December 23, 2024

Odia Express

Leading Odia News Portal of Odisha

ମୋଦି ସରକାର ଦେଶର ଜନତା ଙ୍କୁ ପଚାରିଲେ କଣ ରଖିବା ଦେଶର ପ୍ରଥମ ବୁଲେଟ ଟ୍ରେନର ନାମ, ଆସିଲା ପୁରା ୨୨ହଜାର ମତାମତ, ଆପଣ ବି ଗୋଟେ ନାମ କୁହନ୍ତୁ ପୁରସ୍କାର ନିୟନ୍ତୁ ..

ଭାରତରେ ପ୍ରଥମ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ର ନାଁ ଓ ଲୋଗୋ ପାଇଁ ନିର୍ଦ୍ଧାରିତ କରିବାପାଇଁ ସରକାରଙ୍କ ପାଖରେ ୩୦ ଦିନ ଭିତରେ ପ୍ରାୟ ୨୨ ହଜାର ମତ ଆସିଛି , ସେ ମାଇଜିଓଭି ଡଟ୍ ଇନ୍ ରେ ଏହାକୁ ପଠାଇଛନ୍ତି , ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ୨୫ ଫେବୃୟାରୀକୁ ଏହି ପ୍ରତିଯୋଗିତା ଆରମ୍ଭ କରିଥିଲେ ।ଏହା ଦ୍ୱାରା ନାଗରିକଙ୍କୁ ବୁଲେଟ୍ ଟ୍ରେନର ନାଁ ମତାମତ ମଗା ଗଲା , ସରକାର ୧୫ ଅଗଷ୍ଟ ୨୦୨୨ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଲାବାର ଲକ୍ଷ୍ୟ ରଖିଛନ୍ତି , ନାଁ ପଠାଇବାର ଅନ୍ତିମ ତାରିଖ ୨୫ ମାର୍ଚ୍ଚ ଥିଳା ,

 

୩୦ ଦିନରେ ପଠାଯାଇଥିବା ପ୍ରମୁଖ ମତାମତ ରେ ଉଡନତସ୍କରୀ, ମହାତ୍ମା, ବୁଲେଟ୍ ଭାରତ , ବିଦ୍ୟୁତ, ଅଶ୍ୱମେଧ , ପବନପୁତ୍ର, ଚେତକ, ଓ ବାୟୁପୁତ୍ର ଅନେକ ନାଁ ଦିଆଯାଈଥିଲା , ଏହା ଛଡା ୧୪ ଫେବୃୟାରୀକୁ ପୁଲବାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ନାଁରେ ପୁଲବାମା ସହିଦ ଏକ୍ସପ୍ରେସ୍ ମତ ଆସିଥିଲା , ଏଜେନ୍ସିଙ୍କୁ ୪୪୦୦ ଲୋକଙ୍କ ମିଳିଛି । ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ର ପ୍ରବକ୍ତା ସୁଷମା ଗୌର କହିଲେ କି ପ୍ରତିଯୋଗିତାରେ ଉଦ୍ଧେଶ୍ୟ ସରକାର ନାଗରିକଙ୍କୁ ସିଧା ଯୋଗଦାନ ଉପରେ ଅଟେ , ଏହା ମଧ୍ୟରେ ଆମକୁ ୨୨ ହଜାର ମତ ମିଳିଛି , ବୁଲେଟ୍ ଟ୍ରେନ୍ ନାଁରେ ଲୋକଙ୍କ ନିର୍ବାଚନ ପୂର୍ବରୁ ସପ୍ତାହରେ କରାଯିବ , ସବୁ ମତ ଅଗ୍ରାଧିକାର ଦିଆହେବ , ଏହାପରେ ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ଜଣଙ୍କୁ ବାଛିବ ।

 

ପ୍ରତିଯୋଗିତା ନିୟମ ମୁତାଇକ , ଟ୍ରେନ୍ କେଉଁ ନେତାଙ୍କ ନାଁରେ ରଖିବା ଉପରେ ମତାଧିକାର ସାବ୍ୟସ୍ତ ହେବ ନାହିଁ , ଯାହାର ନାଁ ବଛା ଯିବ ତାଙ୍କୁ ୫୦ ହଜାର ନଗଦ ଓ ପ୍ରମାଣପତ୍ର ଦିଆଯିବ , ସେମିତି ଲୋକଙ୍କୁ ବିଜେତାକୁ ଏକ ଲକ୍ଷ ଟଙ୍କା ମିଳିବ , ଏହ ଛଡା ଫାଇନାଲ୍ ୫ ରେ ଜାଗା ବନେଇବାପାଇଁ ମତାଧିକାରଙ୍କୁ ୧୦ ହଜାର ଲେଖାଏଁ ପୁରସ୍କୃତ କରାଯିବ ।

Leave a Reply

Your email address will not be published. Required fields are marked *