October 19, 2024

Odia Express

Leading Odia News Portal of Odisha

“ସାହୋ” ର ସୁଟିଂ ପରେ ବାହା ହୋଇଯିବେ ବାହୁବଳୀ ପ୍ରଭାସ, ଜାଣନ୍ତୁ କିଏ ଅଟନ୍ତି ପ୍ରଭାସଙ୍କ ହେବାକୁ ଥିବା କନ୍ୟା…

ବାହୁବଳୀ ଫିଲ୍ମ ନା କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆଁରେ ଲୋକପ୍ରିୟ ଓ ସୁପରହିଟ୍ ଫିଲ୍ମ ହିସାବରେ ଜଣାଯାଏ , ଲକ୍ଷାଧିକ ଓ କୋଟିଏ ଲୋକଙ୍କ ହୃଦୟକୁ ଛୁଇଁଥିବା ଅଭିନେତା ଏବେ କିଛି ଏପରି କାମ କରୁଛନ୍ତି ଯାହାକୁ ଶୁଣିଲେ ଦର୍ଶକ ଚକିତ ହୋଇଯିବେ , ଏବେ ପ୍ରଭାସଙ୍କର ବାହା ହେବା ଖବର ଚାରିଆଡେ ପ୍ରଚାର ହେଉଛି , କିନ୍ତୁ କିଛି ପକ୍କା ଖବର ହସ୍ତଗତ ହୋଇନାହିଁ , ପ୍ରଭାସ ଏହିଦିନରେ ଫିଲ୍ମ ସାହୋ ର ସୁଟିଂରେ ବ୍ୟସ୍ତ ରହୁଛନ୍ତି , ଏହି ମଧ୍ୟରେ ତାଙ୍କର ବାହାଘର ଖବର ଆସିବା ଘଟଣା ଯାହା ଦ୍ୱାରା ଲକ୍ଷେ ଝିଅଙ୍କର ମନରେ ଝଟକା ଲାଗିବ , ଏହି କଥା ପ୍ରଭାସଙ୍କ ମାମୁଁ କହିଛନ୍ତି ,

 

ପ୍ରଭାସଙ୍କ ମାମୁଁ କୃଷ୍ଣନମ୍ ରାଜୁ ଏହି କଥାକୁ ଖୁଲାସା କରିଦେଲେ କି ପ୍ରଭାସ ସାହୋ ସୁଟିଂ ପୁରା କରିବା ପରେ ବାହା ହୋଇଯିବେ , ସେ ଏହି କଥା ସଫା କରିଦେଲେ କି ଏବେ ପ୍ରଭାସ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି , ଓ ଫିଲ୍ମ ପୁରା ହୋଇସାରିଲା ପରେ ସେ ବିବାହ କରିନେବେ । କହିଦେବୁ କି ପ୍ରଭାସଙ୍କ ମାମୁଁ କୃଷ୍ଣନମ୍ ରାଜୁ ସାଉଥ୍ ର ଜଣେ ବଡ ଷ୍ଟାର୍ ଅଟନ୍ତି , ତାଙ୍କୁ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ରିବେଲ୍ ଷ୍ଟାର୍ ହିସାବରେ ଜଣାଯାଇଥାଏ , ସେ ନିଜ ୭୯ ତମ ଜନ୍ମଦିନରେ ଏହି କଥାକୁ ଖୁଲାସା କରିଦେଲେ କି ପ୍ରଭାସ ବିବାହ କରିବାକୁ ଯାଉଛନ୍ତି ,

 

କୃଷ୍ଣନମ୍ କହିଲେ କି ସାହୋର ସୁଟିଂ ଶେଷ ହେବାପରେ ତାଙ୍କର ଭଣଜା ବିବାହ କରିନେବେ ବୋଲି , ବାହୁବଳୀ ସମୟରୁ ପ୍ରଭାସଙ୍କ ବାହାହେବା ଖବର ସାମ୍ନାକୁ ଆସିଥିଲା , ଫିଲ୍ମର ସଫଳତା ପରେ ୬୦୦୦ ରୁ ଅଧିକା ପ୍ରସ୍ତାବ ଆସିଥିଲା , କିନ୍ତୁ ପ୍ରଭାସଙ୍କ ମାମୁଁଙ୍କର ଦ୍ୱାରା ଦିଆଯାଇଥିବା ବୟାନରୁ କିଛି ବି ସାମନାକୁ ଆସିନାହିଁ ,

 

କହିଦେବୁ କି କୃଷ୍ଣନମ୍ ବାହାଘର କଥା କହିଥିଲେ , କିନ୍ତୁ ପ୍ରଭାସ କନ୍ୟାର ନାଁ କିଛି ବି ଖୁଲାସା କରିନାହାନ୍ତି , ପ୍ରଭାସଙ୍କ ନାଁ ସବୁବେଳେ ତାଙ୍କ ସହ ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କ ସହ ଯୋଡାଯାଈଥାଏ , କିନ୍ତୁ ସେ ଏହି ସଂମ୍ପର୍କକୁ ସେ ସବୁବେଳେ ବନ୍ଧୁତା ବୋଲି କହିଆସିଛନ୍ତି , ଓ ସେ କେବେ ଖୋଲି କରି କହିନାହାନ୍ତି କି ସେମାନେ ଉଭୟ ଉଭୟଙ୍କୁ ଡେଟ୍ କରୁଛନ୍ତି ବୋଲି ,

 

ବାହୁବଳୀ ଫିଲ୍ମରେ ଅନୁଷ୍କା ପ୍ରଭାସଙ୍କ ମା ଓ ସ୍ତ୍ରୀ ଭୁମିକାରେ ଅଭିନୟ କରିଥିଲେ , ଏହି ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରି ପୁରା ଦେଖିବାକୁ ମିଳିଥିଲା , ଯେଉଁଠି ଏକ ଖବର ମିଳିଥିଲା କି ସାହୋର ସୁଟିଂ ସମୟରେ ଅନୁଷ୍କାଙ୍କ ବହୁତଥର ଫୋନ୍ ଆସିଥିଲା , ପ୍ରଭାସ୍ ଯେବେ ବି ଆରାମ କରୁଥାନ୍ତି ସେତେବେଳେ ଅନୁଷ୍କା କହନ୍ତି କି ଧ୍ୟାନ ରଖିବା ପାଇଁ , ଏହାପରେ ଏହି ଖବର ପକ୍କା ହୋଇଯାଇଛି କି ଏହି ଦିନରେ ସେମାନେ ବନ୍ଧୁତାରୁ ଟିକେ ଆଗକୁ ଚାଲିଯାଇଛନ୍ତି ।

 

ଏବେ ରାଜମୌଲି ନିଜ ଝିଅ ବାହାଘରରେ ଯେଉଁଠି ବାହୁବଳୀ ଟିମ୍ ର ସବୁ କଳାକାରଙ୍କୁ ଡାକିଥିଲେ , ସେହି ସମୟରେ ଲୋକଙ୍କ ଧ୍ୟାନ ପ୍ରଭାସ ଓ ଅନୁଷ୍କାଙ୍କ ଉପରେ ଥିଲା , ସେମିତି ପ୍ରଭାସ କଫି ୱିଥ୍ କରନ୍ ଶୋ ରେ ଭାଗ ନେଇଥିଲେ , ପ୍ରଭାସ ବହୁତ ଲାଜକୁଳା ପ୍ରକୃତିର ଅଭିନେତା ଅଟନ୍ତି , କିନ୍ତୁ ପ୍ରଭାସ ଓ କରନ୍ ଜୋହର୍ ବହୁତ ମସ୍ତି କରିଥିଲେ , କରନ୍ ଜାଣିବାକୁ ଚାହୁଁଥିଲେ କି ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ କଣ ଅଛି , ଏହା ଉପରେ ପ୍ରଭାସ କହିଥିଲେ କି ସେମାନେ ଜଣେ ଭଲ ବନ୍ଧୁ ଅଟନ୍ତି , ସେମାନେ ଏହି କଥାରେ ପଛରେ କହିଲେ କି ସେ ମିଛ କହିଛନ୍ତି ବୋଲି , କିନ୍ତୁ ଏବେ ଯାହା ହେଉ ନା କାହିଁକି , ପ୍ରଭାସଙ୍କ ତରଫରୁ ଏହି କଥା ସ୍ପଷ୍ଟିକରଣ ହେଲେ ଏହି କଥାରେ ସତ୍ୟତା ଆସିବ ।

Leave a Reply

Your email address will not be published. Required fields are marked *