October 17, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ନିଦ ରାତି ଅଧାରେ ଭାଙ୍ଗିଯାଉଛି ତେବେ ଜଲଦି ଏହି ସଂକେତ ବୁଝି ଯାନ୍ତୁ ନହେଲେ..

ଦିନ ସାରା କାମ କରିବା ପରେ ଆରାମଦାୟକ ନିଦ ଆସିଲେ ଅଲଗା ଦିନ ଆରମ୍ଭ ବହୁତ୍ ଫ୍ରେସ୍ ହୋଇଥାଏ , କିନ୍ତୁ ଏହା ଯଦି ରାତିରେ ଆରାମଦାୟକ ହୋଇଗଲେ ଏହା ସମସ୍ତଙ୍କ ସହ ହୋଇପାରେ ନାହିଁ , ଯଦି ଆପଣଙ୍କୁ ଭଲ ନିଦ ଆସେ ନାହିଁ  ଓ ରାତିରେ ଗୋଟେ ସମୟରେ ନିଦ ଭାଙ୍ଗିଯାଏ , ତେବେ ଆପଣ ଏହାକୁ ହାଲକାରେ ନିଅନ୍ତୁ ନାହିଂମ୍ , ହଁ ଆଜ୍ଞା ରାତିରେ ଏମିତି ନିଦ ଭାଙ୍ଗିବା ଠିକ୍ ହୋଇନଥାଏ , ଏହାର ମତଲବ କି କେହି କିଛି କହିବାକୁ ଚାହୁଁଛି , ଯଦି ଆପଣ ଶୋଇଥିବା ସମୟରେ ଆଖି ଖୋଲି ଦେଉଛନ୍ତି ତେବେ ଆପଣଙ୍କ କଟସ୍ଟ୍ରୋଫିସିଗ୍ନ୍ କିମ୍ବା ନାଇଟ୍ ଡ୍ରେଡ୍ ନାମକ ରୋଗ ଶିକାର ହୋଇଛନିତ୍ , ଏହି ରୋଗ ଅଧା ରାତିରେ ନିଦ ଭାଙ୍ଗିଯାଏ , ଓ ମଣିଷ ଚମକିଯାଇ ଉଠିବସେ ।

 

ରାତିରେ ଭଲ ନିଦ ନ ଆସିବାର ମୁଖ୍ୟ କାରଣ ହୋଇଥାଏ ସମୟର ଅନିୟମିତତା , ଲୋକେ ଶୋଇବା ସମୟ ଠିକ୍ ରଖନ୍ତି ନାହିଂମ୍ , ରାତିରେ ନିଦ ନ ଆସିବାର କାରଣ ହେଲା ଦିନରେ ଲମ୍ବା ସମୟ ଯାଏଁ ଶୋଇବା ହିଁ ହୋଇଥାଏ , ଯଦି ଆପଣ ରାତିରେ ଭଲ ନିଦ ଚାହୁଁଛନ୍ତି ତେବେ ଏହି ତରିକାରେ କାମ କରନ୍ତୁ , ଯଦି ଆପଣଙ୍କୁ ଜଲଦି ଶୋଇବାର ଅଭ୍ୟାସ କରିବାର ଅଛି , ତେବେ ରାତି ୯ ଟାରୁ ୧୦ ଟା ମଧ୍ୟରେ ନିଦ ଭାଙ୍ଗିଯାଏ , ଏହାର ମତଲବ ଏହା କି ମାନସିକ ରୁପରେ ଚିନ୍ତାରେ ଅଛନ୍ତି ,

 

ଯଦି ଆପଣଙ୍କ ନିଦ ରାତି ୧୧ ଟା ମଧ୍ୟରେ ଖୋଲିଯାଏ , ତେବେ ଏହାର ମତଲବ ହୁଏ କି ଆପଣଙ୍କ ମଧ୍ୟରେ ଭାବନାତ୍ମକ ଦ୍ୱନ୍ଦ ଚାଲୁଛି, ରାତିର ଗୋଟେ ରୁ ତିନି ଟା ମଧ୍ୟରେ ନିଦ ଭାଙ୍ଗିବା ହେଲେ ଏହା ଆପଣଙ୍କ ମଧ୍ୟରେ ରାଗ ଅଛି, ଏହି କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ହୋଇପାରେ , ଏଥିପାଇଁ ଥଣ୍ତା ଗିଲାସରେ ପାଣିପିଇ ଶୋଇବା ଉଚିତ୍ , ସକାଳୁ ଡେରିରେ ଉଠିବା ଲୋକଙ୍କ ନିଦ ସକାଳ ପାଞ୍ଚଟାରୁ ୭ ଟା ମଧ୍ୟରେ ଖୋଲିଯାଏ , ତେବେ ଆପଣ ଏଥିପାଇଁ ଭାବନାତ୍ମକ ଚିନ୍ତାରେ ଅଛନ୍ତି ।

 

ନାଇଟ୍ ଡ୍ରେଡ୍ ନାମକ ରୋଗ ଯୋଗୁଁ ହୋଇପାରେ ଡେରି ରାତି ଯାଏଁ ଉଜାଗର୍ ରହିବା , ଭୁଲ୍ ଖାଦ୍ୟପେୟ , ଡିପ୍ରେସନ ଓ ମେନୋପୋଜ୍ ଜଲଦି ହେବା , ଏହି ରୋଗ ସତ ପ୍ରତିଶତ ସବୁ ଦିନ ବଢିବାକୁ ଲାଗେ , ଏହାର ଶିକାର ସ୍କୁଲ୍ ଛୁଆ ହେଉଛନ୍ତି , ଏହି ରୋଗ ଯୋଗୁଁ ପିଲା ଅତ୍ୟାଧିକ ହାଇପର୍ ହୋଇଉଠନ୍ତି , ଏହି ରୋଗ ସାଧାରଣତଃ ନକରାତ୍ମକ ଭାବନା ରଖୁଥିବା ଲୋକଙ୍କ ଯୋଗୁଁ ହୋଇଥେ , ଛୁଆଙ୍କ ଏହି ମଧ୍ୟରେ ଏଗଜାଇଟି ଡିସଅର୍ଡର ଦେଖିବାକୁ ମିଳିଯାଏ , ଏହା ଏହି ଲୋକଙ୍କ ସହ ହୋଇଥାଏ ଯିଏ ନିଜ ଭାବନାକୁ ବ୍ୟକ୍ତ କରନ୍ତି ନାହିଁ ।

ଯଦି ଦିମାଗରେ ସକରାତ୍ମକ ଭାବନା ଆଣିବାକୁ ଚେଷ୍ଟା କରିବେ , ତେବେ ମନର କଥା ଆଉ କାହାକୁ ସେୟାର୍ କରିବେ ତେବେ ମନ ଶାନ୍ତ ରହିବ , ମନ କଥା କେଉଁ ଡାଏରୀରେ ଲେଖିବା ଆରମ୍ଭ କରିଦିଅନ୍ତୁ , ଏହି ସମସ୍ୟାର ସମୟ ଠିକ୍ କରିବ ଜରୁରି ହୋଇଥାଏ , ରାତିରେ ଶୋଇବା ସମୟରେ ଭଲ ବହି ପଢନ୍ତୁ , ତାହା ସହ ଲଢେଇ ଝଗଡା ବାଲା ମୁଭି ଦେଖିବାରୁ ଦୁରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *