October 19, 2024

Odia Express

Leading Odia News Portal of Odisha

ସ୍ୱାମୀଙ୍କୁ ଅଧିକା ଭଲ ପାଇଥାନ୍ତି ଏହି ନାମର ଝିଅମାନେ , ଆସନ୍ତୁ ଜାଣିନେବେ ଆପଣଙ୍କ ସ୍ତ୍ରୀ ଏଥିରେ ନାହାନ୍ତି ତ ସାମିଲ୍ ..

ସେମିତି ସବୁ ସ୍ତ୍ରୀଙ୍କୁ ନିଜ ସ୍ୱାମୀ ଭଲ ଲାଗିଥାନ୍ତି , କିନ୍ତୁ କିଛି ମହିଳା ଏପରି ହୋଇଥାନ୍ତି କି ସେ ନିଜ ସ୍ୱାମୀଙ୍କୁ ଜୀବନରୁ ଅଧିକା ଭଲ ପାଇଥାନ୍ତି , ଏହି ମହିଳାଙ୍କ ଜୀବନରେ ସବୁ କିଛି ତାଙ୍କ ସ୍ୱାମୀ ହିଁ ହୋଇଥାନ୍ତି , ଆପଣ ନଜର କରିଥିବେ କି ବାହାଘର ଆରମ୍ଭରୁ ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ବାହାଘରର କିଛି ବର୍ଷ ପରେ ସେମାନେ ଆଉ ସେତିକି ଭଲ ପାଇବା ସ୍ୱାମୀଙ୍କୁ ଦେଇ ନଥାନ୍ତି , ସେମିତି ସ୍ତ୍ରୀର ଭଲ ପାଇବା ଓ ବ୍ୟବହାର ପ୍ରେମର ଏକ ଅଂଶ ହୋଇଥାଏ , ଆଜି ଆମେ ଆପଣଙ୍କୁ ସେମିତି କିଛି ମହିଳାଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି

 

ଏହି ମହିଳାଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ , ଯାହାର କାରଣରୁ ତାଙ୍କର ସ୍ୱାମୀ ଏହି କାରଣ ପାଇଁ ବହୁତ ଭଲ ପାଇଥାନ୍ତି , ସେ ନିଜ ସ୍ୱାମୀଙ୍କ ଛଡା ଗୋଟେ ଦିନ ବି ରହିପାରନ୍ତି ନାହିଁ , ତାଙ୍କର ଚେହେରା ନ ଦେଖିଲେ ସେ ପାଗଳ ପରି ହୋଇଯାଆନ୍ତି , ଏହି ପରି ସ୍ତ୍ରୀ ପାଇ ସବୁ ସ୍ୱାମୀ ବହୁତ ଗର୍ବ ଅନୁଭବ କରିଥାନ୍ତି , ଆସନ୍ତୁ ଜାଣିବା ସେ କେଉଁ କେଉଁ ନାଁର ମହିଳା ଅଛନ୍ତି ଯେଉଁ ମାନଙ୍କୁ ତାଙ୍କର ସ୍ୱାମୀ ବହୁତ ଭଲ ପାଇବା ଓ ପ୍ରେମ କରିଥାନ୍ତି ।

 

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଅ, ପ, କ, ର, ମ ଓ ନ ନାମକ ମହିଳାମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି , ଏହି ନାଁର ମହିଳାମାନେ ତାଙ୍କ ସ୍ୱାମୀଙ୍କୁ ଭଗବାନଙ୍କ ଭଳି ପୁଜିଥାନ୍ତି , ତେବେ ଯଦି ଆପଣଙ୍କର ଏହି ନାଁ ବାଲି ସ୍ତ୍ରୀ ଅଛି ତେବେ ତାଙ୍କ ପାଇଁ ଆପଣ ସମ୍ମାନ କରନ୍ତୁ ,

ଏହି ସବୁ କଥା ଏହି ନାଁର ମହିଳାଙ୍କ ମଧ୍ୟରେ ୭୫ ପ୍ରତିଶତ ମହିଳାଙ୍କ ପାଇଁ ଲାଗୁ ହୋଇଛି , ହୋଇପାରେ କି ବାକି ମହିଳାମାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀଙ୍କ ପାଇଁ ସେତିକି ଅଗାଢ ଭଲ ପାଇବା ଥିବ ,

Leave a Reply

Your email address will not be published. Required fields are marked *