September 19, 2024

Odia Express

Leading Odia News Portal of Odisha

ବଲିଉଡ୍ ଫିଲ୍ମରେ ଏଭଳି ଭାବେ ବର୍ଷାର ସିନ୍ ସୁଟିଙ୍ଗ୍ କରିଥାନ୍ତି ଫିଲ୍ମ ନିର୍ଦ୍ଦେଶକ – ଫୋଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ..

ବଲିଉଡ୍ ଫିଲ୍ମଗୁଡିକରେ ବର୍ଷାର ସିନ୍ ସୁଟ୍ କରିବା ଏକ ସାଧାରଣ କଥା ହୋଇସାରିଛି । ଏମିତି ଗୀତ ବହୁତ ଭଲ ଆୟ କରିଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ଫଟୋରୁ ବୁଝାଇବୁ କିପରି ଫିଲ୍ମ ନିର୍ମାତା ବଲିଉଡ୍ ଫିଲ୍ମରେ ବର୍ଷାର ସିନ୍ ସୁଟ୍ କରିଥାନ୍ତି , ସବୁ କିଛି କୃତ୍ରିମ ହୋଇଥାଏ , ଓ ଦର୍ଶକଙ୍କୁ ଲାଗିଥାଏ କି ଏହା ସବୁ ସତ ସତିକା ଅଟେ ।ଆସନ୍ତୁ ବରସାତ୍ ଫିଲ୍ମର ଏକ ଉଦାହରଣ ନେବା । ଏହି ଫିଲ୍ମରେ ବବି ଦେଓଲ ଓ ପ୍ରିୟଙ୍କା ଚୋପ୍ରା ଏକା ସାଙ୍ଗରେ କାମ କରିଥିଲେ , ଓ ଏହାର ଗୀତ ଗୁଡିକ ବହୁତ ସୁପରହିଟ୍ ହୋଇଥିଲା , ଗୀତର ସୁଟିଂ ପାଇଁ ଫିଲ୍ମର କର୍ମଚାରୀ ଦଳ ଏକ ଟ୍ୟାଙ୍କ୍ ରୁ ସବୁ ପାଣି ଏକାଠି କରିଥିଲେ , ତାପରେ ଜେଟ୍ ମେସିନ୍ ଦ୍ୱାରା ସେମାନେ କଳାକାରଙ୍କ ଉପରକୁ ପାଣିର ବର୍ଷା କରାଇଥିଲେ ।

 

ଏହି ଗୀତଟି ରାତିରେ ସୁଟିଙ୍ଗ୍ ହୋଇଥିବାରୁ ଏହି ସୁଟିଙ୍ଗ୍ ସମୟରେ ହାଲୋଜିନ୍ ଲ୍ୟାମ୍ପର ବ୍ୟବହାର ହୋଇଥିଲା , ଏହାର ଲାଇଟ୍ ସିଧା ହିସାବରେ କଳାକାରଙ୍କ ଉପରକୁ ଫୋକସ୍ କରାଯାଇଥିଲା ।

ଏହି ସମୟ ବର୍ଷା ହେଉଛି ମାନେ ବିଜୁଳି ଚମକିବା ବି ସୁଟ୍ ହେବାର ଥିଲା , ଏଥିପାଇଁ ସେମାନେ ୱେଲଡିଙ୍ଗ୍ ମେସିନ୍ ର ବ୍ୟବହାର କରିଥିଲେ , ଓ ଏହା ଏତେ ଆକର୍ଷିତ ଲାଗୁଥିଲା କି ଦର୍ଶକମାନେ ଏହାକୁ ଅସଲ ବୋଲି ମାନିନେଇଥିଲେ ।

 

ଅଧିକା ପବନ ପାଇଁ ସେମାନେ ବଡ ବଡ ଫ୍ୟାନ୍ ର ବ୍ୟବହାର କରିଥିଲେ ,ଏହି ସବୁ ଜିନିଷ ମିଶିକରି କ୍ୟାମେରାରେ ଏକ ଅସଲ ବର୍ଷାର ରାତି ପ୍ରଭାବ ଦେଖାଦେଇଥିଲା , ଯାହାକୁ ଦେଖିକରି ଯିଏ ବି ହେଲେ କହିପାରିବ ନାହିଁ କି ଏହା କୃତ୍ରିମ୍ ଥିଲା ।

Leave a Reply

Your email address will not be published. Required fields are marked *