October 19, 2024

Odia Express

Leading Odia News Portal of Odisha

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିଥୁନଙ୍କ ଠାରୁ ବି ଅଟନ୍ତି ଆହୁରି ଅଧିକ ଷ୍ଟାଇଲିକ୍ସ ଓ ସୁନ୍ଦର ଅଟନ୍ତି , ଫଟୋ ଦେଖିଲେ ଝିଅମାନେ ଫିଦା ହୋଇଯିବେ…

ଫିଲ୍ମ ଦୁନିଆଁରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ଯଦି ନିଆ ହୁଏ ତେବେ ତାଙ୍କ ପରିଚୟ କହିବାପାଇଁ ଦରକାର ପଡେନି , ଆଜି ତାଙ୍କୁ ପୁରା ଦୁନିଆଁ ଜାଣିଛି , ଗୋଟେ ଜମାନା ଥିଲା ସେ ବଲିଉଡ୍ ଜଗତରେ ଏକ ଲୋକପ୍ରିୟ ଅଭିନେତା ଥିଲେ , ସେ ଜଣେ ଭଲ ଅଭିନେତା ସହ ଭଲ ଡ୍ୟାନ୍ସର ବି ଥିଲେ , ସେ ୧୬ ଜୁନ୍ ୧୯୫୦ କୁ କୋଲକାତାରେ ଜନ୍ମ ନେଇଥିଲେ , ମିଥୁନ ଚକ୍ରବର୍ତ୍ତୀ ବାସ୍ତବ ନାଁ ଗୌରବ ଚକ୍ରବର୍ତ୍ତି ଅଟେ , କିନ୍ତୁ ଫ୍ୟାନ୍ସ ମାନେ ତାଙ୍କୁ ମିଥୁନ ଚକ୍ରବର୍ତ୍ତୀ କହିଥାନ୍ତି , ବଲିଉଡ୍ ରେ ସେ ଜଣେ ଆକ୍ସନ ଷ୍ଟାର୍ ରୁପେ ଆସିଥିଲେ ।

 

୧୯୮୦ ଦଶକରେ ତାଙ୍କ ସମୟରେ ସେ ଜଣେ ଡ୍ୟାନ୍ସିଙ୍ଗ୍ ଷ୍ଟାର୍ ଭାବେ ଦର୍ଶକଙ୍କର ପ୍ରଶଂସା ପାଇଥିଲେ , ସେ ବିଶେଷ ରୁପରେ ୧୯୮୨ ରେ ବହୁତ ହିଟ୍ ଫିଲ୍ମ ଦେଇଥିଲେ , ଯେଉଁଥିରେ ଡିସ୍କୋ ଡ୍ୟାନ୍ସର୍ ଷ୍ଟ୍ରିଟ୍  ଡ୍ୟାନ୍ସର ଜିମି ଭୁମିକାରେ ତାଙ୍କୁ ଲୋକପ୍ରିୟ ବନାଇଥିଲା , ଆପଣଙ୍କୁ ଜଣାନଥିବ କି କିନ୍ତୁ କହିଦେବୁ କି ମିଥୁନ ଚକ୍ରବର୍ତ୍ତୀ ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ପ୍ରାପ୍ତ କରିସାରିଛନ୍ତି , କିନ୍ତୁ କହିଦେବୁ କି ସେ ଜଣେ ଅଭିନେତା ସହ ସାମାଜିକ କାର୍ଯ୍ୟକର୍ତ୍ତା , ରାଜ୍ୟସଭା ସାଂସଦ ବି ଅଛନ୍ତି ।

 

ମିଥୁନ ତାଙ୍କ ଅଭିନିତ ଫିଲ୍ମ ଯାହାକି ତାଙ୍କର ପ୍ରଥମ ଫିଲ୍ମ ଥିଲା ତାହା ହେଲା କଳା (୧୯୭୬) ଥିଲା, ଯାହା ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ହିସାବରେ ରାଷ୍ଟ୍ରିୟ ପୁରସ୍କାର ମିଳିଥିଲା , ମିଥୁନ ୧୯୭୬ ରେ ମୃଣାଲ ସେନଙ୍କ ଦ୍ୱାରା ଫିଲ୍ମ ମୃଗୟା ରୁ ନିଜ ଫିଲ୍ମ ଆରମ୍ଭ କରିଥିଲେ , ଏହା ସହ ଆପଣଙ୍କୁ କହିଦେବୁ କି ମିଥୁନ୍ ଚକ୍ରବର୍ତ୍ତୀଙ୍କ ଜଣେ ପୁଅ ବି ଅଛି , ଯାହାକି ତାଙ୍କ ପରି ସୁନ୍ଦର ପୁଅ ଜଣେ ଅଟନ୍ତି , ଏହା ସହ ସେ ବହୁତ ଷ୍ଟାଇଲିଷ୍ଟ ଅଟନ୍ତି ।

 

ଆପଣଙ୍କୁ କହିଦେବୁ କି ମିଥୁନ୍ ଙ୍କ ତିନୋଟି ପୁଅ ଅଛନ୍ତି , ବଡ ପୁଅଙ୍କର ନାଁ ମହାକ୍ଷୟ ଚକ୍ରବର୍ତ୍ତୀ ଦେଖିବାକୁ ବହୁତ ସ୍ମାର୍ଟ ଅଟନ୍ତି , ତାଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା , ନିଜ ବାପାଙ୍କ ପରି ମହାକ୍ଷୟ ବଲିଉଡ୍ ରେ ଫିଲ୍ମ ଜିମିରୁ ଆରମ୍ଭ କରିଥିଲେ , କିନ୍ତୁ ଦୂର୍ଭାଗ୍ୟର ବିଷୟ ଫିଲ୍ମ ବକ୍ସ ଅଫିସ୍ ରେ କିଛି ଖାସ୍ ସଫଳତା ପାଇନଥିଲା , କିନ୍ତୁ ବଲିଉଡ୍ ଫିଲ୍ମରେ ଭଲ ସଫଳତା ନ ପାଇପାରିବାପରେ ସେ ବଙ୍ଗାଳୀ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ , କିନ୍ତୁ ବଙ୍ଗାଳୀ ଫିଲ୍ମରେ ବି ଖାସ୍ ପରିଚୟ ମିଳିପାରିନଥିଲା , କହିଦେବୁ କି ଏବେ ପର୍ଯ୍ୟନ୍ତ କେଉଁ ବଡ ଫିଲ୍ମରେ କାମ କରିବାର ସୁଯୋଗ ମିଳିପାରିନାହିଁ ।

କହିଦେବୁ କି ମହାକ୍ଷୟ ଏବେ କିଛି ଦିନ ତଳେ ସୋସିଆଲ୍ ମିଡିଆରେ  ନଜର ଆସିଥିଲେ ଯାହା ଦ୍ୱାରା ତାଙ୍କ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା , ସେ ଏହି ଫଟୋ କାର୍ଲିଫର୍ଣ୍ଣିଆର ଲସ ଆଞ୍ଜେଲିସ୍ ର ଉଠାଇଥିଲେ , ଏହି ଫଟୋକୁ ବହୁତ ଲୋକ ଲାଇକ୍ ଓ ସେୟାର୍ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *