December 23, 2024

Odia Express

Leading Odia News Portal of Odisha

ବୋର୍ଡ ପରୀକ୍ଷାରେ କେବଳ ଗୋଟେ ନମ୍ବର ପାଇବା ପାଇଁ ଏହି ଝିଅଟି କିଛି ଏପରି କାମ କଲା ଯାହା ସରକାରଙ୍କ ନିଦ ହଜିଗଲା – ଜାଣିଲେ ଆପଣ ମଧ୍ୟ କହିବେ ସବାସ..

ପାଇଁ ପରିଶ୍ରମ କରୁଛି ତାହାର ଫଳ ତାକୁ ନିଶ୍ଚିତ ମିଳିବ । ନିରାଶା ତେବେ ହାତରେ ଲାଗିଥାଏ ଯେବେ ସବୁ ଚେଷ୍ଟା କରିବାପରେ ମଧ୍ୟ ପରିଶ୍ରମର ଫଳ ମିଳିପାରିନଥାଏ , ଆଜି ଆମେ ଆପଣଙ୍କୁ +୨ ରେ ପଢୁଥିବା ଜଣେ ଝିଅର ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ଗୋଟେ ମାର୍କ ପାଇଁ ପୁରା ସରକାରକୁ ହଲାଇଦେଇଥିଲା , ସେମିତି ଦେଖିବାକୁ ଗଲେ ଲୋକ ଗୋଟିଏ ନମ୍ବର ମାର୍କ ପାଇଁ କେବେ ଏତେ ମହତ୍ତ୍ୱ ଦିଅନ୍ତି ନାହିଁ , କିନ୍ତୁ ଯଦି ଆମ ଦେଶର ଶିକ୍ଷାର ବ୍ୟବସ୍ଥା କଥା କହିବା ତେବେ ଏଠାରେ ଗୋଟିଏ ଗୋଟିଏ ନମ୍ବର ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ , ଆସନ୍ତୁ ଜାଣିବା ସେହି ମାମଲା ବିଷୟରେ ।  କହିଦେବୁ କି ଏହି ମାମଲା ମଧ୍ୟପ୍ରଦେଶର ଉଜ୍ଜେନ୍ ଜିଲ୍ଲାର ଅଟେ , ଏଠାରେ ରହୁଥିବା ଜଣେ +୨ ଛାତ୍ରୀ ପୁରା ଜିଲ୍ଲା ସହ ଆଇନ୍ ବ୍ୟବସ୍ଥାର ନିଦ ହଜାଇଦେଇଥିଲା ,କାରଣ ତାକୁ ବୋର୍ଡ ପରୀକ୍ଷାରେ କମ୍ ନମ୍ବର ମିଳିଥିଲା ,

 

ଯାଞ୍ଚ ପରେ ଜାଣିବାକୁ ପାଇଲେ କି ସେ ୫୦୦ ମାର୍କରୁ ୪୨୪ ମାର୍କ ପାଇଥିଲେ , ଜିଲ୍ଲାର ପ୍ରିୟଦର୍ଶିନି ଇନ୍ଦିରା ଗାନ୍ଦୀ ହାୟର୍ ସେକେଣ୍ତାରୀ ସ୍କୁଲ୍ ର ଏହି ଛାତ୍ରୀ ଅସଲରେ ପରୀକ୍ଷା ପରେ ଲ୍ୟାପଟପ୍ ପାଇଁ ବହୁତ ଚେଷ୍ଟା କରିଥିଲା , କିନ୍ତୁ ସେ ଗୋଟେ ନମ୍ବର ପାଇଁ ପଛୁଆ ରହିଗଲା । କହିଦେବୁ କି ଏହା ଏକ ସ୍କିମ୍ ଆରମ୍ଭ କରାଯାଇଥିଲା କି ଯଦି କେଉଁ ଛାତ୍ର ଛାତ୍ରୀ ମଧପ୍ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ଆଣିବେ ତେବେ ତାଙ୍କୁ ମଧ୍ୟପ୍ରଦେଶ ସରକାର ମାଗଣାରେ ଲ୍ୟାପଟପ୍ ଦେବେ ,  ଏହିଥିରେ ସୋଫିଆ ଗୌରି ଖାନ୍ ନାମକ ଏହି ଝିଅ ପରୀକ୍ଷାରେ ଭଲ ମାର୍କ ତ ଆଣିଥିଲେ କିନ୍ତୁ ଗୋଟେ ଅଙ୍କ ଯୋଗୁଁ ତାଙ୍କ ଲ୍ୟାପଟପ୍ ପାଇବା ସୁଚୀରୁ ହଟିଗଲା । ସୋଫିଆ ତାପରେ ନିର୍ଣ୍ଣୟ ନେଲେ କି ସେ ଏହି ପରୀକ୍ଷା ଖାତାକୁ ପୂନଃ ଯାଞ୍ଚ କରିବେ ,

 

ଯେବେ ସେ ଜିଲ୍ଲା ସ୍ତରରେ ନିଜ କଲେଜର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କହିଲା ତେବେ କପି ଆଉଥରେ ଯାଞ୍ଚ କରାଯାଇପାରିବ ନାହିଁ ବୋଲି ମନା କରାଯାଇଥିଲା , କିନ୍ତୁ ସୋଫିଆ ଏତିକି ରେ ଚୁପ ରହିନଥିଲେ ସେ ଏଥିପାଇଁ ହାଇକୋର୍ଟରେ ଏକ ୟାଚିକା ଦାୟର କରିଥିଲେ , କହିଦେବୁ କି ସୋଫିଆ ଏହି ଆଶାରେ ଥିଲେ କି ସେ କପିର ଯାଞ୍ଚ ପରେ କମ୍ ସେ କମ୍ ପାଞ୍ଚ ନମ୍ବରରୁ ଅଧିକା ମାର୍କ ପାଇବେ ବୋଲି , କପି ଯାଞ୍ଚ ପରେ ଜଣା ପଡିଲା କି ଇକୋନୋମିକ୍ସ ପେପରରେ ତାଙ୍କୁ ୧ ନମ୍ବର ମାର୍କ ଅଧିକା ମିଳିଲା । ଓ ସେ ଲ୍ୟାପଟପ୍ ମିଳିବାର ହକ ଦାର୍ ହୋଇଗଲେ । କହିଦେବୁ କି କୋର୍ଟ ସୋଫିଆଙ୍କୁ ୨୫ ହଜାର ଦାମ୍ ର ଏକ ଲ୍ୟାପଟପ୍ ଦେବାପାଇଁ ଆଦେଶ ଦେଲେ , କିନ୍ତୁ ସୋଫିଆ ଓ ତାଙ୍କର ପରିବାର ଲୋକଙ୍କ କହିବା କଥା କି ଲ୍ୟାପଟପ୍ କିଣିବା ପାଇଁ ଯେତିକି ରାଶି ମିଳିଲା ତାହା ଅଧା ପଇସା କୋର୍ଟରେ କେସ୍ ଲଢିବାରେ ଖର୍ଚ୍ଚ ହୋଇଯିବ । କିନ୍ତୁ ପରିଶେଷରେ ଏହି କଥାର ଜିତ୍ ହେଲା , ସୋଫିଆ ନାମକ ଏହି ଛାତ୍ରୀ ଏକ ଭଲ ଛାତ୍ରୀ ହିସାବରେ ଜଣା ଗଲେ ।

Leave a Reply

Your email address will not be published. Required fields are marked *