October 19, 2024

Odia Express

Leading Odia News Portal of Odisha

ସୁସ୍ଥ ରହିବା ପାଇଁ ଦିନରେ ନିଶ୍ଚିତ ଥରେ ଖାଇନିଅନ୍ତୁ ଏହି ଜିନିଷ – ଜୀବନରେ କେବେ ରୋଗ ଆପଣଙ୍କ ପାଖକୁ ଆସିବ ନାହିଁ…

ଆଜିର ଜମାନାରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସେତିକି ଧ୍ୟାନ ରଖିବା ଜରୁରି ହୋଇଥାଏ , ଯେତେ ପଇସା କମାଇବା , ଭଲ ସ୍ୱାସ୍ଥ୍ୟ ହିଁ ଜୀବନ ବାସ୍ତବିକ ଧନ ଅଟେ , ସେମିତି ଆଜି କାଲିର ଲୋକେ ଭଲ ସ୍ୱାସ୍ଥ୍ୟ ପାଇଁ ଏକ୍ସରସାଇଜ୍ , ଜିମ୍ ରେ ଝାଳ ବୁହାଇବା , ଲାଇଫ୍ ଷ୍ଟାଇଲ୍ ରେ ପରିବର୍ତ୍ତନ କରିବା , ଖାଈବା ପିଇବାରେ ପୋଷ୍ଟିକ ତତ୍ତ୍ୱକୁ ସାମିଲ୍ କରିବା , ଆଦି ସବୁ କରିଥାଉ , ଇମ୍ୟୁନିଟୀ ବଢାଇବା ଓ ରୋଗ ସହ ଲଢିବା ପାଇଁ ଏହି ସବୁ ଜିନିଷର ଦରକାର ପଡିଥାଏ । ସେମିତି ଯଦି ଆପଣ ଇମ୍ୟୁନିଟି ବଢାଇବାକୁ ଚାହଁନ୍ତି ତେବେ ଏହାପାଇଁ ଆପଣଙ୍କୁ ବହୁତ ସମୟ ଯାଏଁ ପରିଶ୍ରମ କରିବାକୁ ପଡିବ , ଆଜି ଆମେ ଆପଣଙ୍କୁ ଏହାର ଏକ ସରଳ ଉପାୟ କହିବାକୁ ଯାଉଛୁ , ଯେଉଁ ଜିନିଷ ଆମେ କହିବାକୁ ଯାଉଛୁ , ଦିନରେ ଥରେ ଖାଇଲେ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ , ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ ।

 

୧) ରସୁଣର ଗୋଟେ ପାଖୁଡା : ରସୁଣ ସେମିତି ଖାଦ୍ୟର ସ୍ୱାଦ ବଢାଇବାର କାର୍ଯ୍ୟ କରିଥାଏ , ଏହା ଛଡା ଏହାକୁ କଞ୍ଚା ଖାଇବା ବି ବହୁତ ଫାଇଦା ଯୋଗାଇଥାଏ , ହଁ ଆଜ୍ଞା କହିଦେବୁ କି ଯଦି ଆପଣ ଖାଲି ପେଟରେ ଗୋଟେ ପାଖୁଡାକୁ ଖାଇବେ , ତେବେ ଏହା ଅମୃତ ସହ ସମାନ ହୋଇଯିବ । ରସୁଣରେ ଆଣ୍ଟି ବାୟୋଟିକ୍, ଆଣ୍ଟି ବ୍ୟାକ୍ଟେରିଆଲ୍, କଷ୍ଟ ନିବାରକ ଗୁଣ ମିଳିଥାଏ , ଏହା ସହ ବ୍ଲଡ୍ ସର୍କୁଲେସନ୍ ବି ନିୟନ୍ତ୍ରିତ କରିଥାଏ , ଏହ ହୃଦୟ ରୋଗ ସହିତ ବି ଉପଶମ ଦେଇଥେ , ଏହା ପେଟ ସଂବନ୍ଧୀ ରୋଗକୁ ଲାଭ ଦାୟକ ହୋଇଥାଏ । କହିଦେବୁ କି ଏହା ପେଟରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦିଏ ।

 

୨) ସୁଗନ୍ଧିତ ଗୁଜୁରାତି : ଗୁଜୁରାତି ଖାଦ୍ୟର ସ୍ୱାଦ ବଢାଇଥାଏ , ସେମିତି ଯଦି ଆପଣ ଦିନରେ ଗୋଟେ ଗୁଜୁରାତି ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ ସମସ୍ୟାରୁ ମୁକ୍ତି ପାଇପାରିବେ , କହିଦେବୁ କି ଆପଣ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣର କାରଣରୁ ନିଶ୍ୱାସ ସଂବନ୍ଧୀ ଦୂର୍ଗନ୍ଧ ଦୂର କରିବା ସହାୟକ ଅଟେ । ଏହା ସହ ଏହା ବ୍ଲଡ୍ ସେଲ୍ ନିର୍ମାଣ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିଭାଇଥାନ୍ତି , ଏହା ଛଡା ପାଚନ ତନ୍ତ୍ର ବି ମଜବୁତ କରିଥାନ୍ତି , ଗୁଜୁରାତି ପ୍ରାକୃତିକ ରୂପରେ ଗ୍ୟାସକୁ ଦୂର କରିଥାଏ , ଏହି ସମୟରେ ପାଚନ କ୍ରିୟା ବଢାଇବା , ପେଟ ଫୁଲିବା କମ୍ କରିବା , ଛାତି ଜଳା ପୋଡା ହେବା ଇତ୍ୟାଦି କମ୍ କରିବା , ଏଥିପାଇଁ ବିନା କିଛି ଡେରି କରି ଗୁଜୁରାତିର ସେବନ କରନ୍ତି ।

 

୩) ଅଂଜିର ସର୍ବଗୁଣ ଭରପୁର : କହିଦେବୁ କି ଅଂଜିର ଗୁଣରେ ଭରପୁର ଓ ସ୍ୱାଦିଷ୍ଟ ଫଳ ଅଟେ , ଏହା ସ୍ୱାସ୍ଥ୍ୟ ପାଈଁ ବହୁତ ଫାଇଦାଦାୟକ ଅଟେ ,ଏହା ଛଡା ଏହାଉ ସୁଖାଈକରି ମିଠା ହିସାବରେ ବ୍ୟବହାର କରିଥାଉ , ଏଥିରେ ଆଇରନ୍ ମାତ୍ରା ଅଧିକ ହୋଇଥାଏ , ଏହା ସହ ଏହା ଫ୍ୟାଟ୍ , ପ୍ରୋଟିନ୍, କ୍ୟାଲସିୟମ, ଓ ଫସଫରସ୍ ବି ଭଲ ସ୍ରୋତ ଅଟେ , ସେମିତି ଅଂଜିର ଥଣ୍ତାଦିନରେ ଖାଈବା ଗୁଣକାରି ହୋଇଥାଏ , ଓ ଫସଫରସ ବି ଭଲ ସ୍ରୋତ ହୋଇଥାଏ , ସେମିତି ଅଂଜିର ଥଣ୍ତାରେ ଖାଇବା ଗୁଣକାରୀ ହୋଇଥାଏ , ଏଥିରୁ କବଜ୍ ଦୂର ହୋଇଯାଏ , ଏହା ଛଡା ଗ୍ୟାସ୍ ଓ ଏସିଡିଟି ସମସ୍ୟା ଦୁର କରିଥାଏ , କହିଦେବୁ କି ଅଂଜିରରେ ଆଣ୍ଟି ଏକ୍ସିଡେଣ୍ଟ ଗୁଣ ମିଳିଥାଏ , ଯାହା ଶରୀରର ରେଡିକ୍ଲାସ୍ କୁ ଦୁର କରିବାରେ ସାହାଯ୍ୟ କରେ ।

 

୪) ଏନର୍ଜୀ ସ୍ତର ବନାଇବାରେ କେବଳ ଗୋଟେ ହେଲା ଅଖରୋଟ : ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ କି ଅଖରୋଟ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ , ଏହା ଶରିରରେ ଗମ୍ଭୀର ରୋଗକୁ ଲଢିବାରେ କ୍ଷମତା ରଖିଥାଏ । ସବୁଦିନ ଅଖରୋଟ ସେବନ କରିଲେ ଏନର୍ଜୀ ସ୍ତର ଭଲ ରହିଥାଏ , ଏହା ଶରୀରରେ କ୍ୟାନ୍ସର ପରି ରୋଗକୁ ଦୁର କରିଥାଏ , ଏହା ଶରୀରରେ ମେଟାବଲିଜିମ୍ କୁ ସୁସ୍ଥ୍ୟ ରଖିଥାଏ , ଆପଣଙ୍କୁ କହିଦେବୁ କି ଅଖରୋଟ୍ ବ୍ରେନ୍ ଫ୍ରୁଡ୍ ବି କୁହାଯାଏ , ଏଥିପାଇଁ ନାଁ ଏହାକୁ ଖାଇଲେ ମସ୍ତିଷ୍କକୁ ଉର୍ଜା ମିଳିଥାଏ ।

 

୫) ଏବେ ସେମିତି ଆମେ ଖଜୁରୀ କୋଳି ସେବନ ସବୁ ବର୍ଷ କରିଥାଊ, କିନ୍ତୁ ଗରମ ହୋଇଥିବା କାରଣରୁ ଏହା ଥଣ୍ତା ଦିନରେ ଅଧିକା ପ୍ରୟୋଗ କରାଯାଏ , କହିଦେବୁ କି ଖଜୁରୀ କୋଳୀ ବ୍ୟବହାରରେ ଏହା ଫୁସଫୁସ୍ କୁ ଶକ୍ତି ଯୋଗାଇଥାଏ , ଏହା ନିଶ୍ୱାସ ସଂବନ୍ଧିତ ରୋଗରୁ ଲାଭ ମିଳିଥାଏ , ଏହା ଛଡା ଶରୀରରେ ରକ୍ତ ସଂଚାର ବୃଦ୍ଧି କରିଥାଏ , ଏହା ଆସ୍ତମା ରୋଗୀଙ୍କ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ବରଂ ଏହା ବାତ ଓ ଛାତି ହେଉଥିବା କଷ୍ଟକୁ ଦୂର କରିବାରେ ସାହାଯ୍ୟ କରେ ।

Leave a Reply

Your email address will not be published. Required fields are marked *