October 19, 2024

Odia Express

Leading Odia News Portal of Odisha

ଗୋଟେ ମାସ ଯାଏଁ ମହୁରେ ରସୁଣ ବୁଡାଇକରି ଖାଇଲେ , ଏହି ରୋଗରୁ ମିଳିବ ମୁକ୍ତି , ଫାଇଦା ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ …

ମହୁ ଓ ରସୁଣ ଦୁହେଁ ଆମ ଶରୀରକୁ ଗରମ କରିଥାଏ , ବହୁତଥର ଥଣ୍ତା ଜ୍ୱର ହେଲେ ମହୁ ଓ ରସୁଣର ସେବନ କରିଥାଉ , ଏହାକୁ ଆପଣ ଅଲଗା ଅଲଗା ଖାଇଥିବେ , କିନ୍ତୁ ଏକା ସାଙ୍ଗେ ଖାଈବା ବିଷୟରେ ଖାଇନଥିବେ , ରସୁଣ ଓ ମହୁ ଏକା ସାଙ୍ଗେ ଖାଇବା ଦ୍ୱାରା ଆପଣଙ୍କୁ ଟିକିଏ ଅଲଗା ଲାଗୁଥିବ , କିନ୍ତୁ ଏହା ସତ ଏହାକୁ ଖାଇଲେ ବହୁତ୍ କିଛି ଫାଇଦା ମିଳିପାରିବ , ଆସନ୍ତୁ ଜଣେଇବୁ ମହୁରେ ରସୁଣ ବୁଡାଇକରି ଖାଇଲେ କଣ କଣ ଫାଇଦା ହୋଇଥାଏ , ଓ ଏହାର ସେବନ କଣପାଇଁ କରିଥାଉ ।ଆପଣଙ୍କୁ କହିଦେବୁ କି ଆୟୁର୍ବେଦର ଏକ୍ସପର୍ଟ ଅବରାର୍ ଡାକ୍ତରଙ୍କ କହିବା କଥା କି ଆଜି କାଲିର ଲୋକେ ଆୟୁବେର୍ଦିକ ଜିନିଷକୁ ପସନ୍ଦ କରନ୍ତି ନାହିଁ , ଏଥିପାଇଁ ତାଙ୍କୁ ବହୁତ ପ୍ରକାରର କ୍ଷତି ସହିବାକୁ ପଡିପାରେ ,

 

ଡାକ୍ତର ଅବରାର ମହୁ ସହ ରସୁଣ ଖାଇବାର ଏକ ତରିକା ବିଷୟରେ କହିଥିଲେ , ଗୋଟେ କାଞ୍ଚର ବୋତଲରେ ମହୁ ମିଶାଈଦିଅନ୍ତୁ , ଓ କିଛି ରସୁଣ ପାଖୁଡା ଛିଡାଇକରି ପକାନ୍ତୁ , ଏହା ଛଡା ଆପଣ ରସୁଣର ସେବନ କରିପାରିବେ ,ଦୁଇଟି ରସୁଣ କଲିକୁ ପେଶି ଦେଇ ସେଥିରେ କିଛି ମହୁ ମିଶାନ୍ତୁ , ଓ ସବୁଦିନ ସକାଳୁ ଖାଲିପେଟରେ ଖାଇନିଅନ୍ତୁ , ଆସନ୍ତୁ କହିବୁ ରସୁଣ ଓ ମହୁର ସେବନରେ କଣ ଆପଣଙ୍କୁ ଫାଇଦା ମିଳିପାରିବ । ମହୁରେ ମିଶାହୋଇଥିବା ରସୁଣ ସାଧାରଣ ଅମୃତ ଅଟେ , ହାର୍ଟ ଆଟାକ୍ ସଂବନ୍ଧିତ ଅସୁବିଧା ପିଁ ଏହିପରି ଲୋକେ ମହୁ ଓ ରସୁଣ ସେବନ ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ କରିଲେ ହାର୍ଟ ଆଟାକ୍ ରୁ ମୁକ୍ତି ମିଳିଥାଏ , ଯାହାକି ବଡିରେ ଇନଫେକ୍ସନ ମେଡିସିନ୍ ପରି କାମ କରିଥାଏ ,

 

ଶରୀରରରେ ରସୁଣର ସେବନ କରିବା କେଉଁ ବରଦାନରୁ ବଡ ନୁହେଁ କହିଦେବୁ କି ମହୁ ଓ ରସୁଣ ପରି ନାନା ଅସୁବିଧାରୁ ମୁକ୍ତି ମିଳିପାରିବ , କହିଦେବୁ କି ଆଣ୍ଟି ବାକେଟ୍ରିଆର୍ଲ୍ ଓ ଆଣ୍ଟି ମାଇକ୍ରୋବିୟଲ ପ୍ରୋପର୍ଟିରୁ ଭରପୁର ହେବାର କାରଣରୁ ମହୁ ଓ ରସୁଣ ଥଣ୍ତା ଜ୍ୱର ପାଇଁ ଏକ ଭଲ ଉପଚାର ଅଟେ , ଏହାର ସେବନରେ ଇମ୍ୟୁନିଟି ଲେବଲ୍  ବଢିଯାଏ , ଓଏହା ଜ୍ୱର ପରି ରୋଗ ସହ ଲଢିପାରେ , ଯଦି ଆପଣ ରୋଗରୁ ଖେଲିବାକୁ ମୁକ୍ତି ମିଳୁଛି, ତେବେ ଡେରି କଣ ପାଇଁ ଓ ଏହି ରୋଗରୁ ପିଡିତ ହେଲେ  ଥରେ ରଶୁଣ ଓ ମହୁର ବେବନ ନିଶ୍ଚିତ ଦେଖିବେ ଦେବ ।

Leave a Reply

Your email address will not be published. Required fields are marked *