October 19, 2024

Odia Express

Leading Odia News Portal of Odisha

ଏହି ବଲିଉଡ୍ ହିରୋଙ୍କୁ ସୋନାଲି ବେନ୍ଦ୍ରେ ଜୀବନଠୁ ଅଧିକ ଭଲ ପାଉଥିଲେ , ଏହି କାରଣ ପାଇଁ ନିଜ ମନର କଥା କହିପାରିନଥିଲେ…

ବଲିଉଡ୍ ରେ ସୁନ୍ଦର ଅଭିନେତ୍ରୀ ହିସାବରେ ସୋନାଲି ବେନ୍ଦ୍ରେ ଜଣାଯାଆନ୍ତି , ସୋନାଲି ବେନ୍ଦ୍ରେ ଯେତେ ସୁନ୍ଦର ଅଭିନେତ୍ରୀ ଥିଲେ ସେତେ ଭଲ ମଣିଷ ବି ଥିଲେ , ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିରେ ସେ ଜଣେ ଭଲ ଅଭିନେତାଙ୍କ ସହ ଆଫେୟାର୍ ପାଇଁ ଚର୍ଚ୍ଚାରେ ଆସିଥିଲେ,  କିନ୍ତୁ ସୋନାଲି ବେନ୍ଦ୍ରେ ଏମିତି ଜଣେ ଅଭିନେତ୍ରୀ ଥିଲେ , ଯିଏକି ନିଜ ପ୍ରେମକୁ ନିଜ ମନ ଭିତରେ ଲୁଚାଇରଖିଥିଲେ , ଆସନ୍ତୁ ଜାଣିବା କିଏ ସେହି ପ୍ରସିଦ୍ଧ ଅଭିନେତା ଯାହାଙ୍କ ପ୍ରେମରେ ପାଗଳି ହୋଇଯାଇଥିଲେ , କିନ୍ତୁ କେବେ ବି ନିଜ ମୁହଁରୁ ପ୍ରେମ ନିବେଦନ କରିପାରିନଥିଲେ ।

 

ଆପଣଙ୍କୁ କହିଦେବୁ କି ବଲିଉଡ୍ ର ଯେଉଁ ଅଭିନେତ୍ରୀଙ୍କୁ ସୋନାଲି ବେନ୍ଦ୍ରେ ପ୍ରେମ କରୁଥିଲେ ସେ ଆଉ କେହି ନୁହନ୍ତି ବଲିଉଡ୍ ର ଆକ୍ସନ ହିରୋ ସୁନିଲ ସେଟ୍ଟି ଅଟନ୍ତି , ସୁନିଲ୍ ସେଟ୍ଟି ସୋନାଲି ବେନ୍ଦ୍ରେଙ୍କ ଯୋଡି ୯୦ ଦଶକରେ ବହୁତ ଲୋକପ୍ରିୟ ହୋଇଥିଲା , ଦୁହେଁ ଏକା ସଙ୍ଗେ ମିଶିକରି ବହୁତ ଫିଲ୍ମରେ କାମ କରିଥିଇଲେ , ଯେଉଁଥିରେ ବଳବାନ, ଗୋପି କିଶନ୍, ଭାଇ ପରି ଫିଲ୍ମରେ ତାଙ୍କ ସହ କାମ କରିଥିଲେ , ସୋନାଲି ବେନ୍ଦ୍ରେଙ୍କୁ ସୁନିଲ ସେଟ୍ଟିଙ୍କୁ ସେତେବେଳେ ଭଲ ପାଇବସିଥିଲେ ଯେତେବେଳେ ସୁନିଲ ସେଟ୍ଟି ବିବାହିତ ଥିଲେ , କିନ୍ତୁ ସୋନାଲି କେବେ କାହାକୁ ଏହି ବିଷୟରେ କହିନଥିଲେ , କହିଦେବୁ କି ଆଜିକା ସମୟରେ ସୁନିଲ ସେଟ୍ଟି ଜଣେ ସଫଳ ବିଜନେସ୍ ମ୍ୟାନ୍ ଅଟତ୍ନି , ସୁନିଲ ସେଟ୍ଟିଙ୍କ ଝିଅ ଆତିୟା ସେଟ୍ଟି ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ସୁରଜ ପାଞ୍ଚୋଲିଙ୍କ ସହ ହିରୋ ଫିଲ୍ମରୁ ଆରମ୍ଭ କରିସାରିଛନ୍ତି , କିନ୍ତୁ ଏହି ଫିଲ୍ମ ଏତେ ହିଟ୍ ହୋଇନଥିଲା , ଏହାପରେ ଯେବେ ବି ଆତିୟା କେବେ ଫିଲ୍ମରେ ଦେଖାଦେଇନଥିଲେ ।

 

ଖବରରୁ ଜଣାପଡେ କି ସୋନାଲି ବେନ୍ଦ୍ରେ ସୁନିଲ ସେଟ୍ଟିଙ୍କୁ ବହୁତ ଦିନରୁ ଭଲ ପାଇବସିଥିଲେ , କିନ୍ତୁ କେବେ ବି ପ୍ରେମ ନିବେଦନ କରିପାରିନଥିଲେ , କାରଣ ସୁନିଲ ଆଗରୁ ମନ୍ତ୍ରାଙ୍କୁ ପ୍ରେମ କରୁଥିଲେ , ଓ ତାଙ୍କର ବିବାହ ହୋଇସାରିଥିଲା , ସୋନାଳି ବେନ୍ଦ୍ରେଙ୍କ ବହୁତ ଜଣାଶୁଣା ଲୋକଙ୍କ କହିବା କଥା କି ଫିଲ୍ମ ସୁଟିଙ୍ଗ୍ ସମୟରେ ସୁନିଲ୍ ଓ ସୋନାଲିଙ୍କ ସହ ସମୟ କାଟିଥିଲେ , କଥାବାର୍ତ୍ତା ସମୟରେ ସୋନାଲି ସୁନିଲ ସେଟ୍ଟିଙ୍କ ବିଷୟରେ ବହୁତ କିଛି କଥା ଜାଣୀପାରିଲେ , ଓ ସେ ସୁନିଲ୍ ଙ୍କୁ ଭଲ ପାଇବସିଲେ ,

 

ବଲିଉଡ୍ ର ଅଭିନେତା ଗୋବିନ୍ଦା କିଛି ଦିନ ତଳେ ଏକ ଇଣ୍ଟରଭ୍ୟୁ ଦେଇଥିଲେ ଓ ସେଥିରେ ସେ କହିଲେ କି ସୁନିଲ୍ ଯଦି ବିବାହିତ ହୋଇନଥାନ୍ତେ ତେବେ ସେ ନିଶ୍ଚିତ ସୋନାଲି ବେନ୍ଦ୍ରେଙ୍କ ବିଷୟରେ ଭାବିଥାନ୍ତେ , କହିଦେବୁ କି ଗୋବିନ୍ଦା ଓ ସୁନିଲ୍ ବହୁତ ଭଲ ବନ୍ଧୁ ଥିଲେ , ସୋନାଲି ସୁନିଲ୍ ଙ୍କ ସହ ଏବେ ସଂମ୍ପର୍କରେ ନଥିଲେ ମଧ୍ୟ ଏବେ ପାରିବାରିକ ଜୀବନରେ ବହୁତ ଖୁସିରେ ଅଛନ୍ତି , ସୋନାଲି ବେନ୍ଦ୍ରେ ପରେ ଫିଲ୍ମ ପ୍ରଡୁସର ଗୋଲ୍ଡି ବହଲଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *