October 19, 2024

Odia Express

Leading Odia News Portal of Odisha

ଗୋଟେ କଅଁଳ ଛୁଆଙ୍କୁ ଅଳିଆ ଗଦାରେ ପକାଇଦେଇ ଆସିଥିଲା ମା , ମହିଳା କନେଷ୍ଟବଳ ଛୁଆଙ୍କୁ ଉଠାଇକରି ପିଆଇଲେ ନିଜ କ୍ଷୀର – ଏବେ ସାରା ଦେଶ ପ୍ରଶଂସା କରୁଛି..

ବାଙ୍ଗାଲୋରରେ ଜଣେ ମହିଳା ପୋଲିସ୍ କନେଷ୍ଟବଳ ଏକ ମିଶାଲ୍ ପେସ୍ କରିଛନ୍ତି , ଦିନେ ସେ ଗୋଟେ ଛୁଆକୁ ଅସହାୟ ଅବସ୍ଥାରେ ଏକ ଅଳିଆ ଗଦାରୁ ପାଇଥିଲେ , ଛୁଆ ବହୁତ ଥରୁଥିଲା , ଓ ତା ଶରୀରରେ ପିମ୍ପୁଡି ଚାଲୁଥିଲା , ଯେବେ ତାକୁ ମେଡିକାଲ୍ ଅଣାଗଲା ତେବେ ବହୁତ ଗମ୍ଭୀର ଅବସ୍ଥାରେ ଥିଲା । ଛୁଆକୁ ଏପରି ଅବସ୍ଥାରେ ଦେଖି ମହିଳା କନେଷ୍ଟବଳ ଏସ୍ ହଲିମାନୀ ଭିତରେ ମା ର ମମତା ଜାଗ୍ରତ ହେଲା , ଓ ସେ ସ୍ତନ୍ୟପାନ କରାଇବାପାଇଁ ମେଡିକାଲ୍ ଅଧ୍ୟକ୍ଷ୍ୟଙ୍କୁ କହିଲେ , ଅନୁମତି ମିଳିବାପରେ ସେ ୧୫ ମିନିଟ୍ ଯାଏଁ ତାକୁ ସ୍ତନ୍ୟପାନ କରାଇଥିଲେ , ଛୁଆର ଚିକିତ୍ସା ଚାଲୁଅଛି, କହିଦେବୁ କି ସଙ୍ଗୀତାଙ୍କ ୧୦ ମାସର ଛୁଆ ବି ଅଛି

 

ସେମିତି ଏହି ମହିଳା କନେଷ୍ଟବଳ ଏବେ ଚର୍ଚ୍ଚାର ବିଷୟ ହୋଇସାରିଛନ୍ତି , ବାଙ୍ଗାଲୋରର ଇଲେକ୍ଟ୍ରୋନିକ୍ସ ସିଟି ପୋଲିସ୍ ଷ୍ଟେସନରେ କନେଷ୍ଟବଳ ୩୨ ବର୍ଷର ଅର୍ଚ୍ଚନା ନିଜ ଭୋକିଲାକୁ ସ୍ତନ୍ୟପାନ କରାଇଥିଲେ , କନେଷ୍ଟବଳ ଅର୍ଚ୍ଚନା ମାତୃତ୍ୟ ଭରା ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି, ଏବେ ଅର୍ଚ୍ଚନାଙ୍କ ଏହି କାର୍ଯ୍ୟ ସୋସିଆଲ୍ ମିଡିଆରେ ଅଧିକାଂଶ ଲୋକେ ମମତାର ମିଶାଲ୍ ବୋଲି ଜଣାଇଛନ୍ତି , ଅନ୍ୟ ପଟେ ପୋଲିସ୍ ବାଲା ମହିଳା କନେଷ୍ଟବଳଙ୍କ ଉଦାରତା ଶିକ୍ଷା କରିବାକୁ ଉପଦେଶ ଦେଇଛନ୍ତି ,

 

ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ କନେଷ୍ଟବଳ ଅର୍ଚ୍ଚନାଙ୍କୁ ବହୁତ ପ୍ରଶଂସା କରିଛନ୍ତି , ସେ ଟ୍ୱିଟ୍ କରି କହିଲେ କି ଏହା ବହୁତ ପ୍ରଶଂସନୀୟ ପଦକ୍ଷେପ ଅଟେ , ଏହା ଛଡା କୁମାରସ୍ୱାମୀ ଦେଖାକରିବାକୁ ଇଛା ପ୍ରକଟ କରିଛନ୍ତି , ଏତିକି ନୁହେଁ ଛୁଆର ନାଁ ବି କୁମାରସ୍ୱାମୀ ରଖାଯାଈଛି, ମିଡିଆ ରିପୋର୍ଟ ମୁତାବିକ କନଟ୍ରକ୍ସସନ୍ ସାଇଡ୍ ରେ କେଉଁ ନବଜାତ ଛୁଆକୁ ମିଳିଥିଲା , ଏହାପରେ ଏହି ଘଟଣାକୁ ପୋଲିସ୍ କୁ ସୁଚିତ କରାଯାଇଥିଲା , ଖବର ମିଳିବାପରେ ପୋଲିସ୍ ପହଞ୍ଚିଲା , ଯାହାକି ତାର ଅବସ୍ଥା ବହୁତ ସଙ୍କଟାପନ୍ନ ଥିଲା , ତାକୁ ପାଖ ହସ୍ପିଟାଲ୍ ନେଇଗଲେ , ଚିକିତ୍ସା ପରେ ଛୁଆକୁ ଥାନା ଆଣିଥିଲେ , ଓ ଅର୍ଚ୍ଚନା ତାକୁ ସ୍ତନ୍ୟାପାନ କରାଇଥିଲେ ।

Leave a Reply

Your email address will not be published. Required fields are marked *