October 19, 2024

Odia Express

Leading Odia News Portal of Odisha

ଭୁଲରେ ବି ଆଉଥରେ ଗରମ କରି ଖାଆନ୍ତୁ ନାହିଁ ଏହି ୬ ଟି ଜିନିଷ , ନହେଲେ ଆପଣଙ୍କ ଜୀବନ ପାଇଁ ବିପଦ ହେଇପାରେ – ଏବେ ଦେଖି ନିୟନ୍ତୁ..

କର୍ମ ବ୍ୟସ୍ତତା ଜୀବନ ମଧ୍ୟରେ ସବୁ ବ୍ୟକ୍ତି କାମକୁ ସର୍ଟକର୍ଟରେ କରିବାକୁ ବ୍ୟସ୍ତ ରୁହନ୍ତି , ଏହି ଜିନିଷ ଆମ ରୋଷେଇ ଘରେ ଦେଖିବାକୁ ମିଳେ । ବହୁତଥର ଆମେ ଅଧିକା ଖାଇବା ବନେଇନେଇଥାଉ , ଯାହା ଦ୍ୱାରା ଆଉଥରେ ଆମକୁ ବନାଇବାକୁ ନ ପଡେ , ସେମିତି ଦେଖିବାକୁ ଗଲେ ଖାଦ୍ୟ କିଛି ପରିମାଣର ବଳିଯାଏ , କିନ୍ତୁ ଆପଣ ଜାଣିଛନ୍ତି କିଛି ଖାଦ୍ୟ ଅଛି ଯାହାକୁ ଆଉଥରେ ଗରମ କରିଖାଇବା ଉଚିତ୍ ନୁହେଁ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଆମେ ଖାଇବାକୁ ଗରମ କରିବା ଉଚିତ୍ ନୁହେଁ , ଖାଇବା ପିଇବାର କିଛି ଏପରି ଜିନିଷ ହୋଇଥାଏ , ଯାହାକୁ ଗରମ କରିବାପରେ ଆପଣଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇପାରେ ।

 

ରିସର୍ଚ୍ଚରୁ ଜଣାପଡିଛି କି କିଛି ଖାଦ୍ୟକୁ ଗରମ କରି ଆଉଥରେ ଖାଇଲେ ସେଥିରୁ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ , ଓ ଏହା ଗରମ କରିଲେ ଟକ୍ସିକ୍ ହୋଇଯାଏ , କିଛି ଜିନିଷ ଅଛି ଯାହାକୁ ଗରମ କରି ଖାଇଲେ ତାର ପ୍ରୋଟିନ୍ ନଷ୍ଠ ହୋଇଯାଏ , ଓ ସେଥିରେ ଥିବା କିଛି ତତ୍ତ୍ୱ କ୍ୟାନସର କାରକ ହୋଇଯାଏ , ଆସନ୍ତୁ କହିବୁ , କେଉଁ ଫ୍ରୁଟ୍ସ ଅଛି ,ଯାହାକୁ ଆଉଥରେ ଗରମ କରିବା ଉଚିତ୍ ନୁହେଁ ।

 

ଆଳୁ : ଆଳୁ ଆମର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏହାକୁ ଆଉଥରେ ଗରମ କରି ଖାଇଲେ ଏହା କ୍ଷତିକାରକ ହୋଇଥାଏ , ଆପଣଙ୍କୁ ଜଣା ନଥିବ କି ଆଳୁ ସିଝାଇବା ପରେ ତାପମାନ ଥଣ୍ତା ହେବାପାଇଁ ଛାଡି ଦେଲା ପରେ ସେଥିରୁ ବାଟୁଲିଜମ୍ ନାମକ ଏକ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ , ଥଣ୍ତା ହେବାପରେ ଆଳୁକୁ ଗରମ କରିଲେ ବ୍ୟାକ୍ଟେରିଆ ଆଉଥରେ ଜିବିତ ହୋଇଯାଆନ୍ତି , ଓ ପାଚନ କ୍ରିୟାରେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।

 

ଚାଉଳ : ସବୁ ଘରେ ରହିଯାଇଥିବା ଚାଉଳକୁ ଖାଇବା ଓ ଆଉଥରେ ଗରମ କରି ଖାଇବା ଦ୍ୱାରା ତାହାକୁ ଫ୍ରାଇ କରିଥାନ୍ତି , ନହେଲେ ତାକୁ ଆଉଥରେ ଖାଇବା ଉପଯୋଗୀ କରାଯାଏ , ଚାଉଳକୁ ଆଉଥରେ ଗରମ କରିଲେ ସେଥିରୁ ଫ୍ରୁଡ୍ ପଏଜନିଙ୍ଗ୍ ହୋଇପାରେ ।

 

ଛତୁ : ଛତୁ ପ୍ରୋଟିନ୍ ର ଖଜାନା ଅଟେ , ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ , ଏହାକୁ ଆଉଥରେ ଗରମ କରି ଖାଇଲେ ଏଥିରୁ ପ୍ରୋଟିନ୍ କମ୍ପୋଜିସନ୍ ବଦଳିଯାଏ , ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇନଥାଏ ।

 

ଚିକେନ୍ : ଚିକେନ୍ ପ୍ରୋଟିନ୍ ସହ ଭରପୁର ହୋଇଥାଏ , କିନ୍ତୁ ଏହାକୁ ଆଉଥରେ ଗରମ କରି ଖାଇଲେ ପାଚନ ସଂବନ୍ଧୀ ଅସୁବିଧା ଦେଖାଦେଇଥାଏ , ଯଦି ଆପଣ ଚିକେନ୍ କୁ ଆଉଥରେ ଗରମ କରି ଖାଉଛନ୍ତି ତେବେ ପୁରା ଫ୍ରାଏଡ୍ ଖାଆନ୍ତୁ ।

 

ଅଣ୍ତା : ଏହା ଆମେ ସମସ୍ତେ ଜାଣିଛେ କି ଅଣ୍ତା ଏକ ସୁପର୍ ଫୁଡ୍ ହୋଇଥାଏ , କିନ୍ତୁ ଏହାକୁ ଆଉଥରେ ଗରମ କରି ଖାଇଲେ ଏଥିରୁ ସବୁ ପ୍ରୋଟିନ୍ ଆମ ଶରୀର ପାଇଁ ବିଷ ଭାବେ କାମ କରିଥାଏ ।

 

ପାଳଙ୍ଗ ଶାଗ : ଏହାକୁ ଗରମ କରି ଖାଇଲେ ଏହା କ୍ୟାନ୍ସର ବି ହୋଇପାରେ ପାଳଙ୍ଗରେ ମହଜୁଦ ନାଇଟ୍ରେଟ୍ ଆଉଥରେ ଗରମ କରି ଖାଇବା ପରେ ଏହାର କିଛି ତତ୍ତ୍ୱ ବଦଳିଯାଏ , ଯାହା ଦ୍ୱାରା କ୍ୟାନ୍ସରକୁ ଆମନ୍ତ୍ରଣ କରିଥାଏ ।

Leave a Reply

Your email address will not be published. Required fields are marked *