October 18, 2024

Odia Express

Leading Odia News Portal of Odisha

ଯଦି ସକାଳ ସମୟରେ ଠିକ୍ ଭାବେ ପେଟ ସଫା ହୋଇପାରୁନି ,ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ଯାହା ଦ୍ୱାରା ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ…

ଏଥିରେ କୌଣସି ରାୟ ନାହିଁ କି ରୋଗ ଗୁଡିକ ସଂମ୍ପର୍କ ପେଟରୁ ହୋଇଥାଏ , ଯଦି ଆପଣଙ୍କ ପେଟ ଠିକ୍ ରହିବ , ତେବେ ଆପଣ ସୁସ୍ଥ୍ୟ ରହିବେ , ଯଦି ଏମିତି ପେଟ ସମସ୍ୟା ଲାଗିରହେ ତେବେ ଆପଣଙ୍କୁ କିଛି ବି ଭଲ ଲାଗେ ନାହିଁ , ସେମିତି ଆଜି କାଲି ଅନିୟମିତ ଦିନ ଚର୍ଚ୍ଚା ଓ ଫାଲତୁ ଖାଦ୍ୟପେୟ ସକାଶେ କବଜ୍ ଓ ପେଟ ସଂବନ୍ଧୀ ଗ୍ୟାସ ହେବା ସ୍ୱାଭାବିକ ରୋଗ ହୋଇଯାଇଛି, ଏହା ପେଟରେ ଗ୍ୟାସ୍ ହେବା କାରଣରୁ ଆପଣଙ୍କ ପେଟ ଠିକ୍ ଭାବେ ସଫା ହୋଇପାରେ ନାହିଁ , ଯାହାକୁ ନେଇ କବଜ୍ ପରି ସମସ୍ୟା ହୋଇପାରେ , ଏହା ଛଡା ଯଦି ଆପଣଙ୍କୁ କବଜ୍ ହୋଇଯାଏ ,ତେବେ ଏହାର ମତଲବ ଏହା କି ଆପଣଙ୍କ ଶରୀରରେ ତରଳ ମାନେ ପାଣିର ପଦାର୍ଥ କମି ହୋଇଥାଏ ।

 

ସେମିତି ଆପଣ କିଛି ଘରୋଇ ଉପାୟ କରିଲେ ଆପଣଙ୍କ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ , କିନ୍ତୁ ଏହା ପୂର୍ବରୁ ଜାଣିନିଅନ୍ତୁ କି କବଜ ହେବାର ମୁଖ୍ୟ କାରଣ କଣ ହୋଇପାରେ , କବଜର ମୁଖ୍ୟା କାରଣ ଶରୀରରେ ପାଣିର କିମ୍ବା ଅନ୍ୟ ତରଳ ପଦାର୍ଥ କମିଯିବା ଯୋଗୁଁ ହୋଇଥାଏ , ଆପଣଙ୍କୁ କହିଦେବୁ କି ଏହି ତରଳ ପଦାର୍ଥ କମି ହେବାଯୋଗୁଁ ଅନ୍ତରୁ ମଳ ଆକାରରେ ବୋହିଯାଇଥାଏ , ଏହା ଦ୍ୱାରା ଆପଣଙ୍କୁ ନିଜ ପେଟ ସଫା କରିବାକୁ ପଡିପାରେ , ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

 

୧) ଆପଣଙ୍କ ଦିନ ସାରା କମ୍ ସେ କମ୍ ଆଠରୁ ଦଶ ଗ୍ଲାସ୍ ପାଣିପିଇବା ଜରୁରି, ଏହା ଛଡା ସକାଳୁ ଉଠିବା ପରେ ସିଝା ପାଣି ପିଇବା ଉଚିତ୍ , ଏହା ଦ୍ୱାରା ଅନ୍ତକୁ କାମ କରିବାରେ ସହଜ ହୋଇଥାଏ ।

 

୨) ଅମୃତଭଣ୍ତା ଓ ପିଜୁଳି : ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଅମୃତଭଣ୍ତା ଓ ପିଜୁଳି ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ , ଦୁହେଁ ଫଳ କବଜ୍ କୁ କମ୍ କରିବାରେ ବହୁତ କାରଗାର ସିଦ୍ଧ ହୋଇଥାଏ , ଏହା ଛଡା ପିଜୁଳିକୁ ଆପଣ ଯେବେ ଚାହିଁବେ ଖାଇପାରିବେ ।

 

୩) ତ୍ରିଫଳା : ୨୦ ଗ୍ରାମ ତ୍ରିଫଳାକୁ ରାତିରେ ଗୋଟେ ଲିଟର ପାଣିରେ ବତୁରାଇ ରଖିଦିଅନ୍ତୁ , ତାପରେ ସକାଳୁ ଉଠିଲା ପରେ ତାକୁ ଛାଣିକରି ପିଇନିଅନ୍ତୁ , ମାନେ ଏହି ଉପାୟ କରିବାର କିଛି ଦିନ ମଧ୍ୟରେ କବଜର ସମସ୍ୟା ଦୁର ହୋଇଯୀବ ।

 

୪) ଯୋଗ କିମ୍ବା ଏକ୍ସରସାଇଜ୍ : ଏବେ ଆପଣ ଜାଣିଛନ୍ତି କି ଯୋଗ କିମ୍ବା ଏକ୍ସରସାଇଜ୍ ଦ୍ୱାରା ଆପଣଙ୍କୁ କେତେ ଫାଇଦା ହେବ , ଯାହା ଦ୍ୱାରା କବଜ ଦୂର ହୋଇଯାଏ , ଯଦି ଆପଣ ସବୁଦିନ ନିୟମିତ ଭାବେ ଯୋଗ ଓ ଏକ୍ସରସାଇଜ୍ କରିନିଅନ୍ତି ତେବେ ଆପଣଙ୍କ କବଜର ସମସ୍ୟ ଦୂର ହୋଇଯିବ , ଓ ଏହା ପେଟ ସଫା କରିଦେବ , ଏହା ବହୁତ ସହଜ ଉପାୟ ଅଟେ ,

Leave a Reply

Your email address will not be published. Required fields are marked *