October 19, 2024

Odia Express

Leading Odia News Portal of Odisha

ସ୍ୱର୍ଗର ପରୀଙ୍କ ଠାରୁ ସୁନ୍ଦର ଅଟନ୍ତି ଏହି କଣ୍ଠ ଶିଳ୍ପୀଙ୍କ ଗାର୍ଲଫ୍ରେଣ୍ତ , ପ୍ରଥମଥର ଆସିଲେ କ୍ୟାମେରା ଆଗକୁ – ବଲିଉଡ ହିରୋଇନ ମଧ୍ୟ ତାଙ୍କ ଆଗରେ ଫିକା ପଡିଯିବେ…

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ସୁପରଷ୍ଟାର୍ ଅଛନ୍ତି କିନ୍ତୁ ଏହି ଫିଲ୍ମ ଷ୍ଟାର୍ ଙ୍କ ଛଡା ବହୁତ ଫେମସ୍ ସିଙ୍ଗର୍ ବି ଅଛନ୍ତି ଯେଉଁମାନେ ଫିଲ୍ମରେ ଗୀତ ଗାଇ ଆହୁରି ବଢିଆ କରିଦେଇଥାନ୍ତି , କେଉଁ ଫିଲ୍ମର ଗୀତ ଭଲ ହୋଇଥାଏ , ତାହା ସହଜରେ ସୁପରହିଟ୍ ହୋଇଯାଏ , ଏଥିପାଇଁ ଏହି ଗୀତକୁ ଲୋକ ନିଜ ମଧୁର ସଂଙ୍ଗୀତରେ ଆବାଜ୍ ଦେଇଥାନ୍ତି , ଆଜି ଆମେ ଆପଣଙ୍କୁ ଅରମାନ୍ ମଲ୍ଲିକଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ବହୁତଫିଲ୍ମରେ ନିଜ ମଧୁର କଣ୍ଠ ପରିବେଷଣ କରିଛନ୍ତି ,

 

ଅରମାନ୍ ଙ୍କ ନା କେବଳ ସୁମଧୁର କଣ୍ଠ ଅଛି ବରଂ ସେ ଦେଖିବାକୁ ବହୁତ ସୁନ୍ଦର ବି ଅଟନ୍ତି । ସେ ମାତ୍ର ୨୩ ବର୍ଷୀୟ ଅଟନ୍ତି , ଅରମାନ୍ ମଲ୍ଲିକ୍ ତୁମ୍ଭେ ଅପନା ବନାନେ କା, ମେଁ ହିରୋ ହୁଁ ତେରା , ବୋଲ ଦୋ ଜରା, ଓ ଜୟ ହୋ ଫିଲ୍ମର ଟାଇଟଲ୍ ଟ୍ରାକ୍ ନିଜ କଣ୍ଠ ଦେଇଛନ୍ତି , ସେ ବହୁତ ସାରା ଆୱାର୍ଡ ବି ନିଜ ନାଁରେ କରିଛନ୍ତି ।

 

ଏବେ କିଛି ଦିନ ହେବ ଅରମାନ୍ ମଲ୍ଲିକଙ୍କୁ ଗୋଟେ ଝିଅ ସହ ଦେଖାଯାଇଥିଲା , ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ , କୁହାଯାଉଛି କି ସେ ତାଙ୍କର ଗାର୍ଲଫ୍ରେଣ୍ତ ହୋଇପାରନ୍ତି , ଏବେ ଏହି ଝିଅଟି ବିଷୟରେ ବେଶୀ କିଛି ସୁଚନା ନାହିଁ , କିନ୍ତୁ ସୁତ୍ରର ମୁତାବିକ ଝିଅଟି ଅରମାନ୍ ଙ୍କ ଗାର୍ଲଫ୍ରେଣ୍ତ ହୋଇଥିବାର ସନ୍ଦେହ କରାଯାଇଛି , ତାଙ୍କୁ ବହୁତଥର ତାଙ୍କ ସହ ବୁଲୁଥିବାର ନଜର କରାଯାଈଛି ।

Leave a Reply

Your email address will not be published. Required fields are marked *