October 19, 2024

Odia Express

Leading Odia News Portal of Odisha

ଭୁଲ୍ ରେ ବି ଏହି ଜିନିଷଗୁଡିକ ଅଣଦେଖା କରନ୍ତୁ ନାହିଁ , ଏହା ବି ହୋଇପାରେ ପେଟରେ କ୍ୟାନ୍ସର ହେବାର ମୁଖ୍ୟ କାରଣ – ଏବେ ଦେଖି ନିୟନ୍ତୁ ଓ ସତର୍କ ରୁହନ୍ତୁ..

ପୁରା ଦୁନିଆଁରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି , ଏହା ଏକ ଏପରି ରୋଗ ଅଟେ ଯାହା କାରଣରୁ ଲୋକେ ଅଧିକା ମୋଟା ହୋଇଯାଆନ୍ତି , ଏହାର ଚିକିତ୍ସା ସମ୍ଭବ ଅଟେ କିନ୍ତୁ ଏହା ପାଇଁ ସଠିକ୍ ସମୟ ମଧ୍ୟରେ ଏହି ରୋଗ ବିଷୟରେ ଜ୍ଞାତ ରହିବା ନିତାନ୍ତ ଜରୁରୀ , କ୍ୟାନ୍ସର ମାମଲା ଅଜ୍ଞାନତା ଓ ବିଳମ୍ବତା କାରଣରୁ ବହୁତ ଲୋକଙ୍କର ଜୀବନ ଚାଲିଯାଇଥାଏ , ଯାହାର ସମୟ ଥିବା ସମୟରେ ଚିକିତ୍ସା ହୋଇପାରେ ନାହିଁ ସେମାନେ ବହୁତ ଅସୁବିଧା ଭୋଗ କରନ୍ତି , ଯେବେ କେଉଁ ବ୍ୟକ୍ତି କ୍ୟାନ୍ସର ନାଁ ଶୁଣିଥାଏ ତେବେ ଏଥିରେ କୌଣସି ସନ୍ଦେହ ନାହିଁ କି ସେ ଭୟଭୀତ ହୋଇନଥାଏ , କ୍ୟାନ୍ସର ଏପରି ଏକ ରୋଗ ଅଟେ ଯାହା ଶରୀରର ଯେ କୌଣସି ଅଙ୍ଗରେ ହୋଇପାରେ , କ୍ୟାନ୍ସର ପେଟର ସଂବନ୍ଧିତ ରୋଗ ବି ହୋଇପାରେ  ,ଆଜି ଆମେ ଏହି ବିଷୟରେ ଆଲୋଚନା କରୁଛୁ ,

 

କହିଦେବୁ କି ବ୍ୟକ୍ତିର କ୍ୟାନ୍ସର ହେବା ତାର ଜୀବନ ଶୈଳୀର ଏକ ବହୁତ ବଡ ହାତ ଥାଏ , ସେମିତି ଆପଣଙ୍କୁ ଜଣାଇଦେବୁ କି ପେଟରେ କ୍ୟାନ୍ସର ହେଲେ ପ୍ରାରମ୍ଭିକ ଲକ୍ଷଣରୁ ସହଜରେ ଜଣା ପଡିଯାଏ , ହଁ ଆଜ୍ଞା ଏକ ଅଧ୍ୟୟନ ଅନୁସାରେ କେଉଁ ବ୍ୟକ୍ତିର ଛାତିରେ ତିନି ସପ୍ତାହରୁ ଅଧିକା ଜଳା ପୋଡା ହେଲେ କିମ୍ବା ଭୋଜନ ଗ୍ରହଣ କଲା ବେଳେ ପୀଡା ହେଲେ ତାହା ଡାକ୍ତରଙ୍କୁ ଦେଖାଇବା ଜରୁରୀ ହୋଇଥାଏ , ଅଧିକାଂଶ ଲୋକେ ପେଟ ସଂବନ୍ଧିତ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣିପାରନ୍ତି ନାହିଁ , ଯାହା ଦ୍ୱାରା ଲୋକଙ୍କ ପେଟରେ କ୍ୟାନ୍ସର ବଢିଯାଇଥାଏ , ଜଣାଇ ଦେବୁ କି କ୍ୟାନ୍ସର ରୋଗକୁ ଯେତେ ଜଲଦି ଚିହ୍ନଟ କରିନେବେ , ଚିକିତ୍ସା କରିବାରେ ସେତିକି ସୁବିଧା ହୋଇପାରିବ ।

 

ସେମିତି କହିଦେବୁ କି ପେଟରେ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣଗୁଡିକ ପତ୍ତା ଲଗାଇବା ବହୁତ ସହଜ ହୋଇଥାଏ , ଅଧିକା ହେଲେ ତିନି ସପ୍ତାହରୁ ପେଟରେ ଅପଚ ହେବା । ଖାଦ୍ୟ ଗିଳିବା ପୂର୍ବରୁ କଷ୍ଟରେ ପଡିବା , ବିନା କିଛି କାରଣରେ ଓଜନ କମିବା, ଅଧିକା ହାକୁଡି ଆସିବା , କିମ୍ବା ଅଳ୍ପ ଖାଦ୍ୟ ପେଟ ଜଲଦି ଭରିଯିବା , କିମ୍ବା ବାନ୍ତି ଆସିବା ଇତ୍ୟାଦି ହୋଇଥାଏ , ଏହା ଛଡା ଏକ ଗବେଷଣାରୁ ଜଣାପଡେ କି ପେଟର ପ୍ରାରମ୍ଭିକ କ୍ୟାନ୍ସର ଲକ୍ଷଣଗୁଡିକ ପରିଶେଷରେ ଆମେ ଅଧିକା ଧ୍ୟାନ କଣ ପାଇଁ ଦେଇନଥାଉ , କିଛି ଲୋକ କ୍ୟାନ୍ସର ପୃଷ୍ଟି କରିବାପାଇଁ ଡରିଥାନ୍ତି , ଯାହାର କାରଣରୁ ସେମାନେ ଏହି ଲକ୍ଷଣଗୁଡିକ ଅଣଦେଖା କରି ବସନ୍ତି ।

ଏହା ଛଡା କିଛି ଲୋକ ଏପରି ହୋଇଥାନ୍ତି , ଯେଉଁମାନେ ନିଜ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧାଗୁଡିକ ଉପରେ ଧ୍ୟାନ ଦିଅନ୍ତି ନାହିଁ , ସେମାନଙ୍କର ଏହା ମାନିବାର ହୋଇଥାଏ , କି ବୟସ ବଢିବା ସହ ଏହିପରି ରୋଗ ଓ ଅସୁବିଧା ହେବା ସ୍ୱାଭାବିକ ଅଟେ , ଆଶା କରୁଛୁ କି ଆପଣ ଏହି ସୁଚନା ପାଇବାପରେ ପେଟର କ୍ୟାନ୍ସରରୁ ବିଳମ୍ବତା ଦେଖାଇବେ ନାହିଁଂ ,  ଓ ନିଜର ଚିକିତ୍ସା ନିଜେ କରାଇବେ , ସେମିତି ପେଟର କ୍ୟାନ୍ସର ବହୁତ ଖତରନାକ ହୋଇଥାଏ , ଏହାଠାରୁ ବଞ୍ଚିବାକୁ ହେଲେ ସାବଧନତା ଅବଲମ୍ବନ କରିବାକୁ ହେବ , ଓ ପ୍ରାରମ୍ଭିକ ଲକ୍ଷଣଗୁଡିକ ଗମ୍ଭିରତା ସହ ନେବା ଉଚିତ୍ ,

Leave a Reply

Your email address will not be published. Required fields are marked *