October 19, 2024

Odia Express

Leading Odia News Portal of Odisha

ଜାଣନ୍ତୁ ଗଙ୍ଗାରେ ଅସ୍ଥି ବିସର୍ଜନ ପରେ କେଉଁ ଆଡେ ଯାଇଥାଏ ବିସର୍ଜିତ ଅସ୍ଥିଗୁଡିକ , ଜାଣିଲେ ଆପଣ ବି ଚକିତ ହୋଇଉଠିବେ

ମୃତ୍ୟୁ ପ୍ରକୃତିର ଅଟଳ ସତ୍ୟ ଅଟେ । ଏହି ପୃଥିବୀରେ ଯିଏ ଥରେ ଜନ୍ମ ନେଇଯାଇଛି ସିଏ ଦିନେ ନା ଦିନେ ମୃତ୍ୟୁ ବରଣ ନିଶ୍ଚିତ କରିବ , ଗରୁଡ ପୁରାଣ ଅନୁସାରେ ଯେବେ କେଉଁ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସେ ତେବେ ଯମରାଜ ତାକୁ କିଛି ସଙ୍କେତ ଦେଇଥାନ୍ତି , ଯମରାଜ ଦୂତ ମରିବାକୁ ଥିବା ଲୋକର ପାଖକୁ ଆସିଥାନ୍ତି , ଓ କେବଳ ପାପୀ ମନୁଷ୍ୟ ଯମଦୂତଙ୍କୁ ଭୟ ଲାଗିଥାଏ , ଭଲ କର୍ମ କରୁଥିବା ବ୍ୟକ୍ତି ମରିବା ସମୟରେ ଦିବ୍ୟ ଆଲୋକ ଦୃଶ୍ୟମାନ ହୋଇଥାଏ , ଓ ତାଙ୍କୁ ମୃତ୍ୟୁର ଭୟ ଲାଗେ ନାହିଁ , ଯେଉଁ ବ୍ୟକ୍ତିକୁ ମୃତ୍ୟୁ ପ୍ରାପ୍ତି ହୋଇଥାଏ , ସେ କିଛି କହିପାରେ ନାହିଁ , ଅନ୍ତ ସମୟରେ ବ୍ୟକ୍ତିର ଆବାଜ୍ ବନ୍ଦ ହୋଇଯାଏ , ଓ ତାହାର କଥା ଭୟଭୀତ ହେଉଥିବା ଭଳି ମନେ ହୁଏ ,

 

ଏମିତି ଲାଗିଥାଏ କି ଯେପରି ତା ଗଳାରେ କିଛି ଫସି ରହିଛି, ଅନ୍ତିମ ସମୟରେ ଇଶ୍ୱରଙ୍କ ତରଫରୁ ଦିବ୍ୟ ଦୃଷ୍ଟି ପ୍ରତିତ ହୋଇଥାଏ , ଓ ସେ ସବୁ ସଂସାରକୁ ଗୋଟେ ରୁପରେ ବୁଝିବାକୁ ଲାଗେ , ଆଖିକୁ କିଛି ବି ଦେଖାଯାଏ ନାହିଁ , ଓ ସେ ଅନ୍ଧ ହୋଇଯାଏ , ଓ ଆଖପାଖରେ ବସିଥିବା ଲୋକ ତାକୁ କିଛି ବି ନଜର ଆସନ୍ତି ନାହିଁ , ସେହି ସମୟରେ ସବୁ ଇନ୍ଦ୍ରିୟ ନାଶ ହୋଇଯାଏ , ସେ ଜଡ ଅବସ୍ଥାରେ ଆସିଯାଏ , ଓ ସେ ହଲିବା ପାଇଁ ବି ଅସମର୍ଥ ହୋଇଯାଏ , ଗରୁଡ ପୁରାଣରେ କିଛି ଏହିପରି ମୃତ୍ୟୁ କୁ ପରିଭାଷିତ କରାଯାଇଛି, ମରିବାପରେ ବ୍ୟକ୍ତିକୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ ।

ଅନ୍ତିମ ସଂସ୍କାର ସମୟରେ ବ୍ୟକ୍ତିର ଅସ୍ଥିଗୁଡିକ ଗଙ୍ଗାରେ ବିସର୍ଜିତ କରାଯାଇଥାଏ , କିନ୍ତୁ କଣ କେବେ ଆପଣ ଭାବିଛନ୍ତି କି ଗଙ୍ଗାରେ ଅସ୍ଥି ବିସର୍ଜିତ ହେବାପରେ ତାହା କେଉଁ ଆଡେ ଯାଇଥାଏ , ଆସନ୍ତୁ ଜାଣିବା ସେହି ସଂମ୍ପର୍କରେ ।

 

ଏହି ପ୍ରଶ୍ନର କେହି ଉତ୍ତର ଜାଣିନାହାନ୍ତି , ଏହା ସହ ବୈଜ୍ଞାନିକ ମାନେ ବି ଏହି ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ , ଗଙ୍ଗା ନଦୀରେ ସବୁ ଦିନ ହଜାର ସଂଖ୍ୟକ ଅସ୍ଥି ଗୁଡିକ ପ୍ରବାହିତ ହୋଇଥାଏ , ଏତେ ଅସ୍ଥିଗୁଡିକ ଭସାଇବା ପରେ ନଦୀକୁ ପବିତ୍ର ବୋଲି କୁହାଯାଇଥାଏ , ସନାତନ ଧର୍ମ ଅନୁସାରେ ବ୍ୟକ୍ତିର ଅସ୍ଥିଗୁଡିକ ଏଥିପାଇଁ ପ୍ରବାହିତ କରାଯାଏ କାରଣ ସେ ମରିବା ପରେ ତାହାର ଆତ୍ମାକୁ ଶାନ୍ତି ମିଳିପାରିବ , ଆପଣ ଶୁଣିଥିବେ କି ପାପ ଧୋଇବାପାଇଁ ବହୁତ ଲୋକ କହନ୍ତି କି ଗଙ୍ଗାରେ ବୁଡ ପକାଇବା କଥା , ଗଙ୍ଗାରେ ଏଥିପାଇଁ ମୃତ ବ୍ୟକ୍ତିର ଅସ୍ଥି ବିସର୍ଜିତ ହୁଏ କାରଣ ତାହା ଦ୍ୱାରା ବ୍ୟକ୍ତିର କଲା କର୍ମର ପାପ ଧୋଇ ହୋଇଚାଲିଯାଉ , ଅସ୍ଥିଗୁଡିକ ଗଙ୍ଗାରେ ବିସର୍ଜିତ କରିବାପରେ ସେ ପାପ ମୁକ୍ତ ହୋଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଅସ୍ଥିଗୁଡିକ କେଉଁ ଆଡେ ଯାଇଥାଏ ,

ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ବୋଧେ ନଥିବ , କହିଦେବୁ କି ଅସ୍ଥି ଗୁଡିକ ବିସର୍ଜିତ ହେବାପରେ ସିଧା ହରି ବିଷ୍ଣୁଙ୍କ ଚରଣ ମାନେ ବୈକୁଂଣ୍ଠ ଯାଇଥାଏ , ବୈଜ୍ଞାନିକ ମାନଙ୍କ ଅନୁସାରେ ପାଣିରେ ପାରା ମାନେ ମର୍କରୀ ମହଜୁତ ହୋଇଥାଏ , ଯାହା ଶରୀରରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ କୁ ପାଣିରେ ମିଶାଇ ଦେଇଥାଏ , ଏହା କାରଣରୁ ପାଣିରେ ଜୀବ ଜନ୍ତୁଙ୍କର ବହୁତ ପୋଷ୍ଟିକ ହୋଇଥାଏ ।

Leave a Reply

Your email address will not be published. Required fields are marked *