September 19, 2024

Odia Express

Leading Odia News Portal of Odisha

ଧୋନୀ କହିଲେ କ୍ରିକେଟ୍ ରୁ ଅବସର ନେଲା ପରେ ମଜା ମସ୍ତି ନୁହେଁ ବରଂ ଆର୍ମୀରେ ଯାଇକରି ଦେଶର ସେବା କରିବାକୁ ଚାହିଁବି,ଆଉ ତାପରେ …

ବର୍ତମାନ ସମୟରେ ଧୋନି ଙ୍କୁ ନେଇ ଖୁବ ଚର୍ଚା ଚାଲିଛି | ବିଶ୍ୱକପ ରେ ସେ ପିନ୍ଧୁଥିବା ଗ୍ଳୋବ୍ସ କୁ ନେଇ ଚର୍ଚା ଜୋର ଧରିଥିଲା | ଏମ୍ ଏସ୍ ଧୋନୀ ଇଣ୍ତିଆନ୍ ଟିମ୍ ର ସେହି ତାରକା ଅଟନ୍ତି , ଯିଏକି ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ବହୁତ କିଛି କରିଛନ୍ତି , ଧୋନୀ ଯେତେ ବି ଭଲ ଖେଳାଳି ଅଛନ୍ତି , ସେତିକି ବି ଶାନ୍ତ ମଣିଷ ଅଟନ୍ତି , ଭାରତୀୟ କ୍ରିକେଟ୍ ରେ ୧୩ ବର୍ଷରୁ ଅଧିକା ସମୟ ହେଲା ଖେଳି ସାରିଲେଣି ।ଏବେ ଯେଉଁ କମ୍ପାନୀ ସେ ଛାଡି ସାରିଛନ୍ତି , ଏମିତିରେ ସମୟ ସମୟରେ ତାଙ୍କର କ୍ରିକେଟରୁ ସନ୍ୟାସ ନେବା ଖବର ଆସୁଛି , ଏହି ଘୋଷଣା ଯେବେ ବି ହେଉ , କିନ୍ତୁ ବଡ କଥା ଏହି କି ଯେ ତେବେ ଧୋନୀ କରିବେ କଣ ଅବସର ପରେ

ଧୋନୀ ଇଣ୍ତିଆନ୍ ଟେରିଟୋରିଆଲ୍ ଆର୍ମୀରେ ନମ୍ବର ୨୦୧୧ ର ଲେଫ୍ଟିନାଣ୍ଟ କର୍ନଲ ରାଙ୍କ୍ ଦିଆଯାଇଛି , ଯାହାପରେ ସେ କହିଲେ କି ସେ ଭବିଷ୍ୟତରେ ଏହି ଦାୟିତ୍ୱ ଗୁଡିକ ପୁରା ଭାବେ ନିର୍ବାହ କରିବେ , ଏହି ଜରିଆରେ ତାଙ୍କର ଆର୍ମୀ କାମ କରିବାର ସପ୍ନ ପୁରା ହୋଇଯିବ ।

 

ଧୋନୀଙ୍କ ଟିମ୍ ଇଣ୍ତିଆ କ୍ରିକେଟ୍ ଟିମ୍ ଯେଉଁ ସଫଳତା ହାସିଲ୍ କରିଛି , କିନ୍ତୁ ରାଞ୍ଚିର୍ ଏହି କ୍ରିକେଟିୟର କିଛି ନୁହେଁ , ସେ ଆଉ କିଛି ହେବାକୁ ଚାହୁଁଥିଲା , ଧୋନୀ ଏକ ସାକ୍ଷାତକାରରେ କହିଥିଲେ କି ଛୁଆ ବେଳରୁ ସେ ଇଣ୍ତିଆନ୍ ଆର୍ମୀରେ ଯିବାକୁ ଚାହୁଁଥିଲେ , ସେ ରାଞ୍ଚିର କ୍ୟାଣ୍ଟ ଏରିଆରେ ବହୁତଥର ବୁଲିବାକୁ ଯାଉଥିଲେ , କିନ୍ତୁ ଭାଗ୍ୟ ତାଙ୍କର ଆଉ କିଛି ମଞ୍ଜୁର ଥିଲା , ସେ ସେନାରେ ଯୋଗ ଦେଇପାରିଲେ ନାହିଁ , ଓ କ୍ରିକେଟିୟର ହୋଇଗଲେ । ଟେରିଟୋରିଆଲ୍ ଆର୍ମୀରେ ନିୟମିତ ସେନାଙ୍କ ଏକ ଅଂଶ ଅଟନ୍ତି , ତାଙ୍କର କାମ ସେନାକୁ ସ୍ଥିର ସେବା ମୁକ୍ତ କରିବା , ଓ ବିପଦ ସମୟରେ ପ୍ରଶାସନକୁ ସାହାଯ୍ୟ କରିବା ।

Leave a Reply

Your email address will not be published. Required fields are marked *