December 22, 2024

Odia Express

Leading Odia News Portal of Odisha

ଯଦି ଆପଣ କ୍ଷୀରର ସହ ଏହି ଜିନିଷଗୁଡିକ ଖାଇଥାନ୍ତି, ତେବେ ଆପଣଙ୍କ ପୁରୁଷତ୍ୱ ଉପରେ ବିପଦ ଆସିପାରେ…

କ୍ଷୀରକୁ ନିଜ ମଧ୍ୟରେ ସଂପୁର୍ଣ୍ଣ ଆହାର ବୋଲି ମାନିଥାନ୍ତି , ବହୁତଥର ଡାକ୍ତର ମାନେ କ୍ଷୀର ପିଇବାକୁ ଉପଦେଶ ବି ଦିଅନ୍ତି , ଏହା ପେଟ ଭରା ଖାଇବା ସହ ଆପଣଙ୍କ ହାଡଗୁଡିକ ମଜବୁତ କରିଥାଏ , କଣ ଆପଣଙ୍କୁ ଜଣା ଅଛି କି କ୍ଷୀରରେ କେଉଁ ସବୁ ଜିନିଷ ସହ ନେବା ଉଚିତ୍ , କ୍ଷୀର ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ , କିନ୍ତୁ ଆମେ ବି ଜାଣିଛେ ଏହି କ୍ଷୀର ଆମ ଶରୀର ପାଇଁ କିପରି କ୍ଷତିକାରକ ବି ହୋଇପାରେ , ପ୍ରୋଟିନ୍ ରେ ଭରପୁର କ୍ଷୀର କିଛି ଖାସ୍ ଜିନିଷ ସହ ନେବାରେ ବହୁତ କ୍ଷତି ପହଞ୍ଚାଇଥାଏ , ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ଦେଖାଦିଏ , ଆସନ୍ତୁ ଆପଣଙ୍କୁ କହିଦେବୁ କି ଏମିତି କେଉଁ ଜିନିଷ ଅଛି ଯାହା ଖାଇଲେ କ୍ଷୀରର ସେବନ କରିବା ଉଚିତ୍ ନୁହେଁ ।

 

କ୍ଷୀରର ସେବନ ବିଭିନ୍ନ ଧରଣର ହୋଇଥାଏ , ବହୁତ ଲୋକ ଏହାକୁ କଞ୍ଚା କ୍ଷୀର ଭାବେ ପିଇବାକୁ ପସନ୍ଦ କରନ୍ତି , ଓ କିଛି ଗରମ କିମ୍ବା ଫୁଟାଇ ପିଇବାକୁ ପସନ୍ଦ କରନ୍ତି , କ୍ଷୀରରେ ଖଟ୍ଟା ପଦାର୍ଥ ସହ କ୍ଷୀର ସହ ମିଶାଇଲେ ଏହାକୁ ସିଝାଇଲେ ଏହା ଛିଡିଯାଇଥାଏ , ଏଥିପାଇଁ ଖଟା ଜାତୀୟ ପଦାର୍ଥ ସହ କ୍ଷୀରର ସେବନ କରିବା କ୍ଷତିକାରକ ହୋଇପାରେ , ଖଟ୍ଟା ଫଳ ଶରୀରକୁ ଥଣ୍ତା ଦେଇଥାଏ , ଓ କ୍ଷୀର ଶରୀରକୁ ଗରମ କରିଦିଏ , ଏହି ଦୁହେଁ ଅଲଗା ଅଲଗା ହୋଇଥାଏ , ଏଥିପାଇଁ କ୍ଷୀର ସହ ଖଟ୍ଟା ଫଳର ସେବନ କେବେ କରନ୍ତୁ ନାହିଂମ୍ ,

 

ଏମିତି କୁହାଯାଏ କି କ୍ଷୀର ସହ ମାଛର ସେବନ କରିବା ଉଚିତ୍ ନୁହେଁ , କାରଣ ଏହା ପେଟରେ ବିଷାକ୍ତ ରସାୟନ ସୃଷ୍ଟି କରେ , ଯାହା ପେଟ ପିଡାର କାରଣ ବି ହୋଇପାରେ , କ୍ଷୀର ଓ ମାଛ ଏକା ସାଙ୍ଗେ ସେବନ କଲେ ଆପଣଙ୍କ ହୃଦୟପାଇଁ ଏହା ସଠିକ୍ ହୋଇନଥାଏ , ପୁରୁଷମାନେ ଏହା ନ ନେବା ପ୍ରକୃତରେ ଠିକ୍ ଅଟେ । କ୍ଷୀର ସହ ଲୁଣଅ କମ୍ପିନେଶନ୍ ବହୁତ କ୍ଷତିକାରକ ହୋଇପାରେ , ପୁରାଣରେ କୁହାଯାଇଛି କି ଏହି ପ୍ରକାରର ପେୟ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ , ଅସଲରେ ଏମିତି ମାନାଯାଏ କି ଏହା ସହ ନେଲେ ଏହା ଧଳା ରୋଗ ହୋଇପାରେ , ବିଶେଷ କରି ପୁରୁଷଙ୍କ ମଧ୍ୟରେ , ଶରିରରେ ଏହାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳେ , କ୍ଷୀର ସହ ଚିକେନ୍, ମଟନ୍ ନେଲେ ଏହା ଆହୁରି ବିପଦ ସୃଷ୍ଟି କରିପାରେ , ଏହା ଶରୀରରେ ଅପଚୟ କରିପାରେ ନାହିଁ ।

Leave a Reply

Your email address will not be published. Required fields are marked *