October 19, 2024

Odia Express

Leading Odia News Portal of Odisha

ଆଜି ରାତିରେ ଶୋଇବା ପୁର୍ବରୁ ରାମାୟଣର ଏହି ଗୋଟେ ଚୌପାଇ ପଢିଦିଆନ୍ତୁ, ସବୁ ମନୋକାମନା ହୋଇଥାଏ ପୂରା..ସକାଳ ସୁଦ୍ଧା ମିଳିବ ଖୁସି ଖବର

ସବୁ କାମକୁ କରିବାକୁ ହେଲେ ତାହାର ଏକ ସମୟ ନିଶ୍ଚିତ ହୋଇଥାଏ , ଯଦି ଆପଣ ସେହି ସମୟରେ ସେହି କାମକୁ କରିପାରନ୍ତି ନାହିଁ ତେବେ କ୍ଷତି ସହିବାକୁ ପଡିଥାଏ , ଏମିତିରେ ବହୁତ ସାରା ଅସୁବିଧା ସାମନା କରିବାକୁ ପଡିଥାଏ  ତାହା ସହ ପୁରା କାମ ହୋଇପାରୁନଥିଲେ ରାମାୟଣର ଚୌପାଇ ପଢନ୍ତୁ ।ଆପଣଙ୍କୁ ଜଣାଇଦେବୁ କି ରାମାୟଣରେ ସବୁ ପ୍ରକାରର ସମସ୍ୟାର ଉପାୟ କୁହାଯାଇଛି , କିନ୍ତୁ ଆପଣଙ୍କୁ ବୁଝିବା ଦରକାର , ଯଦି ଆପଣ ରାମାୟଣର ଚୌପାଇ ପଢିବାରେ ଓ ତା ସହ୍ ଯୋଡି ହୋଇଥିବା ଜ୍ଞାନକୁ ଆହରଣ କରିନିଅନ୍ତି ତେବେ ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ବାହାରି ପାରିବ ,

 

ଆଜି ଆମେ ଆପଣଙ୍କୁ ଏମିତି ଏକ ଚୌପାଇ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଶୋଇବା ପୁର୍ବରୁ ପଢିବେ ଏବେ ଯେ କୌଣସି ସମସ୍ୟାରୁ ମୁକ୍ତି ମିଳିପାରିବ , ଚୌପାଇ ଟି ହେଲା

“ ଜୋ ପ୍ରଭୁ ଦିନଦୟାଲା କହାବା , ଆରତି ହରଣ ବେଦ ଜସ ଗାବା ॥

ଜପହିଁ ନାମୁ ଜନ ଆରତ ଭାରି , ମିଟ ହିଁ କୁଂସକଟ ହୋ ହିଁ ସୁଖାରୀ ,

ଦିନଦୟାଲ ବିରଦ ସଂଭାରି , ହରହୁ ନାଥ ମମ ସଂଙ୍କଟ ଭାରୀ ।

 

ଏହି ଚୌପାଇ ରାତିରେ ଶୋଇବା ପୂର୍ବରୁ ପଢିବା ଉଚିତ୍ , ଏହି ଚୌପାଇ ବଡରୁ ବଡ ସଂକଟରୁ ଦୂରେଇ ଦେଇଥାଏ , ଓ କଠିନ ସମସ୍ୟାରୁ ଲଢିବାରେ ଶକ୍ତି ଦେଇଥାଏ , ଏହି ଚୌପାଇ ପଢିବା ପରେ ରାମ ଭଗବାନଙ୍କ ଏକ ଜପ କରିବା ଉଚିତ୍ , ଯଦି ଆପଣ ସବୁ ଦିନ ଏହି ଚୌପାଇ ପଢିଥାନ୍ତି , ତେବେ ଆପଣଙ୍କର କିଛି ବି ଅସୁବିଧା ହେବ ନାହିଁ ,। ଏହି ଚୌପାଇ ପଢିବା ସହ ଗୋଟେ କଥା ଧ୍ୟାନ ରଖିବେ କି ଯଦି ଆପଣ ଏହି ଚୌପାଇ ପଢୁଥିବା ସମୟରେ ସଫା ଜାଗାରେ ବସିଛନ୍ତି , ଓ ବହୁତ କମ୍ ସମୟ ମଧ୍ୟରେ ବହୁତ କିଛି ହାସିଲ୍ କରିବାକୁ ଚାହୁଁଛନ୍ତି , ତେବେ ଧର୍ମ ଉପରେ ବିଶ୍ୱାସ କରିବା ଉଚିତ୍ , କାରଣ ତାହା ଗୋଟେ ରାସ୍ତା ହୋଇଥାଏ ଯାହା ସକରାତ୍ମକ ଉର୍ଜା ଦେଇଥାଏ , ଓ ଆପଣ ସବୁବେଲେ ଏକ ଭଲ ଭାବନା ନେଇକରି ଜୀବନରେ ଆଗକୁ ବଢିଥାନ୍ତି ।

Leave a Reply

Your email address will not be published. Required fields are marked *