October 19, 2024

Odia Express

Leading Odia News Portal of Odisha

ଏହି ୪ ଟି ରାଶିର ଲୋକଙ୍କ ଉପରେ ବହୁତ ଜଲଦି ଆକର୍ଷିତ ହୋଇଥାନ୍ତି ସୁନ୍ଦରୀ ଝିଅମାନେ , ଦେଖନ୍ତୁ ଆପଣଙ୍କ ରାଶି ସାମିଲ ଅଛି କି..

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେ କୌଣସି ବ୍ୟକ୍ତିର ସ୍ୱଭାବର ସହ ଯୋଡି ହୋଇଥିବା ସଂପୂର୍ଣ୍ଣ ସୁଚନା ପ୍ରାପ୍ତ କରିହେବ । ସବୁ ପୁଅ ଚାହଁନ୍ତି କି ତାକୁ ଏକ ସୁନ୍ଦର ଗାର୍ଲଫ୍ରେଣ୍ତ ମିଳୁ । କିନ୍ତୁ ସମସ୍ତଙ୍କ ଇଚ୍ଛା ପୁରା ହୋଇପାରେ ନାହିଁ , ଆଜି ଆମେ ଆପଣଙ୍କୁ ଏମିତି ୪ ଟି ରାଶିର ପୁଅଙ୍କ ବିଷୟରେ କହିବୁ , ଯାହାଙ୍କୁ ସୁନ୍ଦର ଝିଅ ଜଲଦି ହିଁ ଆକର୍ଷିତ ହୋଇଥାଏ ।

 

ମିଥୁନ ରାଶି : ଯେଉଁ ପୁଅ ଝିଅମାନଙ୍କୁ ଅଧିକା ପସନ୍ଦ ଆସିଥାଏ । ତାଙ୍କ ମଧ୍ୟରୁ ଏକ ନମ୍ବର ଅଛି ମିଥୁନ ରାଶିର ଲୋକେ । ମିଥୁନ ରାଶିର ଲୋକଙ୍କ ସ୍ୱଭାବ ବଡ ହିଁ ନରମ ଓ ରୋମାଣ୍ଟିକ୍ ମିଜାଜର ହୋଇଥାଏ , ଯାହାର କାରଣରୁ ଝିଅମାନେ ତାଙ୍କ ଉପରେ ଜଲଦି ହିଁ ଆକର୍ଷିତ ହୋଇଥାନ୍ତି । ମିଥୁନ ରାଶିର ଲୋକେ ଜଲଦି ହିଁ ଭାବୁକ ହୋଇଯାଆନ୍ତି । ସେମାନଙ୍କୁ ଭାବୁକ ହୋଇପାରୁଥିବା ରୋମାଣ୍ଟିକ୍ ଝିଅ ପସନ୍ଦ ଆସନ୍ତି ,

 

ସିଂହ ରାଶି : ସିଂହ ରାଶିର ଲୋକେ ବହୁତ ଭଲ ଭାବେ ନିଜ ସଂମ୍ପର୍କକୁ ନିଭାଇଥାନ୍ତି , ତାଙ୍କ ସ୍ୱଭାବ ସବୁବେଳେ ରୋମାଣ୍ଟିକ୍ ହୋଇଥାଏ । ଝିଅମାନଙ୍କ ସହ ଫ୍ଲର୍ଟ କରିବାରେ କେବେ ଲାଜ କରନ୍ତି ନାହିଁ , ଏହି ରାଶିର ପୁଅ ବହୁତ ପ୍ରଭାବଶାଳି ହୋଇଥାନ୍ତି , ତାଙ୍କ ହୃଦୟରେ ସଂବେଦନଶୀଲତା କିଛି ଲୋକ ଜାଣିପାରନ୍ତି , ଏମାନେ ସୌମ୍ୟ, ଫ୍ରେଣ୍ତଲି, ଓ ବୁଦ୍ଧିମାନ ହୋଇଥାନ୍ତି , ସିଂହ ରାଶିର ପୁଅ ମାନେ ପ୍ରଥମ ନଜରରେ ଯେ କୌଣସି ଝିଅକୁ ଆକର୍ଷିତ କରିବାରେ ସକ୍ଷମ ହୋଇଥାନ୍ତି । ସେମାନେ ହୃଦୟରୁ ଉଦାର ଓ ସାହାସୀ ହୋଇଥାନ୍ତି । ଏମାନଙ୍କ ଏହି ଅଭ୍ୟାସ ଝିଅମାନଙ୍କୁ ବହୁତ ପସନ୍ଦ ଆସେ ,

 

ତୁଳା ରାଶି : ତୁଳା ରାଶିର ପୁଅ ମାନଙ୍କର ଆଖିରେ ଅଜବ ପ୍ରକାର ଆକର୍ଷଣ କରିବାର କ୍ଷମତା ଥାଏ । ଯାହାର କାରଣରୁ ସେମାନେ ସୁନ୍ଦରରୁ ଅତି ସୁନ୍ଦର ଝିଅ ମାନଙ୍କୁ ଆକର୍ଷିତ କରିପାରନ୍ତି । ତାଙ୍କ ଏହି ଅନ୍ଦାଜ ଲୋକଙ୍କ ମଧ୍ୟରେ ଅଲଗା ହୋଇଥାଏ , ଏମାନଙ୍କ ସମୟ ଅନୁସାରେ ନାନା ଚରିତ୍ର ଦେଖିବାକୁ ମିଳେ । ପ୍ରେମ ଓ କର୍ତ୍ତବ୍ୟ ମଧ୍ୟରେ ସନ୍ତୁଳନ ରଖି ଏହି ରାଶିର ପୁଅ ବୁଝି ବିଚାରି ପଦକ୍ଷେପ ଉଠାଇଥାନ୍ତି । ଏମାନେ ସ୍ୱଭାବ ଅନୁସାରେ ଲାଜକୁଳା ଓ ନିଜ ମଧ୍ୟରେ ହଜିଯାଆନ୍ତି , କିନ୍ତୁ ତାଙ୍କ ଜୀବନରେ କେଉଁ ଝିଅ ଆସିଲେ ସେ ତାଙ୍କୁ ସବୁ ଖୋଲି କହିଥାନ୍ତି ।

 

ମକର ରାଶି : ମକର ରାଶି ଲୋକେ ରଙ୍ଗ ରୁପର ମାଲିକ ହୋଇଥାଏ , ଯାହାର କାରଣରୁ ସେମାନେ ସମସ୍ତଙ୍କୁ ନିଜ ଆଡକୁ ପ୍ରଭାବିତ କରିପାରନ୍ତି । ତାଙ୍କର ଷ୍ଟାଇଲ୍ , ଓ କହିବା ଶୈଳୀ ସବୁ କିଛି ଅଲଗା ହୋଇଥାଏ , ସେ ନିଜ ମଧ୍ୟରେ ସର୍ବଦା ମଜି ରୁହନ୍ତି । ଏମାନେ ଆକର୍ଷକ ବ୍ୟକ୍ତିତ୍ୱ ର ଧନୀ ହୋଇଥାନ୍ତି । ଏହି ରାଶିର ପୁଅ ମାନେ ବହୁତ ଆକ୍ଟିଭ୍ ଓ ସ୍ମାର୍ଟ ହୋଇଥାନ୍ତି । ଝିଅମାନଙ୍କୁ ଏହି ପରି ପୁଅ ମାନଙ୍କ ସହ ବନ୍ଧୁତା କରିବାରେ ପସନ୍ଦ ଆସିଥାଏ , ଓ ଏମାନଙ୍କ ଉପରେ ବହୁତ ଝିଅ ଆକର୍ଷିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *