October 19, 2024

Odia Express

Leading Odia News Portal of Odisha

ଅପରାଧୀକୁ ଫାଶୀ ଦେଲା ବେଳକୁ ଜଲ୍ଲାଦ ତା କାନରେ କଣ କହିଥାଏ , ଜାଣନ୍ତୁ ଏହାର ରହସ୍ୟ…

ଏହା ସମସ୍ତେ ଜାଣିଛନ୍ତି କି ଆମ ଦେଶକୁ ମହାନ୍ ଦେଶ ବୋଲି ଜଣାଯାଏ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ଏମିତି କଣ ପାଇଁ ଏହାର ସବୁଠାରୁ ବଡ କାରଣ ହେଲା ଏହି ଦେଶରେ ସବୁ ନିୟମ କାନୁନ୍ ବନାହୋଇଛି , ଯାହା ସ୍ୱତନ୍ତ୍ର ଦେଶ ଭାବେ ଜଣା ଯାଏ । ଏହା ଛଡା ସବୁ ନାଗରିକ ଦେଶର ନିୟମକୁ ପାଳନ କରିବା ଛଡା ସବୁ ବ୍ୟକ୍ତି ଏହି ଦେଶର ନିୟମ କିମ୍ବା ଉଲ୍ଲଘନ କରିଲେ ତାକୁ ଦୃଢ ପଦକ୍ଷେପ ବି ନିଆଯାଏ । ସେମିତି ଆମ ଜୀବନରେ ନିୟମଗୁଡିକରେ ଭରପୁର ଅଛି ଯଦି କେହି ଜଘନ୍ୟ ଅପରାଧ କରିଥାଏ ତେବେ ତାକୁ ଦଣ୍ତ ହିସାବରେ ଆଇନର ନିୟମ ପାଳନ କରିବାକୁ ପଡିଥାଏ , ଆପଣ ସମସ୍ତେ ଜାଣିଥିବେ କି ଆମ ଦେଶରେ କିଏ ଯଦି କେଉଁ ବ୍ୟକ୍ତିର ହତ୍ୟା କରିଥାଏ ତେବେ ତାକୁ ଆଜୀବନ କାରାଦଣ୍ତ କିମ୍ବା ଫାଶୀ ଦଣ୍ତର ପ୍ରାବଧାନ ଅଛି , ସେମିତି ଫାଶୀ ଦଣ୍ତର କଥା କହିବାକୁ ଗଲେ ଏହି ଦଣ୍ତ ପାଇଁ କିଛି ନିୟମଗୁଡିକ ପାଳନ କରାଯାଏ, ଯାହାକି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧେଶିତ ଅଟେ ।

 

ଆପଣମାନେ ଆଜି ପର୍ଯ୍ୟନ୍ତ କେବଳ ଫିଲ୍ମରେ ଫାଶୀ ଦେଉଥିବାର ଦେଖିଥିବେ , ଆଜି ଆମେ ଆପଣଙ୍କୁ ଫାଶୀ ସହ ଯୋଡି ହୋଇଥିବା କିଛି ଏପରି କଥା କହିବୁ, ଯାହା ଆପଣ ଜାଣିନଥିବେ , ଫାଶୀ ସମୟରେ ସକାଳୁ ସକାଳୁ ଏଥିପାଈଁ ମୁକରର କରାଯାଏ । କାରଣ ଜେଲ୍ ମ୍ୟାନୁଆଲ୍ ଦ୍ୱାରା ଜେଲ ସବୁ କାର୍ଯ୍ୟ ସୂର୍ଯୋଦୟ ପରେ କରାଯାଇଥାଏ , ଫାଶୀ କାରଣ ଜେଲ୍ ବାକି କାର୍ଯ୍ୟ ପ୍ରଭାନିତ ନା ହେଉ ଏଥିପାଇଁ କରାଯାଏ ।

 

ସେମିତି ଆପଣ ଜାଣିଥିବେ କି ଆମ ଦେଶରେ କେଉଁ ବ୍ୟକ୍ତିକୁ ଯଦି ଫାଶୀ ଦିଆଯାଏ ତେବେ ଜଲ୍ଲାଦ ଅପରାଧୀର କାନରେ ଫାଶୀ ଦେବା ସମୟରେ କିଛି କହିଥାଏ, ଓ ଏହାପରେ ଅପରାଧୀକୁ ଫାଶୀ ଦିଆଯାଏ , ଏବେ ଆପଣ ଭାବୁଥିବେ କି ଏମିତି କଣ ସେ କହିଥିବେ , ଯାହା ଫାଶୀ ଦେଲା ସମୟରେ ଏତେ ଜରୁରୀ ହୋଇଥାଏ , କହିଦେବୁ କି ଫାଶୀ ଦେବାର କିଛି ସମୟ ପୂର୍ବରୁ ଜଲ୍ଲାଦ ଅପରାଧୀର କାନରେ କ୍ଷମା ମାଗିଥାଏ ଓ କହିଥାଏ କି ମୋତେ କ୍ଷମା କରିଦିଅ ଭାଇ ମୁଁ ଏହା ବାଧ୍ୟତା ମୂଳକ ଭାବେ କରୁଛି ।

 

ହଁ ଆଜ୍ଞା, ଏତିକି ନୁହେଁ ଯଦି ମରିବା ବାଲା କଏଦୀ ହିନ୍ଦୁ ହୋଇଥାଏ ତେବେ ଜଲ୍ଲାଦ ତାକୁ ରାମ ରାମ୍ କହିଥାଏ , ଯଦି ମରିବା ଲୋକ ମୁସଲିମ୍ ହୋଇଥାଏ ତେବେ ଜଲ୍ଲାଦ ତାକୁ ଅନ୍ତିମ ସଲାମ୍ ଖୁଦା ହପିସ୍ କହିଥାଏ , ତାହା ସହ ଜଲ୍ଲାଦ ବି କହିଥାଏ କି ମୁଁ ସରକାରର ଗୁଲାମ ଅଟେ ,ଏଥିପାଇଁ ମୁଁ ଚାହିଁକରି କିଛି ବି କରିପାରିବି ନାହିଁ , ଏତିକି କହି ସେ ଫାସୀର ରଶି କୁ ଟାଣିଦେଇଥାଏ , ଓ ବ୍ୟକ୍ତି ଫାଶୀରେ ଝୁଲି ନିଜର ଜୀବନ ତ୍ୟାଗ କରେ ।

 

ସେମିତି ଗୋଟେ କଥା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ପୁରା ଭାରତ ଦେଶରେ ଫାଶୀ ଦେବାର ଦଣ୍ତ ମାତ୍ର ଏବେ କେବଳ ଦୁଇଟି ଜଲ୍ଲାଦ ହିଁ ସରକାରଙ୍କ ଦ୍ୱାରା ମାରିବାର ସ୍ୟାଲେରୀ ଦିଆଯାଇଥାଏ , ସେମାନଙ୍କୁ ବହୁତ ମୁସକିଲ୍ ହୋଇଥାଏ , ନିଜ ହାତରେ କାହାକୁ ମୃତ୍ୟୁ ଦଣ୍ତାଦେଷ ଦେବା । କାରଣ ଏଥିପାଇଁ ବହୁତ ସାହାସର ଦରକାର ପଡିଥାଏ । ସେମିତି ସରକାର ସାଧାରଣ ଲୋକଙ୍କୁ ଫାଶୀ ଦେବାପାଇଁ ଜଲ୍ଲାଦ ମାନଙ୍କୁ ୩୦୦୦ ଟଙ୍କା ଦେଇଥାଏ , କିନ୍ତୁ କେଉଁ ଆତଙ୍କବାଦ ଫାଶୀ ଦେବାପାଈଁ ଏହାର ଦାମ୍ ବଢାଇଦେଇଥାନ୍ତି ।

Leave a Reply

Your email address will not be published. Required fields are marked *