September 19, 2024

Odia Express

Leading Odia News Portal of Odisha

ପୁରା ବର୍ଷରେ କେବଳ ଗୋଟିଏ ଥର ଲଗାନ୍ତୁ ଏହି ଜିନିଷ , ପୁରୁଣାରୁ ପୁରୁଣା ଯାଦୁ କାଛୁ ,କୁଣ୍ତିଆ ହୋଇଯିବ ଜଡରୁ ଶେଷ..

ଗରମ ଦିନରେ ବହୁତ କିଛି ଅସୁବିଧା ଦେଖିବାକୁ ମିଳେ , ଯେଉଁଥିରେ ଗୋଟେ ହେଲା କୁଣ୍ତିଆ ଓ ଯାଦୁ ପରି ଫଳିଯିବା , ଏହା ଏକ ଏପରି ରୋଗ ହୋଇଥାଏ , ଯାହା ଅନ୍ୟ ଲୋକଙ୍କ କହିବାରେ ଲଜ୍ଜିତ ହୋଇନଥାନ୍ତି , ଯଦି ଆପଣ ସଠିକ୍ ସମୟରେ ଚିକିତ୍ସା ନ କରିଲେ ତେବେ ଆପଣଙ୍କୁ ନାନାଦି ଅସୁବିଧାର ସାମନା କରିବାକୁ ପଡିଥାଏ , ସେମିତି କୁଣ୍ତିଆ ଦେଖିବାକୁ ଛୋଟ ଲାଗୁଥାଇପାରେ କିନ୍ତୁ ଯାହାକୁ ହୋଇଥାଏ , ତାହାର ହାଲତ୍ ଖରାପ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖରେ କଣ ଖାସ୍ ଅଛି ।

 

ଏହି କୁଣ୍ତିଆ ଏକ ଚର୍ମ ରୋଗ ଅଟେ , ଏହାଠାରୁ ମୁକ୍ତି ପାଇବାକୁ ହେଲେ ଆପଣ ବହୁତ ସାରା ଉପାୟ କରିସାରିଥିବେ , ସାଧାରଣତଃ କୁଣ୍ତିଆ ଶରୀରରେ ମଇଳା ଯୋଗୁଁ ହୋଇଥାଏ । କିନ୍ତୁ ବହୁତ ଥର ଏହା ଅନୁବାଂଶିକ ବି ହୋଇଥାଏ , ମାନିନିଅନ୍ତୁ ଯଦି ଆପଣଙ୍କ ଜେଜେବାପା ଜେଜେ ମାଙ୍କୁ ଏହି ସମସ୍ୟା ହୋଇଛି ତେବେ ଆପଣଙ୍କୁ ବି ହୋଇପାରେ ।

 

ଯଦି ଆପଣ ଶରୀରରେ କେଉଁ ଜାଗାରେ ଚକା ଚକା ହୋଇ ଚିହ୍ନ ହୋଇଛି ତେବେ ଏହା ଯାଦୁ ହୋଇଥାଏ । ହଁ ଆଜ୍ଞା , କୁଣ୍ତିଆ ବହୁତଥର ଶରୀର ମଧ୍ୟରେ ହୋଇଥାଏ , ଯେପରି ଗୁପ୍ତାଙ୍ଗରେ , ଓ ଏହା କୁଣ୍ତେଇ ହେବା ସହ ଜଳା ପୋଡା ବି ହୋଇଥାଏ,  ତେବେ ଜାଣିବେ ଯେ ଏହା ଚର୍ମ ରୋଗ ହୋଇଛି, ଯାହା ଠିକ୍ ହୋଇପାରିବ ନାହିଁଂ ।

ଯଦି ଆପଣ କାଛୁ କୁଣ୍ତିଆରୁ ଚିନ୍ତିତ ଅଛି , ତେବେ ଆପଣ ଏହା ପାଇଁ ବାରମ୍ବାର ଚିକିତ୍ସା କରାଉଛନ୍ତି , ଯାହାର କାରଣରୁ ଆପଣଙ୍କୁ ବହୁତ ଅଧିକା ଚିନ୍ତା ଲାଗୁଛି । ତେବେ ଗୋଟେ ପ୍ରକିୟା କହିବାକୁ ଯାଉଛୁ , ଯାହାର ବ୍ୟବହାର କଲେ ଆପଣଙ୍କୁ ମୁକ୍ତି ମିଳିପାରିବ , ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

 

ଉପାୟ : ଯଦି ଆପଣ ବାରମ୍ବାର ଆପଣଙ୍କ ଶରୀରରେ କୁଣ୍ତିଆ ପାଇଁ ଚିନ୍ତିତ ଅଛନ୍ତି , ତେବେ ଚନ୍ଦନର ତେଲରେ ଲେମ୍ବୁର ରସ ମିଶାଇକରି କୁଣ୍ତିଆ ହେଉଥିବା ଜାଗାରେ ଲଗାନ୍ତୁ , ଏହାପରେ ଆପଣଙ୍କୁ ଆଶ୍ୱସ୍ତି ମିଳିବ ।

 

ନିମ୍ବର ପତ୍ରରେ ଚଟଣି କରିନିଅନ୍ତୁ , ଯାହାପରେ ତାହାକୁ କୁଣ୍ତିଆ ହୋଇଥିବା ସ୍ଥାନରେ ଲଗାନ୍ତୁ , ଏମିତି ଆପଣଙ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ ରଖିବାର ଅଛି, ଏଠାରେ ଧ୍ୟାନ ଦେବାର ଅଛି କି ଆପଣ ବିଛଣାକୁ ଭଲ ଭାବେ ସଫା ରଖିବାର ଅଛି ।

କୁଣ୍ତିଆ ହୋଇଥିବା ସ୍ଥାନକୁ ଆଉଥରେ କୁଣ୍ତାଇ ଦିଅନ୍ତୁ । ଓ ସେଥିରେ ଲେମ୍ବୁର ରସ ଲେପ ଦିଅନ୍ତୁ , କିନ୍ତୁ ଧ୍ୟାନ ରଖିବେ କି ଯେତିକି ପରିମାଣର ଲେମ୍ବୁକୁ ଚିପୁଡିବେ ସେହି ସ୍ଥାନରେ ଲଗାଇବା ବେଳେ ଯେତେ ଆପଣ ସହି ପାରିବେ । ଆପଣ ଟିକିଏ ସମୟ ଛାଡି ଲଗାଇପାରିବେ ।

Leave a Reply

Your email address will not be published. Required fields are marked *