟିସ ରୋଗକୁ ମୂଳରୁ ଦୂର କରିଥାଏ ଭେଣ୍ତି , ଖାଲି ଖାଇବାର ସଠିକ୍ ତରିକା ଜାଣି ନିୟନ୍ତୁ…

ଯଦି ଆପଣଙ୍କର କେହି ସଂମ୍ପର୍କିୟ କିମ୍ବା ନିଜ ପରିବାରରେ କେଉଁ ସଦସ୍ୟ ସୁଗର ପରି ରୋଗରେ ରୋଗ୍ରାକ୍ରାନ୍ତ ଅଛନ୍ତି । ତେବେ ଆଜି ଆମେ କିଛି ଘରୋଇ ଓ ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଚିକିତ୍ସା ହୋଇପାରିବ , ଯଦି ଆପଣ ଭେଣ୍ତିକୁ ତିନୋଟି ଭାଗରେ କାଟି ଦେବେ , ଭେଣ୍ତି ମଧ୍ୟରେ ଛୁରି ମାଧ୍ୟମରେ ଲମ୍ବା ଭାବରେ ଚିରି ଦେବେ , ତେବେ ଭେଣ୍ତି ମଧ୍ୟରେ ଥିବା ଲାଳ ସହଜରେ ବାହାରକୁ ବାହାରିଯିବ , ଏବେ ତିନୋଟି ଭେଣ୍ତିକୁ ରାତିରେ ଗୋଟେ ଗିଲାସ ପାଣିରେ ବୁଡାଇ ରଖନ୍ତୁ , ସକାଳୁ ଗୋଟେ ଘଣ୍ଟା ପରେ ଯେବେ ଆପଣ ଜଳଖିଆ କରିସାରିବେ ତେବେ ତାକୁ ବାହାର କରିଦିଅନ୍ତୁ , ଓ ସେହି ପାଣିକୁ ବିନା ହଲାଇ ପିଇଦିଅନ୍ତୁ , ୧ ଘଣ୍ଟା ପରେ ସୁଗର୍ ଚେକ୍ କରନ୍ତୁ , ଯଦି ଆପଣଙ୍କର ସୁଗର୍ ୩୦୦ ରୁ ଅଧିକା ଆସେ ତେବେ ଏହି ପାଣିକୁ ତିନି ଦିନ ଯାଏଁ ପିଇଲେ ୧୫୦ ରୁ କମ୍ ହୋଇଯିବ ।

 

ଏହି ଉପାୟକୁ ମାମୁଲି ଭାବିକରି ଅଣଦେଖା କରନ୍ତୁ ନାହିଁ , ଏହି ପ୍ରକିୟା ବହୁତ ଆଶ୍ଚର୍ଯ୍ୟଜନକ ଫଳ ଦେଇଥାଏ , ଓ ଅନ୍ୟ ମାନଙ୍କୁ କୁହନ୍ତୁ , ଗର୍ଭବତୀ ମହିଳାଙ୍କୁ ଭେଣ୍ତିର ସେବନ ପାଇଁ କୁହାଯାଇଥାଏ , କାରଣ ଏହିଥିରେ ଭିଟାମିନ୍ ବି ମିଳିଥାଏ , ଯାହା ଗର୍ଭରେ ଥିବା ଭ୍ରୁଣକୁ ବିକାଶ ପାଇଁ ବହୁତ ଲାଭକାରୀ ହୋଇଥାଏ , ତା ସହ ଏହାକୁ ପିଇଲେ ଏସିଡ୍ ଆପଣଙ୍କ ଗର୍ଭପାତ ଆଶଙ୍କାକୁ ଦୂର କରିଥାଏ ।

 

ଭେଣ୍ତି ଆପଣଙ୍କର ଲିଭରକୁ ସଫା ରଖିଥାଏ , ଏହାର ସେବନ ଆପଣ ଲିଭର ମଧ୍ୟରେ ଫ୍ୟାଟ୍ସ ଜମା ହେବାରୁ ରୋକି ଥାଏ , ଯାହା ଦ୍ୱାରା ଲିଭର ସଂବନ୍ଧିତ କିଛି ବି ରୋଗ ହୁଏ ନାହିଁ । ଭେଣ୍ତିର ନିୟମିତ ସେବନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ , ଏହାକୁ ଛୁଆଙ୍କ ଆହାରରେ ସାମିଲ୍ କରିବା ଉଚିତ୍ , ଏଥିରେ ମିଳୁଥିବା ଭିଟାମିନ୍ ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ସକୁ ସୁଚାରୁ ରୁପେ କାମ କରିବାରେ ସାହାଯ୍ୟ କରିଥାଏ , ଯାହା ଦ୍ୱାରା ସଂକ୍ରମଣ ସହ ଲଢିବାରେ ଆପଣଙ୍କ କ୍ଷମତା ବୃଦ୍ଧି ହୁଏ ।

Leave a Reply

Your email address will not be published. Required fields are marked *