October 19, 2024

Odia Express

Leading Odia News Portal of Odisha

ଦେଶର ସବୁଠୁ ସାହସୀ IAS ରିତୁ ମାହେଶ୍ୱରୀ ଯିଏକି ୬୪ ହଜାର ଟଙ୍କା ବିଜୁଳି ଚୋରୀ ବିପକ୍ଷରେ ଏକେଲା ହିଁ ଲଢିଥିଲେ କିନ୍ତୁ ତାପରେ ତାଙ୍କ ସହ ଯାହା ହେଲା…

ଜଣେ ଆଇଏଏସ୍ ଅଛନ୍ତି ରିତୁ ମାହେଶ୍ୱରୀ , ସେ ସେହି କାମ କରିଦେଖାଇଲେ ଯାହା ସରକାର କରିପାରିନଥିଲେ , ଦେଶରେ ପ୍ରାୟ ୬୪ ହଜାର କୋଟି ଟଙ୍କାର ବିଜୁଳି ଚୋରୀ ହୋଇଯାଏ , ଆଇଇଏସ୍ ରିତୁ ମହେଶ୍ୱରୀ ସରକାରୀ ଜଣାରୁ ହେଉଥିବା ଏତେ ବଡ କ୍ଷତି କୁ ରୋକିବାରେ ସଫଳ ହୋଇଥିଲେ । ୨୦୧୧ ରେ ଆଇଇଏସ୍ ରିତୁ ମାହେଶ୍ୱରୀ ନିଯୁକ୍ତି କାନପୁର ଇଲେକ୍ଟ୍ରିସିଟି ସପ୍ଲାଇରେ ହୋଇଥିଲା , ତେବେ ସେ ଏକ କମ୍ପାନୀରେ ଗ୍ରାହକଙ୍କ ଘରେ ସ୍ମାର୍ଟ ମିଟର ଲଗାଇଥିଲେ,  ଏହି ମିଟର ବିଜୁଳି ଡିଜିଟାଲ୍ ରେକର୍ଡ କରିଥାଏ , କିନ୍ତୁ ପ୍ରାୟ ୧୧ ମାସ ପରେ ତାଙ୍କର ଟ୍ରାନ୍ସଫର୍ ଗାଜିଆବାଦ କରିଦିଆଗଲା ,

 

ଗତ ୬ ବର୍ଷରୁ ଭ୍ରଷ୍ଟାଚାର ଓ ସ୍ତ୍ରୀ ବିରୋଧୀ ମାହୋଲ୍ ବିପକ୍ଷରେ ଯୁଦ୍ଧ ଲଢି ୩୯ ବର୍ଷୀୟ ରିତୁ ବଡ ପରିମାଣର ବିଜୁଳି ଚୋରୀ ରୋକିବାପାଇଁ ଟେକ୍ନୋଲୋଜି ଦରକାର ଜୋର୍ ଦେଉଛନ୍ତି , ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟରୁ ବିଜୁଳି ବିତରଣ କମ୍ପାନୀର ଘାଟାକୁ କୋଟିଏ ଘର , ଚାଷୀ ଓ ଫ୍ୟାକ୍ଟି ଗୁଡିକ ଲଗାତାର ବିଜୁଳି ଅପୂର୍ତ୍ତି ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ,ସେ କହିଲେ କି ବିଜୁଳି ଚୋରୀ କରିବାବାଲାଙ୍କ ବିରୁଦ୍ଧରେ ୫ ଲକ୍ଷରୁ ୧ ଲକ୍ଷ ୬୦ ହଜାର ମିଟର ବଦଳାଇଦିଆଗଲା,  ମୁଁ ବିଜୁଳି ଚୋରୀ ରୋକିବାପାଇଁ ଗ୍ରାହକଙ୍କୁ ଦୃଢ ବିରୋଧ କରିବାପରେ ବି ଏହିପ ରି କାର୍ଯ୍ୟନୁଷ୍ଠାନ ନେଇଥିଲେ ,

 

ବିଜୁଳି ମନ୍ତ୍ରାଳୟ ୱେବସାଇଟ୍ ରୁ ଜଣା ପଡେ କି ରିତୁ ରଣନୀତି କାନପୁର ଇଲେକ୍ରିଟିସିଟି ସପ୍ଲାଇ କମ୍ପାନୀ ରୋକିବାପାଇଁ ବିତରଣ ଘାଟା ଅଧା କରି ୧୫,୬ ପ୍ରତିଶତ ତଳକୁ ଖସାଇଥିଲେ । ବିଜୁଳି ଚୋରୀ ବିପକ୍ଷରେ ଅଭିଯାନକୁ ଅଟକାଇବାକୁ ଯାଇ ରିତୁ ବଡ ବଡ ଲୋକଙ୍କ ନଜରରେ ଆସିଗଲେ , କିନ୍ତୁ ନେତା ତାଙ୍କ ଅଫିସ୍ କୁ ଆସିକରି ଧମକ ଦେବାକୁ ଲାଗିଲେ , ତାଙ୍କ ଷ୍ଟାଫ୍ ବିଜୁଳି ଚୋରୀ ହେବାର ଯାଞ୍ଚ ଯୋଜନ ଆଗରୁ ଲିକ୍ କରିଦେଉଥିଲେ , ଏହି ବିଜୁଳି ଚୋର୍ ସର୍ଚ୍ଚ କରିବାକୁ ଟିମ ପହଞ୍ଚିବା ପରେ ଅବୈଧ କନେକ୍ସନ୍ ବାହାର କରିଦେଉଥିଲେ ।

 

ସେ ଯାହା ବି ପଦକ୍ଷେପ ନେଉଥିଲେ ସେଥିରେ ତାଙ୍କ ଷ୍ଟାଫ୍ ଖୁସି ନଥିଲା , ସେ ନୁଆ କି ମିଟର ଲଗାଇବାର ହେଉ କିମ୍ବା ଛାପା ମାରିବାର ହେଉ , କିନ୍ତୁ ଏମାନେ ବିଜୂଳି ଚୋରୀର କଥା କହିଦେଉଥିଲେ , ରିତୁ ମହେଶ୍ୱରୀ କହନ୍ତି କି ଲୋକଙ୍କୁ ଲାଗୁଥିବା କି ମୋତେ ସହଜରେ ମୁର୍ଖ କରିଦେବେ , ସେ ଭାବୁଥିଲେ କି ଜଣେ ମହିଳାଙ୍କୁ ବିଜୁଳି ଓ ଜଟିଳ ଗ୍ରୀଡ୍ସ ବିଷୟରେ କିଛି ଜଣା ନଥିବ ,

 

୨୦୦୦ ରେ ପଞ୍ଜାବ ଇଞ୍ଜିନିୟରିଙ୍ଗ୍ କଲେଜରୁ ଗ୍ରାଜୁଏସନ୍ କରିବାପରେ ସେ ୨୦୦୩ ରେ ଆଇଇଏସ୍ ଜଏନ୍ କରିନେଲେ , ଜୁଲାଇ ୨୦୧୭ ରେ ସେ କେନ୍ଦ୍ର ସରକାରଙ୍କ ବିଜୁଳି ମନ୍ତ୍ରାଳୟ ଅଧିନରେ ଗ୍ରାମୀଣ ବିଦ୍ୟୁତୀକରଣ ନିଗମ କାର୍ଯ୍ୟକାରୀ ନିର୍ଦ୍ଧେଶକ ରହିଥିଲେ ଏହି ସମୟରେ ସେ କାର୍ଯ୍ୟକ୍ରମ ସହ ଯୋଡି ହୋଇଥିବା କାର୍ଯ୍ୟ ଓ ଅନ୍ୟ ମାଧ୍ୟମକୁ ଟେକ୍ ନିକ୍ ଦ୍ୱାରା ବ୍ୟବହାର ୨୦୧୯ ପର୍ଯ୍ୟନ୍ତ ପ୍ରାୟ ଟେକନିକାଲ୍ ଓ କର୍ମଶିଆଲ୍ ଲସ୍ ଘଟାଇକରି ୧୫ ପ୍ରତିଶତ ପର୍ଯ୍ୟନ୍ତ ଆଣିବାର ଥିଲା , ଯାହା ଦ୍ୱାରା ବିଜୁଳି ବିତରଣ କମ୍ପାନୀ ଘାଟାରୁ ବାହାରି ପାରିବ ।

Leave a Reply

Your email address will not be published. Required fields are marked *